Movie prime
ବଡ ଅଘଟଣ ରୁ ବଞ୍ଚିଲେ ଯାତ୍ରୀ ଦେଖନ୍ତୁ କେମିତି ଏହି ଭୟଙ୍କର ଘଟଣା ହେଲା
 
Special Report
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ସମସ୍ତ ଲୋକମାନେ ରାସ୍ତାରେ ଯିବା ଆସିବା କରିଥାନ୍ତି।କିନ୍ତୁ ଏଭଳି ରାସ୍ତା ରହିଛି ଯେଉଁମାନେ ବହୁତ ଭୟ କରିଥାନ୍ତି ସେମାନେ ଯିବା ଆସିବା କରି ପାରିବେ ନାହିଁ।କୌଣସି ଡ୍ରାଇଭର ମାନେ ହୁଅନ୍ତୁ କୁ ଯେଉଁ ବ୍ୟକ୍ତି ମାନେ ଗାଡ଼ି ଭଲ ଚଳାଉଥିଲେ ମଧ୍ୟ ସେହି ରାସ୍ତାରେ ଗାଡ଼ି ଚଳାଇଲେ ବହୁତ ଭୟଭୀତ ହୋଇ ଯାଇଥାନ୍ତି।
ସେହି ରାସ୍ତାରେ ଯାଉଥିବା ସମୟରେ ଯଦି କିଛି ଭୁଲ ହୋଇଯିବ ତାହେଲେ ସେଇଟା ଆପଣମାନଙ୍କ ପାଇଁ ଶେଷ ଭୁଲ ହିଁ ହେବ।
୧ - ଡି ୯୧୫ ହାଇୱେ - ଏହି ରାସ୍ତାଟି ୧୦୬ କୋଳିମିଟର ଲମ୍ବ ଅଟେ।କିଛି ଦିନ ପୂର୍ବେ ଏହି ରାସ୍ତାକୁ ସବୁଠାରୁ ଭୟଙ୍କର ରାସ୍ତା ବୋଲି ଲିଷ୍ଟ ରେ ସାମିଲ୍ କରାଯାଇଛି।ଏହି ରାସ୍ତା ବିଷୟରେ ଲୋକମାନେ କହିଥାନ୍ତି ଯେ ଯେଉଁମାନେ ଗାଡ଼ି ଡ୍ରାଇଭ୍ କରୁଥିବା ସମୟରେ ଅନ୍ୟମନସ୍କ ହୋଇଯିବେ ସେମାନଙ୍କର ମୃ-ତ୍ୟୁ ହୋଇଯାଇଥାଏ।
୨- ନର୍ଥ ୟଙ୍ଗୁଷ୍ ରୋଡ ବଲିଭିଆ - ଏହି ସ୍ଥାନରେ ସବୁବେଳେ ବର୍ଷା ହୋଇଥାଏ।ଯେଉଁ କାରଣରୁ ଗାଡ଼ି ଡ୍ରାଇଭ୍ କରୁଥିବା ସମୟରେ ଗାଡ଼ି ଖସି ମଧ୍ୟ ଯାଇପାରେ।ଏବଂ ରାସ୍ତା ଉପରକୁ ପଥର ମଧ୍ୟ ଖସି ଆସିଥାଏ।ଯେଉଁମାନେ ସେହି ରାସ୍ତା ରେ ଯାଇଥାନ୍ତି ବହୁତ ଭୟ କରିଥାନ୍ତି।ଏହି ରାସ୍ତାର ଚଉଡ଼ା ବହୁତ କମ୍ ଅଟେ।ପ୍ରତିବର୍ଷ ୩୦୦ ଲୋକ ମରିଥାନ୍ତି ବୋଲି ଜଣା ପଡୁଥାଏ।ସରକାର ଏହି ରାସ୍ତାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରିଥିଲେ।କିନ୍ତୁ ଲୋକମାନେ ବାହାରକୁ ଯିବା ପାଇଁ ସେହି ଗୋଟିଏ ରାସ୍ତା ହିଁ ରହିଥିଲେ। ସେଥିପାଇଁ ଆଉ ଥରେ ଏହି ରାସ୍ତାକୁ ଖୋଲା ଯାଇଥିଲା।