Movie prime

ଦ୍ଵାରକା ଭଳି ଭାରତ ମଧ୍ୟ ସମୁଦ୍ର ରେ ବିଲୀନ ହୋଇଯିବ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦ୍ବାରିକା ଯେମିତି ସମୁଦ୍ରରେ ବିଲିନ ହେଇଗଲା ଭାରତ ବି ମାଟି ତଳେ ଦବିଯିବ। ଗୋଟି ଗୋଟି କରି ଭାରତର ସବୁ ଅଞ୍ଚଳ ମାଟିତଳେ ସମାଧି ପାଇଯିବ। ରହିବନି ଭାରତରେ ଚିହ୍ନ ବର୍ଣ୍ଣ ଇତିହାସରେ କେବଳ ଦେଖାଯିବ ଭାରତ।
ପୃଥିବୀର ସର୍ବପୁରାତନ ରାଷ୍ଟ୍ର ପୃଥିଵୀ ପୃଷ୍ଠରୁ ଉଭେଇଯିବ। ଭୂମିକମ୍ପ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ମାଡି ଚାଲିଛି। ଦବିଯାଉଛି ଗୋଟିଏ ପରେ ଗୋଟିଏ ଅଞ୍ଚଳ।
ଯେମିତି ସମୁଦ୍ର ମାଡି ଆସେ ଠିକ ସେମିତି ଭୂମିକମ୍ପ ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଗ୍ରାସ କରିବାରେ ଲାଗିଲାଣି। ଏମିତି ଲାଗୁଛି ଯେମିତି ସର୍ବପୁରାତନ ରାଷ୍ଟ୍ରର ଭାରତ ଆୟୁଷ ଧୀରେ ଧୀରେ ସରିବାକୁ ଲାଗିଲାଣି। 
କାରଣ ଧିରେ ଧିରେ ଭୂମିକମ୍ପ ବଢ଼ିବାରେ ଲାଗିଲାଣି। ମାଟି ତଳେ ସବୁ ଘର ଲୀନ ହେବାରେ ଲାଗିଛି। ସେଇ ଭୟରେ ଲୋକେ ଗାଁ ଛାଡ଼ିବାକୁ ଭୟ କଲେଣି। କୃଷ୍ଣ ବଂଶକୁ ମାରିବା ପରେ କଂସଙ୍କର ଶଶୁର ଜରାଷଣ୍ଢ ବାରମ୍ବାର ମଥୁରା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ।
ଯାହା ପରେ ଭଗବାନ ଶ୍ରକୃଷ୍ଣ ମଥୁରା ଲୋକଙ୍କୁ ବଞ୍ଚାଇବା ପାଇଁ ସମୁଦ୍ର କୂଳରେ ଆଣି ଦ୍ବାରିକା ନଗରୀ ତିଆରି କରି ସେଠାର ରଖିଥିଲେ। ହେଲେ ଶେଷରେ ଦ୍ବାରିକା ବି ଧ୍ଵଂସ ହେଇଗଲା।
ମହାଭାରତର ଯୁଦ୍ଧରେ ଗାନ୍ଧାରୀଙ୍କ ସବୁ ପୁଅ ମରିଗଲା ପରେ ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ, ଯାହା ଥିଲା ଦ୍ବାରିକା ଧ୍ଵଂସ ହେବାର ମୂଳ କାରଣ। 
ଆଉ ଠିକ୍ ସେହିପରି ଏବେ ପୁରାତନ ସଭ୍ୟତାରେ ଛିଡା ହୋଇଥିବା ଭାରତ ଆଜି ବିଲୀନ ହେବାକୁ ବସିଛି। ଶ୍ରୀକୃଷ୍ଣଙ୍କର ନଗରୀ ଦ୍ବାରିକା ଭଳି ଭାରତ ବି ବିଲୀନ ହୋଇଯିବ।
ଶ୍ରୀକୃଷ୍ଣଙ୍କର ନଗରୀ ଦ୍ୱାରିକା ସମୁଦ୍ରରେ ବୁଡି ଚିହ୍ନ ବର୍ଣ୍ଣ ରହିନଥିଲା। ଆଉ ଏବେ ଭାରତ ଠିକ୍ ସେମିତି ମାଟିତଳେ ଦବିଯିବ। ଏମିତି କିଛି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ଯୋଷୀମଠ, ଉତ୍ତରାଖଣ୍ଡରେ ବଦ୍ରିନାଥ, ଭିଙ୍କୁଣ୍ଡ,
ଏବଂ ପ୍ରସିଦ୍ଧ ତୀର୍ଥସ୍ଥଳୀର ପ୍ରଵେଶ ଦ୍ବାର ଏବେ ମାଟିତଳେ ଦବିଯିବାକୁ ବସିଲାଣି। ଧ୍ଵଂସ ହେଇଯାଉଛି ଗୋଟିଏ ପରେ ଗୋଟିଏ ଅଞ୍ଚଳ। ପୃଥିବୀ ପୁରା ଫାଟିକି ଆଁ କରିଛି। 
ଯେମିତି ଲାଗୁଛି ଭାରତ ପୁରା ଉପର ତଳ ହୋଇଯିବ। ମ-ହା-ମା-ରୀ ଭଳି ପ୍ରତ୍ୟେକ ଦିନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପୁଛି ଏହି ଦାବିବାର ଭୟ। ତେବେ ବୈଜ୍ଞାନି ମାନେ ବି ଜାଣିପାରୁନାହାନ୍ତି ଏମିତି ହେବାର କାରଣ।
ସବୁଠାରୁ ବଡ଼ କଥା ଏବଂ ଚିନ୍ତା ଜନକ ବିଷୟ ହେଉଛି ଉତ୍ତରାଖଣ୍ଡ ପରେ ଏବେ ଦିଲ୍ଲୀରେ ଦେଖାଦେଇଛି ଭୂମିକମ୍ପ। ଜାନୁୟାରୀ ୨୪ ତାରିଖ ମଙ୍ଗଳବାର ଅପରାହ୍ନରେ କିଛି ମାତ୍ରାରେ ଦିଲ୍ଲୀ ଦହଲି ଯାଇଛି।
ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଏହା ଭାରତ ପ୍ରତି ବିପଦ ମାଡି ଆସୁଛି ବୋଲି ଏକ ପୂର୍ବ ସଂକେତ ହୋଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.