Movie prime

ମାଟି ବାଉଁଶ ସାହାର୍ଯ୍ୟରେ ବ୍ୟକ୍ତି ତିଆରି କରିଦେଲେ ୩ ମହଲା ଘର ମାଟି ରେ ଏତେ ସୁନ୍ଦର ଘର ଆପଣ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ

 
Rtff
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଘର ତିଆରି କରିବା ର ସାମଗ୍ରୀ ବିଷୟରେ ଜାଣିଥିବେ ବାଲି, ସିମେଣ୍ଟ, ଗୋଡ଼ି, ରଡ ଏହି ସବୁ ସାମଗ୍ରୀ କୁ ବ୍ଯବହାର କରି ଅନେକ ବଡ଼ ବଡ ଅଟ୍ଟାଳିକା ଭଳୀ ଘର ତିଆରି ହେଇଥାଏ। ଯାହାକୁ ଦେଖିବାକୁ ମଧ୍ୟ ଆଖିକୁ ବେଶ୍ ସୁନ୍ଦର୍ ଲାଗିଥାଏ। ଏବଂ ଏହି ଘର ବେଶ ମଜଭୁତ ମଧ୍ୟ ହେଇଥାଏ। ଏବଂ ସୁନ୍ଦର୍ ମଧ୍ୟ ଲାଗିଥାଏ।
ତେବେ ବନ୍ଧୁଗଣ ଆପଣ ମାନେ କେବେ ମାଟିରେ ତିଆରି ହୋଇଥିବା ଘର ଦେଖିଛନ୍ତି କି? ଯଦି ଦେଖିଥିବେ ତ ତେବେ ତାହା ନିଶ୍ଚିତ ଏକ କୁଡିଆ ଭଳି ହୋଇଥିବ। ଏତେ ବଡ ମଧ୍ୟ ହୋଇନଥିବା। ଆମେ ଆପଣଙ୍କୁ ଏଭଳି ଏକ ଘର ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ଆପଣଙ୍କ ଆଖି କୁ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଆପଣ ଶୁଣିଲେ ଆଶ୍ଚର୍ୟ୍ଯ ହେବେ ଘରଟି ତିଆରି ହୋଇଛି ମାଟି ଦ୍ବାରା।
ଆଜ୍ଞା ହଁ ମାଟି ଦ୍ବାରା ଏହି ଯୁବକ ଦୁଇଜଣ ଏଭଳି ପ୍ରାସାଦ ତିଆରି କରିଛନ୍ତି। ପ୍ରଥମେ ସେମାନେ ବାଉଁଶ ଏବଂ ସରୁ କାଠ ଦ୍ବାରା ଘରର ମୂଳ ଦୁଆ ବା ଘର ଟିର ଛାଞ୍ଚ ତିଆରି କରିଦେଲେ। ଏହାପରେ କାଦୁଅ ରେ ନଡ଼ା ମିଶାଇ ତାକୁ ଚକଟି ଆଣି ପୂର୍ବ ପ୍ରସ୍ତୁତ ଏହି ଘର ର ଛାଞ୍ଚ ରେ ନେଶିବାକୁ ଲାଗିଲେ। ଏବଂ ଏହା କାନ୍ଥ ଗୁଡ଼ିକୁ ସବୁ ସମାନ ମଧ୍ଯ କରିଲେ।
ଏହାପରେ ଏହିପରି ଭାବରେ ଘରର ସମ୍ପୂର୍ଣ ଭାଗରେ କାଦୁଅ ଲେଶି ସମାନ କରିଲେ। ତାପରେ ଘରର କବାଟ ଓ ଝରକା ପାଇଁ ବିଭିନ୍ନ କାଠ ଓ ବାଉଁଶ କାଟି ଝରକା ଓ କବାଟ ତିଆରି କରିଥଲେ। ଏହା ପରେ ସେସବୁକୁ ଘରେ ଲଗାଇ ଦେଇଥିଲେ। ସେହି ତିନିତାଲା ବିଶିଷ୍ଟ ଘରଟି କୌଣସି ଗୁଣରେ କମ୍ ଲାଗୁନଥାଏ। କେହି ମଧ୍ୟ କହିବେନି ଯେ ତାହା ମାଟିରେ ତିଆରି ହୋଇଛି ବୋଲି। ସତରେ ସେ ଯୁବକ ଦୁଇଜଣଙ୍କ ଆଇଡିଆ କୁ ମାନିବାକୁ ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.