Movie prime

ମହାନଦୀରୁ ଉଦ୍ଧାର ହେଲା କୁମ୍ଭୀର ଦେହରେ ଲାଗିଛି ( Electronic Devices ) ସମସ୍ତ ଦେଖି ତାଜୁବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ସବୁ ଦେଶ, ବିଦେଶ, ରାଜ୍ୟ, ଜିଲ୍ଲା ଆଉ ସବୁ ଅଞ୍ଚଳର ଖବର ବିଷୟରେ ଜାଣି ପାରୁଥିବେ । ଆଉ ଏମିତି କିଛି ଘଟଣା ଏବେ ଘଟିଛି ମହାନଦୀରେ ।ଆଉ ରହି ଘଟଣା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିବ ।
ଆଉ ଏହି ଘଟଣାଟି ଘଟିଛି ମହାନଦୀ ମାରୁୱାଡ଼ିପଡ଼ା ଘାଟିରେ । ଏହି ସ୍ଥାନରୁ ଏକ ମୃ-ତ କୁମ୍ଭୀରଟିଏ ଉଦ୍ଧାର ହୋଇଛି । ଆଉ ଏହାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀମାନେ । ଏହି ମରି ଯାଇଥିବା କୁମ୍ଭୀରଟି ଭାସି ଆସୁଥିବାର ସେମାନେ ଦେଖିଥିଲେ । ଆଉ ଏହାକୁ ଉଦ୍ଧାର ମଧ୍ୟ କରିଥିଲେ । ଆଉ କୂଳକୁ ଆଣି ଦେଖିବା ପରେ ଏହି କୁମ୍ଭୀର ଦେହରେ ଏକ ଇଲେକ୍ଟ୍ରୋନିକ ଯନ୍ତ୍ର ଲାଗିଛି ।
ଆଉ ଏହି କୁମ୍ଭୀର ଦେହରେ ଏକ ଟ୍ରାନ୍ସମିଟର ଲାଗିଛି । ଏହି କୁମ୍ଭୀର ଉପର ମୁଣ୍ଡରୁ ଭାସି ଆସିଛି ବୋଲି ସୂଚନା ମିଳିଛି ।ଆଉ ଏବେ ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁମ୍ଭୀର ଦେହରେ ଏହି ଟ୍ରାନ୍ସମିଟର କିଏ ଲଗାଇଲା ଆଉ କାହିଁକି ଲଗାଇଛି ଆଉ କଣ ରହିଛି ଏହାର ଉଦେଶ୍ୟ । ଏବେ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । କଣ ହୋଇପାରେ ଏହାର କାରଣ ଏଯାଏଁ ଜଣାପଡିନାହିଁ ।
ଆଉ ଏବେ ଜଣେ ଅଫିସର କହିଛନ୍ତି କି ଏହି କୁମ୍ଭୀରର ପୋଷ୍ଟମର୍ଟମ କରାଯିବ ।ଆଉ ଏହି ଘଟଣାର ତଦନ୍ତ ହେବା ପରେ ଏହି ଇଲେକ୍ଟ୍ରୋନିକ ଯନ୍ତ୍ର କିଏ ଆଉ କାହିଁକି କୁମ୍ଭୀର ଲାଞ୍ଜରେ ଲଗାଇଲା ଏହା ଏହି ତଦନ୍ତରୁ ହିଁ ଜଣାପଡ଼ିବ । ଏବେ ଏହାର ତଦନ୍ତ କୁ ହିଁ ଅପେକ୍ଷା ରହିଛି । ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟ ଏବଂ ପ୍ରଶ୍ନର ବାତାବରଣ ସୃଷ୍ଟି ହୋଇଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।