Movie prime

ଭାରତୀୟ ଶାସନ କୁ ଆମେରିକୀୟ ଙ୍କ ଈର୍ଷା ଭିଡିଓ ହେଲା VIRAL ଦେଖନ୍ତୁ ଏହି ଭିଡିଓ

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆଜିକାଲି ଦୁନିଆରେ ଜାତିକୁ ନେଇ ବହୁତ ବିବାଦ ଦେଖା ଦେଉଛି। ବିବାହ ସମୟରେ ମଧ୍ୟ ଜାତି କୁ ନେଇ ଅନେକ ସମସ୍ୟା ଦେଖାଦେଉଛି। ଆଉ କୋଉଠି ତ ଜାତିଆଣ ପାଇଁ ଲୋକଙ୍କୁ ବାହାର ମଧ୍ୟ କରି ଦଉଛନ୍ତି। ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳିଛି ଯେ ଜଣେ ଆମେରିକାର ମହିଳା ଭାରତୀୟ ମହିଳା ଙ୍କ ସହିତ ଦୁର୍ବ୍ୟବହାର ଦେଖଉଛନ୍ତି।
ବନ୍ଧୁଗଣ ପୁଣି ଏକ ନୂଆ ଖବର ଦେଖିବାକୁ ମିଳିଛି। ଭାରତୀୟଙ୍କ ଶାସନ କୁ ଆମେରିକୀୟଙ୍କ ଇର୍ଷା। ଆମେରିକାରେ ଭାରତୀୟଙ୍କୁ ଜାତିଆଣ ଆକ୍ଷେପ। କ'ଣ ପାଇଁ କେଜାଣି ଆମେରିକା ମାନେ ଭାରତୀୟଙ୍କୁ ଏତେ ଇର୍ଷା କରୁଛନ୍ତି। ଭାରତୀୟ ଙ୍କ ସଫଳତା କୁ ସହିପାରୁ ନାହାଁନ୍ତି କି ଆମେରିକା ବାସୀ ?ଆମେରିକାରେ ଭାରତୀୟଙ୍କ ଉପରେ ହିଂସାତ୍ମକ ଆଚରଣ। 
ସୋସିଆଲ ମିଡ଼ିଆରେ ଜାତିଆଣ କୁ ନେଇ ଆକ୍ଷେପ କଲେ ମହିଳା। ବୁଧବାର ସନ୍ଧ୍ୟାରେ ରାତ୍ରି ଭୋଜନ ପାଇଁ ଟିକ୍ସାସ ରେ ବାହାରକୁ ଯାଇଥିଲେ ଚାରିଜଣ ଭାରତୀୟ ମହିଳା। ଏହି ସମୟ ରେ ନିଜକୁ ଆମେରିକୀୟ ବୋଲି ଦାବି କରୁଥିବା ଜଣେ ମହିଳା ଭାରତୀୟ ମାନଙ୍କ ପାଖକୁ ସ୍ୱଇଚ୍ଛା ରେ ଆସି ତାଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇ ଥିଲେ। ତାଙ୍କ ମନରେ ଭାରତୀୟଙ୍କ ପ୍ରତି ଭରି ରହିଥିଲା ପ୍ରଚୁର ପରିମାଣରେ ଘୃଣା। 
ଅପ୍ରଜ୍ୟାପ୍ତ ଇର୍ଷା ପରାୟଣତା , ସେ ମହିଳା ଜଣକ ବ୍ୟବହାର କରିଥିବା ପ୍ରତିଟି ଶବ୍ଦ କୁ ଆପଣ ବି ଟିକେ ଶୁଣି ନିଅନ୍ତୁ। ଭାରତୀୟ ଙ୍କ ପ୍ରତି କେତେ ହିଂସା ଆଉ କେତେ ଘୃଣା ଭରି ରହିଛି। ମହିଳା ଜଣକ ତ ଯାହା ଦୁର୍ବ୍ୟବହାର କଲେ କଲେ ପୁଣି ହାତ ଉଠେଇବାକୁ ମଧ୍ୟ ପଛାଇଲେ ନାହିଁ। ଶେଷରେ ଭାରତୀୟ ମହିଳା ମାନେ ପୋଲିସ୍ ପାଖରେ ଅଭିଯୋଗ ଦାଖଲ କରିବା ପରେ ସଂପୃକ୍ତ ଆମେରିକୀୟ ମହିଳାଙ୍କୁ ପୋଲିସ୍ ଗିରଫ କରିଛି।