Movie prime
ମାଗଣା ଶୌଚାଳୟ ଆବେଦନ ଆରମ୍ଭ ଦେଖନ୍ତୁ କେମିତି କରିବେ ଆବେଦନ
 
Special report
ଯଦି ଆପଣମାନେ ଗ୍ରାମରେ ରହୁଥିବେ ତାହେଲେ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ କେନ୍ଦ୍ର ସରକାର ଙ୍କ ତରଫ ରୁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମରେ ବାସ କରୁଥିବା ଏ ପି ଏଲ ଆଉ ବି ପି ଏଲ ଲୋକ ମାନଙ୍କୁ ମାଗଣା ଶୌଚାଳୟ ଦିଆଯାଉଛି। ନଚେତ୍ ସେମାନଙ୍କୁ ୧୨ ହଜାର ଟଙ୍କା ଶୌଚାଳୟ ପାଇଁ ଦିଆଯାଉଛି।ଯଦି ଆପଣ ମାନେ ଏପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ମାଗଣା ଶୌଚାଳୟ ପାଇ ନାହାନ୍ତି ତାହେଲେ କେମିତି ପାଇ ପାରିବେ ଜାଣନ୍ତୁ।
ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ ଯୋଜନା ବର୍ତ୍ତମାନ ଆରମ୍ଭ ହୋଇସାରିଛି।ଯେଉଁ ମାନେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଙ୍କ ତରଫ ରୁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ମାଗଣାରେ ଶୌଚାଳୟ ପାଇ ନାହାନ୍ତି ସେମାନେ ବର୍ତ୍ତମାନ ମଧ୍ୟ ମାଗଣାରେ ଶୌଚାଳୟ ପାଇଁ ଆବେଦନ କରି ପାରିବେ।ଏଥିପାଇଁ ଦୁଇଟି ଅପ୍ସସନ୍ ଦିଆଯାଇଛି।ଗୋଟିଏ ହେଉଛି ଅନଲାଇନ୍ ପ୍ରକ୍ରିୟା ଆଉ ଗୋଟେ ହେଉଛି ଅଫ୍ ଲାଇନ୍ ପ୍ରକ୍ରିୟା।ଯିଏ ଚାହିଁବେ ସେ ଯାଇ କରି ପାରିବେ।
ଯେଉଁମାନେ ଅନଲାଇନ୍ ରେ କରିବେ ସେମାନଙ୍କୁ କିଛି ଅସୁବିଧା ହୋଇପାରେ।ଜିଲ୍ଲାର ନାମ,ବ୍ଲକ୍ ର ନାମ କିମ୍ବା ଗ୍ରାମ ପଞ୍ଚାୟତ କିଛି ଶୋ କରିବ ନାହିଁ। ପ୍ରଥମେ ଗୁଗୂଲ ରେ ଏସ ବି ଏମ୍ ସର୍ଚ୍ଚ କରିବେ।ରେଜିଷ୍ଟ୍ରେସନ୍ କରିବାର ଅପ୍ସନ୍ ରହିଥିବ ସେଥିରେ କ୍ଲିକ୍ କରିବେ। ଏହାପରେ ଫେଜ୍ ଟୁ ଆସିବ।ଏଠାରେ ଆପଣ ମାନେ ଆପ୍ଲାଏ କରି ପାରିବେ।ରେଜିଷ୍ଟର କରିବାକୁ ହେବେ ମୋବାଇଲ୍ ନମ୍ବର ପଥମେ ଦେବାକୁ ପଡିବ।
ଏହାପରେ ଅନଲାଇନ୍ ରେ ଆପଣ ମାନେ ବହୁତ ସୁବିଧାରେ କରି ପାରିବେ।ବର୍ତ୍ତମାନ ଏହି ଭିଡିଓ ଟି ଅନେକ ଲୋକ ଦେଖି ସାରିଲେଣି।ଅନଲାଇନ୍ ଆଉ ଅଫ ଲାଇନ୍ ରେ ସୁବିଧା ରହିଛି।ଯେଉଁମାନେ ଏଯାଏଁ କରି ନାହାନ୍ତି ସେମାନେ ବର୍ତ୍ତମାନ କରି ପାରିବେ।ଅନେକ ଲୋକ ମାନେ ଅନଲାଇନ୍ ରେ କରୁଛନ୍ତି