Movie prime

ଏବେ ସରିବ ମହଙ୍ଗା ଜମାନା ଶସ୍ତା ହେବ ଖାଇବା ତେଲ ଦେଖନ୍ତୁ କେତେ କମିବ ତେଲ ଦର ପ୍ରତି ଲିଟର ପିଛା

 
yry

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆପଣ ମାନଙ୍କ ପାଇଁ ଆସିବାକୁ ଯାଉଛି ଏକ ବଡ଼ ଖୁସି ଖବର। ସାଧାରଣତଃ ଖାଇବା ତେଲ ହେଉଛି ଆମ ନିତ୍ୟ ବ୍ୟବହାର୍ଯ୍ୟ ଯୋଗ୍ୟ କରଣ ଆମେ ତେଲ ଦ୍ବାରା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ସବୁ ପ୍ରସ୍ତୁତ କରିଥାଉ। ଯଦି ଖାଇବା ତେଲର ଦାମ୍ ବଢ଼ି ଯାଏ ତେବେ ଆମେ ଚିନ୍ତିତ ହେଇ ପଡୁ। କାରଣ ଜଣେ ଖାଉଟି ଉପରକୁ ଚିନ୍ତା ଚାଲି ଆସେ।

ହେଲେ ଏବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ସପ୍ତାହକ ମଧ୍ୟରେ ତେଲ ଦର କମାଇବା ପାଇଁ। ଗୋଟିଏ ପ୍ରକାର ତେଲ କୁ ସମାନ ମୂଲ୍ୟରେ ସାରା ଦେଶରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ହୋଇଛି। ବଢୁଥିବା ତେଲ ଦର ଉପରେ ୧୦ ଟଙ୍କା ହ୍ରାସ ଖାଉଟି ଙ୍କୁ ବେଶ ସାହାୟକ ହେବ ବୋଲି କହିଛନ୍ତି ସରକାର।

ଦେଶ ର ବିଭିନ୍ନ ସ୍ଥାନରେ ସମାନ ମୂଲ୍ୟରେ ତେଲ ବିକ୍ରି କରିବାକୁ କମ୍ପାନୀ କୁ ନିର୍ଦ୍ଦେଶ ଦିଆ ଯାଇଛି। ଆନ୍ତର୍ଜାତିକ ବଜାର ରେ ତେଲ ର ଦର ହ୍ରାସ ଘଟିଛି ତେଣୁ ଭାରତରେ ତେଲର ଦର ଲିଟର ପିଛା ଦଶ ରୁ ପନ୍ଦର ଟଙ୍କା ହ୍ରାସ ହେବ ବୋଲି କୁହାଯାଇ ଅଛି। ସୂଚନା ମୁତାବକ ଋଷ ଓ ୟୁକ୍ରେନ ର ଯୁଦ୍ଧ ଯୋଗୁ ତେଲ ଦର ବୃଦ୍ଧି ଘଟିଥିଲା।

କରଣ ଆମ ଦାନି ଓ ରପ୍ତାନି ହୋଇ ପାରୁ ନଥିଲା। ଏହା ଓଡ଼ିଶାରେ ମଧ୍ଯ ତାହାର ପ୍ରଭାବ ବିପୁଳ ଭାବରେ ପଡିଥିଲା ଏହି ତେଲ ରେଟ ବଢ଼ିବା ପାଇଁ ମଧ୍ୟ ଅନେକ ଖାଉଟି ହଇରାଣ ହେଉଥିଲେ। ଏବଂ ଏବେ ଏହି ଚିନ୍ତା ରୁ ଟିକେ ତ୍ରାହି ମିଳିଛି କାରଣ ତେଲ ଦର ଏବେ ହ୍ରାସ ଘଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.