Movie prime

Cromo ବ୍ରାଉଜର ବ୍ୟବହାର କରୁଥିଲେ ସାବଧାନ ଦେଖନ୍ତୁ କଣ ଜଣା ପଡିଲା ବଡ କାରଣ

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଭିଖି ପାରୁଥିବେ ।
ଆଉ କୌଣସି ଜିନିଷ ଯଦି ଆପଣ ସର୍ଚ୍ଚ କରିବାକୁ ଚାହୁଁଥିବେ ତାହେଲେ ଆପଣଙ୍କୁ ତ ଗୁଗଲ ବା କ୍ରୋମ ବ୍ରାଉଜର ଦରକାର ପଡ଼ିଥାଏ । ଆଉ ଏହା ଦ୍ଵାରା ଆପଣମାନେ ଅନେକ ଜିନିଷ ସର୍ଚ୍ଚ କରି ଜାଣି ପାରୁଛନ୍ତି 
ଆପଣ ଯଦି ଗୁଗୁଲ କ୍ରୋମ ବ୍ରାଉଜର ବ୍ୟବହାର କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଆଉ ଏହାକୁ ନେଇ ଏବେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି ।
ଆଉ ଏହି ଖବର ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଏହି କ୍ରୋମ ବ୍ରାଉଜରକୁ ନେଇ ସରକାରୀ ଏଜେନ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଉ ଏହି ଚେତାବନୀ ବିଷୟରେ ସମସ୍ତେ ଜାଣିବା ଉଚିତ୍ ।
ଏହି କ୍ରୋମ ବ୍ରାଉଜର ଦ୍ଵାରା କମ୍ପ୍ୟୁଟରକୁ ହ୍ୟାକ କରୁଛନ୍ତି ହ୍ୟାକରମାନେ । ଏବେ ବହୁତ ଲୋକପ୍ରିୟ ବ୍ରାଉଜର ଭାବରେ ପରିଚିତ ହେଉଛି ଗୁଗଲ କ୍ରୋମ । ଆଉ ଏହାକୁ ଅନେକ ଲୋକ ବ୍ୟବହାର କରିଛନ୍ତି ।
ଆଉ ଏବେ ଏହାକୁ ନେଇ ଏବେ ସାବଧାନତା ଅବଲମ୍ବନ କରନ୍ତୁ । ଆଉ ଏହା ଡେସ୍କଟପ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଦରକାରୀ ଅଟେ । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ ପକ୍ଷରୁ ଏହା ଚେତାବନୀ ଦିଆଯାଇଛି ।
ସେ କହିଛନ୍ତି, ଗୁଗୁଲ୍ କ୍ରୋମ ବ୍ରାଉଜରକୁ ନେଇ କିଛି ଅସୁବିଧା ଦେଖା ଦେଇଛି ଆଉ ଏହାଦ୍ବାରା ହ୍ୟାକରମାନେ ଆପଣଙ୍କର ଅନେକ ଜିନିଷକୁ ହ୍ୟାକ କରିପାରିବେ ।
ଆଉ ଏହି ହ୍ୟାକରମାନେ ଏକ ଅପଡେଟ ପଠାଉଛନ୍ତି ଆଉ ଆପଣଙ୍କ ଫୋନ ବିଷୟରେ ସବୁକିଛି ଜାଣି ଆପଣଙ୍କର ଅନେକ ଜିନିଷ ହ୍ୟାକ କରିପାରିବେ । ଆଉ ସିଷ୍ଟମକୁ ହ୍ୟାକ୍ କରିପାରିବେ । ଆଉ ଏଥିରୁ ବଞ୍ଚିବା ପାଇଁ ଅପଡେଟ କରି ନୂଆ କ୍ରୋମ ବ୍ରାଉଜରକୁ ପାଖରେ ରଖନ୍ତୁ ଆଉ ହ୍ୟାକରୁ ବଞ୍ଚନ୍ତୁ ।