Movie prime

ଦୁନିଆର ସବୁଠୁ ବଡ଼ ଅଣ୍ଡା ଏହାର ଆକାର ଦେଖିଲେ ଆପଣଙ୍କ ହୋସ ଉଡିଯିବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରକାରର ଖବର ପାଇପାରିବେ ।
ଏହି ସୋସିଆଲ ମିଡ଼ିଆ ଅଛି ବୋଲି ଲୋକମାନେ ଅନେକ ଲାଭ ପାଇ ପାରୁଛନ୍ତି । ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏକ ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଅନେକ ଖବର ଆପଣ ସୋସିଆଲ ମିଡିଆରେ ପାଇପାରିବେ ।
ଏହି ଖବର ବିଷୟରେ ଏହି ଭିଡିଓ ଦ୍ଵାରା ଆପଣମାନେ ଜାଣିପାରିବେ । ଏହି ଭିଡିଓରେ ଏଭଳି କିଛି କଥା କୁହାଯାଇଛି ଯାହା ଲୋକମାନେ ଜାଣିବା ଉଚିତ୍ ।
ଆପଣମାନେ ସମସ୍ତେ ବିଭିନ୍ନ ରଙ୍ଗର ଆଉ ବିଭିନ୍ନ ସାଇଜର କୁକୁଡ଼ା ଅଣ୍ଡା ତ ଦେଖିଥିବେ । କିନ୍ତୁ ଆଜି ଏକ ଅଲଗା ଅଣ୍ଡା ବିଷୟରେ ଜାଣିବାକୁ ପାଇବା ।
କୁଏମ୍ବାଟୁରର ଏକ ଫାର୍ମରେ କୁକୁଡ଼ା ଦେଉଛି ସବୁଠୁ ବଡ ଅଣ୍ଡା । ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହାର ମାଲିକାଣୀ ଏବେ ଏହି ଅଣ୍ଡାକୁ ୱାଲ୍ଡ ରେକର୍ଡ ପାଇଁ ଆବେଦନ କରିଛନ୍ତି ।
ତାମିଲନାଡୁ କୋଇମ୍ବଟୁରର ବାସିନ୍ଦା ସମିଲା ଏକ ଉଚ୍ଚ ଶିକ୍ଷିତ ମହିଳା । ସେ ଚାକିରୀ ନ ପାଇବା କାରଣରୁ ପରିବାର ଚଳାଇବା ପାଇଁ ଚାରି ରୁ ପାଞ୍ଚୋଟି କୁକୁଡ଼ା ଆଣି ଘରେ ପାଳିଲେ ।
ସେ ତାଙ୍କର ଅନିଚ୍ଛା ସତ୍ତ୍ୱେ କୁକୁଡ଼ା ପାଳିଲେ । ତାଙ୍କ ସହ କୁକୁଡ଼ାର ଭଲ ସମ୍ପର୍କ ରହିଲା ଆଉ ସେ ଅଧିକରୁ ଅଧିକ କୁକୁଡ଼ା ରଖିବାକୁ ଲାଗିଲେ । ସେ କୁକୁଡ଼ାକୁ ବିକ୍ରି ନକରି ଅଣ୍ଡା ବିକ୍ରି କରିବାକୁ ଭାବିଲେ । ସବୁଦିନ ଭଳି ନୂଆବର୍ଷ ଦିନ ଅଣ୍ଡା ସଂଗ୍ରହ କରି ଗଲା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମିଲା । ସାମାନ୍ୟ ଅଣ୍ଡା ଠାରୁ ତାଙ୍କୁ ସେଦିନ ଏକ ବଡ ଅଣ୍ଡା ମିଳିଥିଲା । 
ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାକୁ ଆଣି ସେ ଯତ୍ନରେ ରଖିଥିଲେ । ଆଉ ଗୁଗଲରେ ବଡ ଅଣ୍ଡା ସର୍ଚ୍ଚ କରିଥିଲେ । କିନ୍ତୁ ସମିଲାଙ୍କ କୁକୁଡ଼ା ଦେଇଥିବା ଅଣ୍ଡା ତ ଠାରୁ ବଡ ବୋଲି ସେ ଜାଣିପାରିଲେ ।
ଏହି ଅଣ୍ଡାର ଓଜନ ୯୦ ଗ୍ରାମ । ଏହାର ଉଚ୍ଚତା ୮.୧ ଇଞ୍ଚ ଆଉ ଗୋଲେଇ ୬ ଇଞ୍ଚ । ଏବେ ଏହା ସବୁଠାରୁ ବଡ କୁକୁଡ଼ା ଅଣ୍ଡା ଅଟେ ।
ଆଉ ଏହାକୁ ୱାଲ୍ଡ ରେକର୍ଡ କରିବାକୁ ସେ ଆବେଦନ କରିଛନ୍ତି । ସେ ଏହା ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି କହିଛନ୍ତି ।ସେ ଏହାକୁ ଏକ ସଂଗ୍ରହାଳୟରେ ରଖିବାକୁ ଆଶା କରିଛନ୍ତି ।