୨୦୨୨ ରେ ସବୁଠୁ ମହଙ୍ଗା ଗାଡ଼ିର କଲେକ୍ସନ ଦେଖନ୍ତୁ ଭାରତର ସବୁଠୁ ଦାମୀ କାର ଗୁଡ଼ିକ
Thu, 5 Jan 2023

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହାଇଦ୍ରାବାଦ ର ଏକ ନାମୀ ଦାମୀ ବିଜିନେଶ ମ୍ୟାନ କିଣିଛନ୍ତି ଭାରତର ଏକ ସବୁ ଠାରୁ ଦାମୀ କାର। କାର ର ଦାମ ଶୁଣିଲେ ଆପଣ ମାନଙ୍କର ମଧ୍ଯ ହୋସ ଉଡ଼ିଯିବ।
ନିଜ ପସନ୍ଦ ରେ କାର କିଣିବା ସମସ୍ତଙ୍କର ପସନ୍ଦ ଅଟେ। ଲୋକ ମାନେ ଚାହାଁନ୍ତି କି ସେମାନେ ନିଜ ଟଙ୍କା ରେ କାର୍ କିଣିବେ। ଏବେ ମଧ୍ୟ ନିଜ ପଇସାରେ କାର କିଣିବାର ଇଚ୍ଛା କେତେକ ଙ୍କର ପୂରା ହୋଇ ନାହିଁ।
କିଛି ଲୋକ ମାନେ ମଧ୍ୟ ଏଭଳି ଅଛନ୍ତି ଯେଉଁମାନେ କି ଏଭଳି କାର କିଣି ଥାଆନ୍ତି ଯାହାକି ଖବର ପାଲଟି ଯାଇଥାଏ। ହାଇଦ୍ରାବାଦ ର ଜଣେ ବ୍ୟବସାୟୀ ଏଭଳି ଏକ କାର କିଣି ଛନ୍ତି ଯାହାକି ଦେଶର ସବୁଠାରୁ ଦାମୀ କାର ଅଟେ।
କହିବାକୁ ଗଲେ ବ୍ୟବସାୟୀ ଜଣକ ଙ୍କ ନାମ ହେଉଛି ନାସିର। ନାସିର ଖାନ ମହଙ୍ଗା କାର କିଣିବାକୁ ବେଶ ପଶନ୍ଦ ମଧ୍ଯ କରିଥାଆନ୍ତି। ତାଙ୍କ ନିକଟରେ ଭାରତର ସବୁଠାରୁ ଦାମୀ କାର,
ମ୍ୟାକଲରେନ୍ ୭୬୫LT ସ୍ପାଇଡର କୁ ସାମିଲ୍ କରିଛନ୍ତି। ଏହା ଏକ ପରିବର୍ତ୍ତନଶିଳ କାର ଅଟେ। ଯାହାକି 4.0 ଲିଟର ଟ୍ୱିନ ଟନ ଟର୍ବୋ ଚାର୍ଜ V8 ପେଟ୍ରୋଲ ଇଞ୍ଜିନ ପାଇଥାଏ।
ଯାହାକି ୭୬୫ ps ର ଶକ୍ତି ଉତ୍ପାଦନ କରିଥାଏ। ସୂଚନା ଅନୁଯାୟୀ ଏହା ଭାରତର ସବୁଠାରୁ ମହଙ୍ଗା ସୁପର୍ କାର। ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହୋଇଥାଏ। ଖାନ ହେଉଛନ୍ତି ପ୍ରଥମ ଲୋକ ଜିଏକି ଏତେ ଦାମୀ କାର କୁ କିଣି ଛନ୍ତି।