Movie prime

କଟପା ଙ୍କ ଝିଅ ଦେବେ ଏଥର Bollywood Actress ଙ୍କୁ ବି ଟକର୍ ଦେଖନ୍ତୁ ବାହୁବଳୀ କଟପା ଙ୍କ ଝିଅ କେତେ ସୁନ୍ଦର

 
dds

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଫିଲ୍ମ୍ ଦେଖିଥିବେ । ଆଉ ସେ ବଲିଉଡ ଫିଲ୍ମ୍ ହେଉ ବା ଓଲିଉଡ ଫିଲ୍ମ୍ ହେଉ ଲୋକମାନେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ଆଉ ଏହି ଫିଲ୍ମ୍ ସବୁ ବ୍ଲକ୍ ବ୍ଲାଷ୍ଟର ହୋଇଥାଏ । ଆଉ ସୋସିଆଲ ମିଡିଆରେ ମଧ୍ୟ ଏହି ଫିଲ୍ମ୍ ସବୁକୁ ନେଇ ଅନେକ ପ୍ରକାରର ନ୍ୟୁଜ ସାମ୍ନାକୁ ଆସିଥାଏ । ଆଉ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଅନେକ ପ୍ରକାରର ନ୍ୟୁଜ ମଧ୍ୟ ଆପଣମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଇବେ । 


ଆଉ ଏମିତି ଏକ ନ୍ୟୁଜ ଏବେ ସାମ୍ନାକୁ ଆସିଛି ବାହୁବଳୀ ଫିଲ୍ମରେ ଅଭିନୟ କରିଥିବା କଟପ୍ପାଙ୍କର ଝିଅକୁ ନେଇ ଆସିଛି ଏହି ନ୍ୟୁଜ୍ । ବ୍ଲକ୍ ବ୍ଲାଷ୍ଟର ଫିଲ୍ମ ବାହୁବଳୀରେ ଅଭିନୟ କରିଥିବା କଟପ୍ପା ଭୂମିକାରେ ଅଭିନୟ କରିଥିବା ସତ୍ୟରାଜ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛନ୍ତି । ତାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଆଉ ତାଙ୍କୁ ସାରା ଦୁନିଆରେ ଜାଣିଛନ୍ତି । 


ତାଙ୍କ ଅଭିନୟ ବହୁତ ସୁନ୍ଦର ହୋଇଥାଏ । ଆଉ ତାଙ୍କ ଝିଅକୁ ନେଇ ଆସିଛି ଏକ ଖବର । ତାଙ୍କ ଝିଅ ଅଭିନୟରେ ତାଙ୍କ ବାପାଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ନାଁ ଦିବ୍ୟାସୁଚାଲ । ସେ ଜଣେ ନ୍ୟୁଟ୍ରିସିଆମ୍ । ଆଉ ତାଙ୍କର ଗୋଟେ ଏନଜିଓ ଅଛି । 


ସେ ଏହି ଏନଜିଓ ମାଧ୍ୟମରେ ଶିଶୁ ଆଉ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିଲେ । ସେ ନିଜକୁ ଗ୍ଲାମର ଦୁନିଆରୁ ଅଲଗା ରଖିଛନ୍ତି । କିନ୍ତୁ ସେ କୌଣସି ଅଭିନେତ୍ରୀମାନଙ୍କ ଠାରୁ କମ୍ ନୁହେଁ । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫୋଲୋୱର୍ସ ଅଛନ୍ତି । ଆଉ ସେ ସ୍ବାସ୍ଥ୍ୟ ସହ ଜଡ଼ିତ କଥା କହିଥାନ୍ତି ।