Movie prime

ବିଶ୍ବର ସବୁଠୁ ବଡ ସାପ ଆନାକୋଣ୍ଡା ଠୁ ବି ବଡ ଏହି ସାପ ଦେଖନ୍ତୁ କେତେ ଭୟଙ୍କର ଆଉ ବିଶାଳ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଦୁନିଆର ସବୁଠାରୁ ବଡ଼ ସାପ ହେଉଛି ଟାଇଟାନୋ ବୋଆ। ଏହା ଆକାରରେ ଆନାକୋଣ୍ଡା ଠାରୁ ମଧ୍ଯ ବଡ଼ ଅଟେ। ଏବେ ଯାହା ବଡ଼ ଖବର ଆସିଛି କି ପୁଣି ଥରେ ପୃଥିବୀକୁ ଫେରି ପାରେ ଏହି ସାପ। ଆପଣ ମାନେ ଜାଣିଥିବେ କି ଆଜି ପର୍ଯ୍ୟନ୍ତ ଆନାକୋଣ୍ଡା କୁ ହିଁ ବଡ଼ ସାପ ଭାବରେ ସ୍ବୀକାର କରାଯାଉଥିଲା।
ହେଲେ ଡାଇନେଶୋର ସମୟରେ ମିଳିଥିବା ଟାଇଟାନୋ ବୋଆ ର ସନ୍ଧାନ ଏବଂ ସେହି ସମୟରେ ଏହା ପୃଥିବୀର ସର୍ବ ବୃହତ ସାପ ଭାବରେ ପରିଗଣିତ କରାଯାଏ। ଏହି କାରଣରୁ ମଧ୍ୟ ସେମାନଙ୍କୁ ମୋନଷ୍ଟର ସ୍ନେକ୍ ବୋଲି କୁହାଯାଇ ଥାଏ। ବିଶ୍ଵାସ କରାଯାଏ ଯେ ଡାଇନେଶୋର ଯୁଗର ସମସ୍ତ ବୃହତ ପ୍ରାଣୀ ସେମାନେ ମେଟାଡାଇଟ୍ ପଡ଼ିବା କାରଣରୁ ସେମାନେ ଲୁପ୍ତ ହୋଇ ଯାଇଥିଲେ।
ହେଲେ ୨୦୧୮ ରେ ଆମେରିକାର ବୈଜ୍ଞାନିକ ମାନେ ଦାବୀ କରିଥିଲେ କି ଟାଇଟାନୋ ବୋଆ ସାପ ଜୀବିତ ଅଛି ବୋଲି ଆଜି ମଧ୍ୟ ଦାବି କରିଥିଲେ। ଏହା ଏତେ ବଡ଼ ଯେ ଏହା ଏକ କୁମ୍ଭୀର କୁ ମଧ୍ଯ ଗିଳି ପାରେ। ବାସ୍ତବରେ ଡାଇନେଶୋର ସହ ଟାଇଟାନୋ ବୋଆ ବିଲୁପ୍ତ ବୋଲି ଦାବି କରାଯାଉଥିଲା। ବିଶ୍ଵର ବୃହତ୍ତମ ବୈଜ୍ଞାନିକ ମାନେ ବିଶ୍ଵାସ କରନ୍ତି କି ଏମାନେ ବିଶ୍ଵ ର ବୃହତ୍ତମ ନଦୀ ଆମାଜନ ରେ ବସ ବାସ କରୁଛନ୍ତି।
ଏହି ସାପ ର ଲମ୍ବ ୫୦ ଫୁଟ୍ ଏବଂ ଚଉଡ଼ା ୪ ଫୁଟ ବୋଲି କୁହାଯାଇ ଥାଏ। ଏହି ସାପର ଓଜନ ମଧ୍ୟ ୧୫୦୦ କିଲୋଗ୍ରାମ ଥିଲା। ବୈଜ୍ଞାନିକ ମାନେ କହିଛନ୍ତି କି ଏହି ସାପ ପୃଥିବୀରୁ ବିଲୁପ୍ତ ହେବାର କାରଣ ହେଉଛି କି ଏହି ସାପ ଉଷ୍ମ ପରିବେଶ କୁ ପଦଣ୍ଡ କରୁଥିଲା। ହେଲେ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଜଳବାୟୁ ଥଣ୍ଡା ହେଉଥିଲା। ଏବେ ଗ୍ଲୋବାଲ ୱର୍ମୀଙ୍ଗ ଯୋଗୁଁ ପୃଥିବୀ ତାପମାତ୍ରା ଦୁଇଗୁଣିତ ହୋଇଛି ତେଣୁ ଏହି ସାପ ଫେରିବ ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.