Movie prime

ଫ୍ରେବୁଆରି ୧ ରେ ହେବ ମହା ଜାଗତିକ ଦୃଶ୍ୟ ଦେଖନ୍ତୁ ଅନ୍ଧାର ହୋଇଯିବ ଆଲୁଅ ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମହାକାଶକୁ ନେଇ ଆସିଛି କିଛି ଘଟଣା । ମହାକାଶରେ ହେବ ମହା ଜାଗତିକ ଦୃଶ୍ୟ । ଯାହା ଆପଣ କେବେ ଦେଖି ନଥିବେ ଆଉ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଫେବୃଆରୀ ମାସରେ ଏଭଳି କିଛି ଘଟଣା ଘଟିବ ବୋଲି ଜଣାପଡିଛି ।
ରାତିରେ ସୂର୍ଯ୍ୟ ନଥିଲେ ବି ଦିନ ଭଳି ଦେଖାଯିବ । ଫେବୃଆରୀ ମାସ ୧ ତାରିଖରେ ଏହି ଦୁର୍ଲଭ ଦୃଶ୍ୟ ଦେଖାଯିବ ବୋଲି ଜଣାପଡିଛି । ଦିନ ଭଳି ରାତି ଆଲୋକିତ ହେବ ।
ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ପୃଥିବୀର ଅନେକ ଅଞ୍ଚଳରେ ଏହି ଦୃଶ୍ୟ ଦେଖାଯିବ ।
ସୂଚନା ଅନୁସାରେ ଫେବୃଆରୀ ୧ ତାରିଖରେ ପୃଥିବୀ ନିକଟ ଦେଇ ଏକ ବିଶାଳ ଧୂମକେତୁ ଅତିକ୍ରମ କରିବ । ଯାହାର ପ୍ରଭାବେ ପୃଥିବୀର ଅନେକ ସ୍ଥାନରେ ରାତିରେ ଦିନ ଭଳି ଦେଖାଯିବ ।
ଗତ ୫ ହଜାର ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଘଟିବ ବୋଲି ଜଣାପଡିଛି । ଏହାକୁ ଆପଣ ଖାଲି ଆଖିରେ ଦେଖିପାରିବେ । ଏହି ଧୂମକେତୁ ପୃଥିବୀର ଅତି ନିକଟ ଦେଇ ଗତି କରୁଥିବାରୁ ଏହାର ପ୍ରଭାବ ଏଭଳି ରହିବ ।
ଏହି ଧୂମକେତୁ ଜାନୁଆରୀ ୧୨ ତାରିଖରେ ସୂର୍ଯ୍ୟଙ୍କ ନିକଟ ଦେଇ ଗତି କରିବ ବୋଲି ଜଣାପଡିଛି । ଏହା ବହୁତ ଜୋରରେ ଗତି କରିବ । ଧୂମକେତୁ ହେଉଛି ଏକ ଗ୍ୟାସୀୟ ପିଣ୍ଡ ଅଟେ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଅନେକ ଜିନିଷ ତାର ଆଖପାଖରେ ଗତି କରୁଛନ୍ତି ।
ଧୂମକେତୁ ସହ ବାୟୁମଣ୍ଡଳର ସଂଘର୍ଷ ଫଳରେ ରାତିରେ ଦିନ ଭଳି ଜଣାପଡ଼ିବ । ଯେଉଁ ଅଞ୍ଚଳରେ ହାଇଲାଇଟ ନଥିବ ସେହି ଅଞ୍ଚଳରେ ଏହି ଧୂମକେତୁ ଆଲୋକ ଦେଖାଯିବ ।
ଏହା ପୃଥିବୀର ସବୁ ଅଞ୍ଚଳରେ ପ୍ରାୟ ଦେଖାଯିବ ବୋଲି ଜଣାପଡିଛି । ସ୍ଥାନୀୟ ପ୍ରଦୂଷଣ ଉପରେ ଏହା ଦେଖାଯିବ କି ନାହିଁ ତାହା ନିର୍ଭର କରେ ।
ଭୂଭାଗ ଅଞ୍ଚଳ ଅପେକ୍ଷା ମହାସାଗରରେ ଏହା ଅଧିକ ଜଣାପଡ଼ିବ । ଆମେ ମହାକାଶର କ୍ଷୁଦ୍ର ଅଞ୍ଚଳର କ୍ଷୁଦ୍ର ଅଞ୍ଚଳରେ ଆମେ ବାସ କରୁଛେ । ଏହି ଧୂମକେତୁର ନାମ ହେଉଛି c/ 2022 E3 (ZTF) ।