Movie prime

ବିଶ୍ଵର ସବୁଠୁ ଦାମୀ ବିଲେଇ ୮୦୦ କୋଟି ଟଙ୍କାର ମାଲିକ ଦେଖନ୍ତୁ କେମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ଵର ସବୁଠାରୁ ଧନୀ ବିଲେଇ ହେଉଛି ଅଲିଭିଆ।୮୦୦ କୋଟିର ମାଲିକିଆଣି ହେଉଛି ଏହି ବିଲେଇ। ଇନ୍ଷ୍ଟାଗ୍ରାମରେ ମଧ୍ଯ ବେଶ ସଫଳତା ପାଇଛି ଅଲିଭିଆ।
ଆପଣ ମାନେ ଜାଣିଥିବେ କି ଏହି ଦୁନିଆ ହେଉଛି ବହୁତ୍ ଅଜବ। ଏହି ଅଜବ ଦୁନିଆରେ ଅନେକ ଗଜବ ଖବର ମଧ୍ୟ ଶୁଣିବାକୁ ମିଳି ଥାଏ।
ଏବେ ସୋସିଆଲ ମିଡ଼ିଆରେ ଏଭଳି ଖବର ସବୁ ଜାଣିବାକୁ ମିଳୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଵ।
ଆପଣ ମାନେ ଟେଲର ସ୍ଵୀଟଙ୍କ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।ଟେଲର ସ୍ଵୀଟ ଦୁନିଆର ସବୁଠାରୁ ପପ୍ ତାରକା ମାନଙ୍କ ମଧ୍ୟରୁ ଜଣେ ଏହି ସିଙ୍ଗର ଜଣକ ଆମେରିକା ଇଣ୍ଡଷ୍ଟ୍ରି ରେ ଟପ୍ ରେ ରହିଛନ୍ତି।
ତାଙ୍କର ମଧ୍ଯ ବିଲେଇ ଅଛି ଯାହାର ନାମ ଆଲିଭିଆ ବେଂସର୍ ଏବଂ ସେ ମଧ୍ୟ ଏବେ ଏକ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ବିଲେଇ ବିଷୟରେ ଜାଣିଲେ ଆପଣ ମାନେ ମଧ୍ୟ ତାଯୁବ ହୋଇ ଯିବେ।
ଆପଣ ମାନେ ଜାଣିଥିବେ କି ଟେଲର ସ୍ଵୀଟଙ୍କ ବିଲେଇ ମାନଙ୍କ ପ୍ରତି କେତେ ଭଲ ପାଇବା ରହିଛି। ଏଥିରେ ତିଳେ ମଧ୍ଯ ସନ୍ଦେହ ନାହିଁ କି ତାଙ୍କର ପାଳିତ ପଶୁ ପୃଥିବୀର ସବୁଠାରୁ ଧନୀ ପଶୁ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ।
ଏବଂ ଏବେ ଯାହାର ମୂଲ୍ୟ ହେଉଛି ୮୦୦ କୋଟି ଟଙ୍କା। ସେହି ହିସାବରେ ଆଲିଭିଆ ଏବେ ଦୁନିଆର ସବୁ ଠାରୁ ଧନୀ ଗୃହପାଳୀତ ପଶୁ ମାନଙ୍କ ମଧ୍ୟରୁ ହେଉଛି ଜଣେ।
ଏବେ ସେ ଧନୀରେ ତୃତୀୟ ସ୍ଥାନରେ ରହିଛି।୨୦୧୪ ରୁ ଟେଲର ସ୍ଵୀଟ ଆଲିଭିଆ ଙ୍କୁ ପାଳିଛନ୍ତି।ଆଲିଭିଆ ବ୍ୟତୀତ ତାଙ୍କର ଅନ୍ୟ ଗୃହପାଳିତ ପଶୁ ମାନେ ମଧ୍ୟ ଅଛନ୍ତି।
ମୋଟ ୯୭ ମିଲିୟନ ଡଲାର ସମ୍ପତ୍ତି ସହିତ ଆଲିଭିଆ ଇନ୍ଷ୍ଟାଗ୍ରାମ ରେ ବେଶ ସଫଳତା ମଧ୍ୟ ପାଇଛି। ଏହି ବିଲେଇ ନିଜ ମାଲିକ ଟେଲର ସ୍ଵୀଟ ଙ୍କ ସହ ଅନେକ ମ୍ୟୁଜୀକ ଭିଡିଓ ରେ ରୋଲ ମଧ୍ଯ କରିଛି। ଏବଂ ଅନେକ ସଫଳତା ମଧ୍ଯ ଅର୍ଜନ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.