Movie prime

ଚିତା ବଂଶ ଲୋପ ପାଇଁ ରାଜା ଦାୟୀ ! ଦେଖନ୍ତୁ ଏହି Special Report

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସାହାଯ୍ୟରେ ଅନେକ ଖବର ବିଷୟରେ ଜାଣି ପାରୁଛନ୍ତି । ଆଉ ଏମିତି ଅନେକ ଘଟଣା ଏବେ ଆପଣଙ୍କୁ ଏହି ସୋସିଆଲ ମିଡ଼ିଆ ହିଁ ଦେଉଛି । ଆଉ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ ଆପଣ ଏମିତି କିଛି ଘଟଣା ଏବେ ଜାଣିପାରିବେ ।
ଆପଣମାନେ ସମସ୍ତେ ବାଘ ବିଷୟରେ ତ ଜାଣିଥିବେ । ଆଉ ଆପଣ ଅନେକ ପ୍ରଜାତିର ବାଘ ମୋବାଇଲ୍ ବା କୌଣସି ଜୁ ମାଧ୍ୟମରେ ଦେଖିଥିବେ । ଆଉ ଆପଣମାନେ ସମସ୍ତେ ଚିତା ବାଘ କଥା ଶୁଣିଥିବେ । ଆଉ କୌଣସି ସାହାଯ୍ୟରେ ଦେଖିଥିବେ ମଧ୍ୟ । ଆଉ ଆଜିକାଲି ଆମ ଦେଶରେ ଆଉ ଚିତା ବାଘ ନାହାଁନ୍ତି ଲୋପ ପାଇଗଲଣି । ଆଉ ଥାଏ କାରଣ ହେଉଛନ୍ତି ରାଜା ମହାରାଜାମାନେ ।
୭୦ ବର୍ଷ ତଳେ ରାଜାମାନଙ୍କର ସୌକ ଥିଲା ଚିତା ବାଘ ପାଳିବା । ଆଉ ଏମିତି ଅନେକ ଚିତା ରାଜାଙ୍କ ଗୁଳିର ଶିକାର ହୋଇଛନ୍ତି । ଏବେ ୮ଟି ଚିତା ବାଘ ନାମିବ୍ୟାରୁ ଭାରତକୁ ଅଣାଯାଇଛି । ଆଉ ଏବେ ଚିତାଙ୍କ ନୂଆ ଘର ହେଉଛି ମଧ୍ୟପ୍ରଦେଶର ଭୋପାଲର ଏକ ଅଭୟାରଣ୍ୟ । ଆଉ ଏହିଠାରୁ ଆରମ୍ଭ ହେବ ଚିତାଙ୍କ ନୂଆ ଅଧ୍ୟାୟ । ଆଉ ୭୦ ବର୍ଷ ତଳେ ଭାରତର ତିନି ଶେଷ ଚିତା ଗୁଳିରେ ଲୋପ ପାଇଥିଲେ ।
ଆଉ ଦେଶ ସ୍ଵାଧୀନ ହେବା ପରେ ରାଜାଙ୍କ ହାତରୁ ସମ୍ପୂର୍ଣ୍ଣ କ୍ଷମତା ଯାଇନଥିଲା । ଆଉ ସେତେବେଳକୁ ଭାରତରେ ଥିବା ତିନି ଚିତାବାଘଙ୍କୁ ଗୁଳି କରିଥିବା ରାଜାଙ୍କ ନାମ ହେଲା ରାମାନୁଜ ପ୍ରତାପ ସିଂ ଦେଓ । ଆଉ ମଧ୍ୟପ୍ରଦେଶରେ ହିଁ ଚିତାଙ୍କ ଲୋପ ହୋଇଥିଲା । ଶେଷ ତିନି ଚିତାଙ୍କ ମୃ-ତ୍ୟୁ ସହ ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତୀୟ ଚିତାର ଅନ୍ତ ପାଇଁ ଏହି ରାଜ ପରିବାର ଦାୟୀ ।କିନ୍ତୁ ଏହି ରାଜ ପରିବାର ଏହି କଥାକୁ ବିଶ୍ୱାସ କରୁ ନାହାନ୍ତି । 
ଆଉ ସେମାନେ କହୁଛନ୍ତି କି ଚିତା ଲୋକମାନଙ୍କୁ ଏବଂ ଗୃହପାଳିତ ପଶୁଙ୍କୁ ଆଘାତ ଦେଉଛନ୍ତି ଆଉ ସେଥିପାଇଁ ସେ ତାଙ୍କୁ ମାରିଥିଲେ । ଆଉ ସେ ଜଣେ ବିଦେଶୀ ଫେରନ୍ତା ରାଜା ଥିଲେ । ଆଉ ଏହି ରାଜା ବହୁତ ଆଧୁନିକ ଥିଲେ । ରାଜା ବନ୍ଧୁକ ଧରି ଚିତାଙ୍କ ମୃ-ତଦେହ ପାଖରେ ଫଟୋ ଉଠାଇଥିଲେ । ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।