Movie prime

Salaman Khan ଙ୍କ ଭାଉଜ ଙ୍କୁ ବାହା ହେବେ ଆପଣଙ୍କ ପ୍ରିୟ ହିରୋ ଅର୍ଜୁନ କପୁର ଦେଖନ୍ତୁ କେବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ବଲିଉଡ କୁ ନେଇ ଅନେକ ଖବର ଭାଇରାଲ ହେବରେ ଲାଗିଛି। ଅନେକ ସମୟରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ କଥା ନେ଼ଇ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ଲୋକ ମାନେ ମଧ୍ୟ ତାଙ୍କ ସମ୍ପର୍କ ରେ ଜାଣିବାକୁ ବିଶେଷ ଇଚ୍ଛା ମଧ୍ଯ ପ୍ରକଟ କରିଥାଆନ୍ତି।
ଏବେ ଏଭଳି କିଛି ଖବର ଆସୁଛି ଯାହାକି ଆପଣ ମାନଙ୍କୁ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ କରି ପକାଇବ। ସୂଚନା ମିଳିଛି କି ହାତକୁ ଦୁଇ ହାତ ହେବେ ଅର୍ଜୁନ କାପୁର ଓ ମଲାଇକା ଆରୋରା। ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ହାତ ଗଣ୍ଠି ପଡ଼ିବାକୁ ଯାଉଛି। ଏକଥା ମଲାଇକା ଅରୋରା ନିଜେ ଗ୍ରୀନ ସିଗ୍ନାଲ ଦେଇଛନ୍ତି।
ମଲାଇକା ଅରୋରା ଓ ଅର୍ଜୁନ କପୁର ଦୀର୍ଘ ଛଅ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି। ପ୍ରଥମେ ପ୍ରଥମେ ନିଜ ସମ୍ପର୍କ କୁ ନେଇ ଚୁପ୍ ରହୁଥିବା ବେଳେ ବର୍ତ୍ତମାନ୍ ଖୁଲମ୍ ଖୁଲା ଏହାକୁ ପ୍ରକାଶ କରୁଛନ୍ତି। ଏବେ ପ୍ରାୟ ସ୍ଥାନରେ ମଧ୍ୟ ଏହି ଦୁଇ ଷ୍ଟାର ଏକାଠି ନଜର ମଧ୍ୟ ଆସୁଛନ୍ତି। ଦୁହେଁ ନିଜ ସମ୍ପର୍କ କୁ ଆଉ କିଛି ପାଦ ଆଗେଇବାକୁ ମଧ୍ଯ ଚାହୁଁଛନ୍ତି। ଖୁବ୍ ଶୀଘ୍ର ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି ବୋଲି,
ସୂଚନା ମଧ୍ଯ ମିଳିଛି । ଏନେଇ ମଲାଇକା ଅରୋରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଏବଂ କ୍ୟାପସନ୍ ଦେଇଛନ୍ତି “ଆଇ ସେଡ୍ ୟେସ "। ଏହାକୁ ଲେଖି ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏବଂ ଏହାକୁ ଦେଖିବା ପରେ ଲୋକ ମାନେ ଏହା ଭାବିଛନ୍ତି କି ବୋଧ ହୁଏ ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।ତେବେ ଦେଖାଯାଉ ଏକଥା କେତେଦୂର ସତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.