Movie prime

ରାଗ ସୁଝାଇଲା Ukraine ଦେଖନ୍ତୁ କେମିତି ହେଲା ଖଣ୍ଡ ଯୁଦ୍ଧ

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧ କୁ ଏବେ ବହୁତ ଦିନ ବିତି ଗଲାଣି କିନ୍ତୁ ଏବେ ଋଷ ଉପରେ ସବୁଠାରୁ ବଡ ଆକ୍ରମଣ ୟୁକ୍ରେନ ସେନା ର ଦକ୍ଷିଣ ୟୁକ୍ରେନ ରେ ଋଷ ର ସବୁଠାରୁ ବଡ଼ ସାମରିକ ଘାଟି କୁ ଉଡ଼ାଇ ଦେଇଚୀ କିବ ସେନା । ମେରିତୋପୁଲ ଅଞ୍ଚଳ ରେ ଏହି ସାମରିକ ଘାଟି ଋଷ କରିଥିଲା । 
ଦକ୍ଷିଣ ୟୁକ୍ରେନ ରେ ଋଷ ସେନା ଉପରେ ଭୀଷଣ ଆକ୍ରମଣ କରିଛି ୟୁକ୍ରେନ । ଋଷ ସାମରିକ ଘାଟି ଓ ଅସ୍ତ୍ର ଭଣ୍ଡାର କୁ ଭୁଲ୍ ଟାର୍ଗେଟ କରୁଚି ଆମେରିକା ର ମିଶାଇଲ ସିଷ୍ଟମ । ପ୍ରତିଦିନ ଋଷ ର ଏକାଧିକ ଅସ୍ତ୍ରଗାର ଧ୍ବଂସ ହେଉଛି । ଗତ ଚବିଶ ଘଣ୍ଟା ରେ ଋଷ ର ଏକାଧିକ ଅସ୍ତ୍ରଗାର ସପ୍ଲାଏ ପଏଣ୍ଟ କୁ ଧ୍ବଂସ କରିଛି ୟୁକ୍ରେନ ସେନା।
ସେଥିରେ ଉଡ଼ିଯାଇଛି ବହୁତ୍ ଯୁଦ୍ଧ ଅସ୍ତ୍ର ପରିବହନ ଗାଡି ଓ ୩୫ ଋଷ ସୈନ୍ୟ ନିହତ ହୋଇଛନ୍ତି । ଋଷ ସେନା ର ଅସ୍ତ୍ରଶସ୍ତ୍ର ମଧ୍ୟ ହାଇଯାକ୍ କରୁଛି ଜେଲେନ୍ସି
ବାହିନୀ ଋଷ ର ଏକ ମୋଟାର କୁ ହାଇଯାକ କରି ନେଇଛନ୍ତି ୟୁକ୍ରେନ ସୈନ୍ୟ ଜେଲେନ୍ନେଶି କହିଛନ୍ତି ସ୍ୱାଧୀନତା ପାଇଁ ଏହା ହେଉଛି ପୁରା ଦେଶ ର ସଂଗ୍ରାମ । ସ୍ଵାଧୀନତା ସଂଗ୍ରାମ ର ସବୁବେଳେ ବିଜୟ ହୋଇଥାଏ।
ସ୍ୱାଧୀନତା ର ମୂଲ୍ୟ ବୁଝିଥିବା ଓ ସହଯୋଗ କରୁଥିବା ଦେଶ କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ର ରାଷ୍ଟ୍ରପତି ସେ କହିଛନ୍ତି ଯେ ସ୍ଵାଧୀନତା ପାଇଁ ହଉଥିବା ଏହି ଲେଢେଇ ହେଉଛି ପୁରା ଦେଶ ର ଲେଢ଼େଇ । ଏକ ରାଷ୍ଟ୍ର ର ସଫଳ ସଂଗ୍ରାମ ବିଶ୍ବ ରେ କେବେ ବି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ରାଷ୍ଟ୍ର ରେ ସୀମିତ ରୁହେ ନୁହେଁ । ଏହା ଏକ ମିଳିତ କାର୍ଯ୍ୟ। ତେଣୁ ଆମେ ମିଶି କି ଦେଶ ର ସ୍ଵାଧୀନତା କୁ ରକ୍ଷା କରିବା।