Movie prime

ସାମ୍ନାକୁ ଆସିଲା BSNL ଦମଦାର ପ୍ଲାନ୍ ଦେଖନ୍ତୁ ସବୁଠୁ ଶସ୍ତା ସବୁଠୁ ଭଲ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ BSNL ୟୁଜର ମାନଙ୍କ ପାଇଁ ଆସିଗଲା ଖୁସୀ ଖବର।BSNL ଏବେ ଆଣିଲା ସମସ୍ତଙ୍କ ପାଇଁ ଦମଦାର ପ୍ଲାନ୍। ଏବେ ଆପଣ ମାନେ ରିଚାର୍ଜ କରି ମନ ଇଚ୍ଛା କଥା ହୋଇ ପାରିବେ।
ସରକାରୀ BSNL କମ୍ପାନୀ ଆଣିଛି ଏହି ବର୍ଷର ସବୁଠାରୁ ବଡ ଅଫର୍। ଏହି ଆକର୍ଷକ ପ୍ଲାନ୍ ନିହାତି ଭାବରେ ୟୁଜର ମାନଙ୍କୁ ଖୁସୀ କରିବ ବୋଲି କମ୍ପାନୀ ଆଶା ରଖିଛି।
ଦେଶର ସରକାରୀ BSNL କମ୍ପାନୀ ଦେଶର ସୁଲଭ ଯୋଜନା ଅନୁଯାୟୀ Jio, Airtel, Vodafone ଓ Idea ଭଳି ଘରୋଇ କମ୍ପାନୀ ମାନଙ୍କୁ କଡ଼ା ଟକ୍କର ଦେଇଥାଏ।
ଆଜି ଆମେ ଆପଣଙ୍କୁ BSNL ର କିଛି ପ୍ରିପେଡ୍ ଯୋଜନା ସଂପର୍କ ରେ କହିବାକୁ ଯାଉଛୁ। ଯେଉଁଥିରେ କି ଆପଣଙ୍କୁ କମ୍ ମୂଲ୍ୟରେ ଅନେକ ସୁବିଧା ଦିଆ ଯାଉଛି। 
(୧):-
ଏହାର ୪୩୯ ଟଙ୍କା ପ୍ଲାନ ରେ ଯେଉଁଥିରେ ୮୧ ଦିନ ପାଇଁ ଅନେକ ସୁବିଧା ଦିଆଯାଉ ଅଛି।ଏହି ଅଫର୍ ରେ ଆପଣଙ୍କୁ ଯେ କୌଣସି ନେଟୱର୍କ କୁ ଅସୀମିତ ଭଏସ କଲିଙ୍ଗ ସୁବିଧା ଓ ପ୍ରତିଦିନ ୧୦୦ ଏସଏମଏସ ଏବଂ ୧ ଜିବି ଦୈନିକ ଡାଟା ଦିଆ ଯାଉ ଅଛି। ଏଥିରେ ଆପଣ ଏରୋଡନ ଏଣ୍ଟରଟେନ୍ମେଣ୍ଟ ସର୍ଭିସ କୁ ମଧ୍ଯ ସସ୍କ୍ରାଇବ କରି ପାରିବେ।
(୨):-
BSNL ର ୪୮୫ ଟଙ୍କିଆ ପ୍ଲାନ୍ ରେ ଆପଣ ପ୍ରତିଦିନ ୧.୫ ଜିବି ଇଣ୍ଟରନେଟ ପାଇବେ , ଏହା ସହ ଅସୀମିତ ଭଏସ କଲ୍ ଓ ସହେ ଏସଏମଏସ କରି ପାରିବେ।
(୩):-
ଏହାପରେ ୪୯୮ର ଏକ ପ୍ଲାନ ଅଛି ।ଏହି ପ୍ଲାନ୍ ର ବୈଧତା ମଧ୍ୟ ୯୦ ଦିନ ପର୍ଯ୍ୟନ୍ତ ରହିଛି। ଏଥିରେ ଦିନକୁ ୨ ଜିବି ଡାଟା ଓ ଦୈନିକ ସହେ ଏସଏମଏସ ଓ ଅସୀମିତ ଭଏସ କଲ୍ ସୁବିଧା ରହିଛି। ଏହି ପ୍ଲାନ ରେ ଆପଣଙ୍କୁ କୌଣସି OTT ଦିଆ ଯାଉ ନାହିଁ। 
(୪):-
ଏହି ତାଲିକାରେ ଏହା BSNL ର ସବୁଠାରୁ ମହଙ୍ଗା ଯୋଜନା ହେଉଛି ୫୯୯ ଟଙ୍କା ଏଥିରେ 5G ଡାଟା ସହ ଅସୀମିତ ଭଏସ କଲ୍ ସୁବିଧା ରହିଛି ୮୪ ଦିନର ବୈଧତା ସହିତ , ଏହି ପ୍ଲାନ୍ ରେ ଆପଣଙ୍କୁ zing ର ମାଗଣା ସସ୍କ୍ରିବସନ୍ ମଧ୍ୟ ଦିଆ ଯାଉଛି। ସେଥିପାଇଁ ରାତି ୧୨ ରୁ ୫ ଟା ପର୍ଯ୍ୟନ୍ତ ମାଗଣା ଅସୀମିତ ଡାଟା ଦିଆ ଯାଉଛି।