Movie prime

କଳି ତ କଳି ୟେ ଭୟଙ୍କର କଳି ଶେଷରେ ରାତି ଅଧରେ ବିଦା ହେଲେ ଅର୍ଚ୍ଚନା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଟିଭିରେ ବା ମୋବାଇଲରେ ରିଆଲିଟି ଶୋ ସବୁ ଦେଖୁଥିବେ । ଅନେକ ପ୍ରକାରର ରିଆଲିଟି ଶୋ ଦେଉଛି । ଆଉ ଏମିତି କିଛି ଶୋ ଦିଏ ଯାହା କେବଳ କିଛି ମାସ ପାଇଁ ଚାଲୁଥାଏ । ଆଉ ଏହା କିଛି ନିର୍ଦ୍ଦିଷ୍ଟ ସମୟରେ ମଧ୍ୟ ଆରମ୍ଭ ହୁଏ । ଏହି ସବୁ ଭିତରୁ ବିଗ୍ ବୋଷ ଶୋ ଅନ୍ୟତମ । ଆପଣମାନେ ସମସ୍ତେ ତ ଏହି ଶୋ କୁ ଦେଖିଥିବେ । ଏହି ଶୋ ବହୁତ ପପୁଲାର ଅଟେ । 
ଏହି ଶୋ କୁ ଦର୍ଶକମାନେ ବହୁତ ଭଲ ପାଇଥାନ୍ତି । ଏହି ଶୋ ଲୋକପ୍ରିୟତା ହାସଲ କରିଛି । ଏହି ଶୋକୁ ଯେଉଁମାନେ ଆସିଥାନ୍ତି ସେମାନଙ୍କୁ ଗୋଟିଏ ଘରେ ରଖାଯାଇଥାଏ । ଆଉ ସେମାନେ ପରସ୍ପର ସହ ଝଗଡ଼ା ହୋଇଥାନ୍ତି । ଏହାପରେ ତାଙ୍କ ଭିତରୁ ଜଣେ ଭଲ ଖେଳାଳିଙ୍କୁ ଦର୍ଶକମାନେ ଭୋଟ ଦେଇ ଜିତାଇଥାଆନ୍ତି । ଆପଣମାନେ ସମସ୍ତେ ତ ଏବେ ବିଗ୍ ବୋଷ ୧୬ ଦେଖୁଥିବେ । ଏହି ଶୋରେ ଆସିଥିବା ଖେଳାଳିଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଛି । ଏବେ ସାମ୍ନାକୁ ଆସିଛି ଏକ ଘଟଣା ଏହି ବିଗ୍ ବୋଷକୁ ନେଇ ।
ଏହି ବିଗ୍ ବୋଷରେ ଚାଲିଛି ବିଗ୍ ଫାଇଟ । ଯାହା ଅର୍ଚ୍ଚନା ଏବଂ ଶିବଙ୍କ ମଧ୍ୟରେ ଚାଲିଛି । କ୍ୟାମେରା ଆଗରେ ଶିବଙ୍କ ଗଳା ଧରିଲେ ଅର୍ଚ୍ଚନା । ଏବେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି ଏହି ବିଗ୍ ବୋଷ ଶୋ । ଏହି ଶୋ ରେ ଝଗଡ଼ା ଲାଗିବା କୌଣସି ନୂଆ କଥା ନୁହେଁ । ପ୍ରକୃତି ମିଶ୍ରଙ୍କ ଜାଗାରେ ସାଉଥ୍ ହିରୋଇନ୍ ଅର୍ଚ୍ଚନା ଗୌତମ ଆସିଥିଲେ । ଆଉ ଏବେ ବିଗ୍ ବୋଷରେ ଏବେ ଝଗଡ଼ା ସୀମା ଟପିଛି । ଅର୍ଚ୍ଚନା ଏବଂ ଶିବ ଠାକରେଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା ।ଆଉ ଏବେ ତାଙ୍କ ଭିତରେ ଝଗଡ଼ା ଅଧିକ ହୋଇଥିଲା । 
ଏହାପରେ ଅର୍ଚ୍ଚନା ରାଗି ଯାଇ ଶିବଙ୍କ ଗଳା ଧରିଥିଲେ । ଆଉ ଏହାପରେ ଏହି ଶୋରେ ଥିବା ସମସ୍ତ ଖେଳାଳି ତାଙ୍କୁ ବିଗ୍ ବୋଷ ଘରୁ ବାହାର କରିବାକୁ ଦାବି କରିଥିଲେ । ରାତି ୩ ଟା ସମୟରେ ଏହି ଘଟଣା ଘଟିଥିଲା । ଏହାପରେ ଅର୍ଚ୍ଚନା କାନ୍ଦୁଥିବାର ନଜର ଆସିଛନ୍ତି । ଏବେ ଅର୍ଚ୍ଚନାଙ୍କୁ ଏହି ଶୋର ଟିମ୍ ମେମ୍ବର ଘରୁ ବାହାର କରି ଦେଇଛନ୍ତି । ଏବେ ଏହି ଗଳା ଚିପିବାର ଫଟୋ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଦେଖାଯାଉ ଏହି ଶୋର ୱିନର କିଏ ହେଉଛି ।