Movie prime

ଦେଖନ୍ତୁ ସାମ୍ନାକୁ ଆସିଲା ବିଶ୍ଵର ସବୁଠାରୁ ଭୟଙ୍କର ବ୍ରିଜ ଚିତ୍ର ଦେଖନ୍ତୁ ଏହି ବ୍ରିଜ ଦେଖୁ ଦେଖୁ ଆପଣଙ୍କ ମୁଣ୍ଡ ବୁଲାଇବ

 
Special report
ବିଶ୍ବର ସବୁଠାରୁ ଭୟାନକ ବ୍ରିଜ ଦେଖିବାକୁ ମିଳିଛି।ତଳକୁ ଦେଖିଲେ ମୁଣ୍ଡ ଘୂରାଇ ଦେବ ତେବେ ଆପଣମାନେ ଅନେକ ବ୍ରିଜ ଦେଖିଥିବେ ସେହି ବ୍ରିଜ ଉପରେ ଆପଣମାନେ ଚାଲି ମଧ୍ୟ ଥିବେ କିନ୍ତୁ ବର୍ତ୍ତମାନ ଏପରି ଏକ ବ୍ରିଜ ଦେଖିବାକୁ ମିଳିଛି ଯାହା ଉପରେ ଚଢ଼ିବା
ତ ଦୂରର କଥା ଆପଣମାନେ ଦେଖିଲେ ଭୟଭୀତ ହୋଇ ପଡିବେ।ବ୍ରିଜ ଉପରେ ଛିଡ଼ା ହୋଇ ତଳକୁ ଦେଖିଲେ ଆପଣମାନେ ଭୟରେ ଥରି ଉଠିବେ।
ଭିଡିଓ ରେ ବ୍ରିଜ କୁ ଦେଖିଲେ ଲାଗୁଛି ତାହା ବହୁତ ଭୟଙ୍କର ଅଟେ।ଏପରି ଏକ ଭୟଙ୍କର ବ୍ରିଜ ତିଆରି କରିଛନ୍ତି ଚୀନ୍।ଏହି ବ୍ରିଜ ଟି ଏକ ପାହାଡ଼ ଉପରେ ତିଆରି ହୋଇଛି। ଏହାର ଉଚ୍ଚତା ଚାରି ହଜାର ୬୦୦ ଫୁଟ୍।ଅର୍ଥାତ୍ ଏକ ହଜାର ଚାରି ସହ ତିନି ମିଟର।
ସବୁଠାରୁ ବଡ଼ କଥା ହେଉଛି ଯେ ଏହି ବ୍ରିଜ ର ଚଟାଣ ଗୋଡି କି ମାଟିରେ ତିଆରି ହୋଇନାହିଁ।ଏହା କାଚରେ ତିଆରି ହୋଇଛି।ଯାହା ଉପରେ ଛିଡ଼ା ହେଲେ ଆପଣ ଙ୍କୁ ତଳର ଉଚ୍ଚତା ସ୍ପଷ୍ଟ ଦେଖାଯିବ।
ବ୍ରିଜ ଉପରେ ଚଢ଼ି ଯଦି ତଳକୁ ଦେଖିବେ ତାହେଲେ ହୃଦ ରୋଗୀ ମାନଙ୍କ ହୃଦଘାତ ହେବାର ସମ୍ଭାବନା ରହିଛି।କାରଣ ବ୍ରିଜ ଟି ବହୁତ ଉଚ୍ଚତାରେ ରହିଛି। ଏହି ଭୟଙ୍କର ବ୍ରିଜ ର ଲମ୍ବ ୩୨୮ ଫୁଟ୍ ଅର୍ଥାତ୍ ୧୦୦ ମିଟର ଆଉ ଚଉଡ଼ା ପାଞ୍ଚ ଫୁଟ୍ ଅର୍ଥାତ୍ ଏକ ମିଟର ରହିଛି।
ସାହସ ର ସହିତ ଏହି ବ୍ରିଜ ଉପରେ ଚଢ଼ି ପାରୁଥିବା ଲୋକଙ୍କ ପାଇଁ ଏହା ବହୁତ ମନୋରଞ୍ଜନ ହୋଇଥାଏ।ଭୂପୃଷ୍ଠ ଠାରୁ ଅନେକ ଉଚ୍ଚକୁ ଯାଇ ସେମାନେ ଏହି ପ୍ରାକୃତିକ ପରିବେଶ କୁ ଉପଭୋଗ କରିଥାନ୍ତି।
ଆଉ ତା ସହିତ ମଜା ମସ୍ତି ମଧ୍ୟ କରିଥାନ୍ତି। ତେବେ ବିଶ୍ଵ ରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଭୟାନକ ବ୍ରିଜ ରହିଥାଏ।ଯାହା ଉପରେ ଚଢ଼ିବା ପାଇଁ ଅନେକ ଲୋକ ମାନେ ବହୁତ ଭୟ କରିଥାନ୍ତି।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯିଏ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।