Movie prime

ବିଶ୍ବର ସବୁଠୁ ଧନୀ ଗାଁ ଦେଖନ୍ତୁ କେଉଁଠି ଅଛି ଏହି ଗାଁ ଏଠାରେ ହୋଇଥିବା ଉନ୍ନତି ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ

 
gewt

ପାହାଡ଼ ପରି ଘର,ଘର ଆଗରେ ରଖା ଯାଉଛି ଦାମୀ କାର। ଫାଇଭ୍ ଷ୍ଟାର ହୋଟେଲ୍ ଆଉ ହେଲିକପ୍ଟର ରେ ବୁଲିବା।ଏହା କୌଣସି ବଡ଼ ସହରର ଦୃଶ୍ୟ ନୁହେଁ। ବର୍ଂ ଏହା ହେଉଛି ଏକ ଗ୍ରାମର ଦୃଶ୍ୟ।ଗ୍ରାମର କଥା ଯଦି କିଏ କହିଥାଏ ତାହେଲେ ଆମେ ଭାବିଥାଉ ଚାରିଆଡ଼େ ସବୁଜ ଘାସ,ଗଛ,ପୋଖରୀ ଚାଳଘର,ମାଟି ରାସ୍ତାର କଥା ମନକୁ ଆସିଥାଏ।

କିନ୍ତୁ ଏମିତି ଏକ ଗ୍ରାମ ରହିଛି ଯେଉଁଠି କେହି ଜଣେ ମଧ୍ୟ ଗରିବ ଲୋକ ନାହାନ୍ତି।ସମସ୍ତେ ବଡ଼ ଲୋକ ଅଟନ୍ତି।ସେଠାରେ ଝାଟି ମାଟି ଘର ମଧ୍ୟ କାହା ନଜରରେ ଆସିବ ନାହିଁ।ଏଥି ସମସ୍ତେ କୋଟିପତି ଅଟନ୍ତି।ଏହି ଗ୍ରାମଟି ଆମ ଦେଶର ନୁହେଁ।ଏହି ଦେଶଟି ଗ୍ରାମଟି ପଡୋଶୀ ଦେଶ ଚୀନ୍।ଏହା ହେଉଛି ଚୀନ୍ ଯିଆଙ୍ଗସୁ ପ୍ରଦେଶର ୱାଞ୍ଜିକା।ଏହି ଦେଶ ସବୁବେଳେ ଚର୍ଚ୍ଚାରେ ରହି ଆସିଛି।

ଅନେକ ବଡ଼ ବଡ଼ ମେଟ୍ରୋ ସିଟି କୁ ପଛରେ ପକାଇ ଏହି ଗ୍ରାମ ।ଏହା ସବୁଠାରୁ ଧନୀ ଗ୍ରାମର ମାନ୍ୟତା ପାଇଛି।ବଡ଼ ବଡ଼ ସହର ଏହି ଗ୍ରାମରେ ଫିକା ପଡ଼ିଯିବେ।ଏଠିକାର ଗ୍ରାମ ଲୋକଙ୍କର ଆୟ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠାକାର ପ୍ରତି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ରେ କୋଟି କୋଟି ଟଙ୍କା ରହିଛି।ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

୨୦୧୪ ମସିହାରେ ଏଠାରେ ପ୍ରତି ଲୋକଙ୍କର ବାର୍ଷିକ ଆୟ ରହିଥିଲା ୮୮ ଲକ୍ଷ ଟଙ୍କା।ଏହାପରେ ଏହି ଆୟ କ୍ରମାଗତ ଭାବରେ ବଢ଼ିବାରେ ଲାଗିଲା।ଏଥିପାଇଁ ଏହି ଗ୍ରାମକୁ ସୁପର ଭିଲେଜ ମଧ୍ୟ କୁହାଯାଏ।ଏହି ଗ୍ରାମରେ ୧୭ ରୁ ଅଧିକ କାରଖାନା ରହିଛି।ଯେଉଁଥିରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରାଯାଇଥାଏ।ଏହାପରେ ଏହି ଗ୍ରାମଟି ପର୍ଯ୍ୟଟନ ପାଇଁ ମଧ୍ୟ ବେଶ୍ ପରିଚିତ।