Movie prime

୭୫ ବର୍ଷ ହେଲା ମାଗଣା ଗଡୁଛି ଟ୍ରେନ ଦେଖନ୍ତୁ କେଉଁଠି ଏବଂ କାହିଁକି ଗଡ଼ୁଛି ମାଗଣା ଟ୍ରେନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ।
ଏବେ ଏମିତି କିଛି ଖବର ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ ଅଟେ । ଏହି ଖବରଟି ହେଉଛି ମାଗଣାରେ ମିଳୁଛି ଟ୍ରେନ ଯାତ୍ରା ।
ଆପଣମାନେ ସମସ୍ତେ ଟ୍ରେନରେ ଯିବାଆସିବା କରିଲେ ଟିକେଟ କରିଥାନ୍ତି । ଟଙ୍କା ଦେଇ ବୁଲାବୁଲି କରିଥାନ୍ତି ।
କିନ୍ତୁ ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଟ୍ରେନରେ ବୁଲାବୁଲି କରିଲେ ପଇସା ନାହିଁ ଅର୍ଥାତ୍ ବିନା ଟିକେଟରେ ଏହି ଟ୍ରେନରେ ଯାତ୍ରା କରିପାରିବେ ।
ଏହା ହେଉଛି ବିଶ୍ୱରେ ଏକମାତ୍ର ମାଗଣା ଟ୍ରେନ । ଏହି ଟ୍ରେନରେ କୌଣସି ଟିଟି ନାହାଁନ୍ତି । ଏହି ଟ୍ରେନରେ ମାଗଣାରେ ସବୁ ଯାତ୍ରୀ ଯାତ୍ରା କରନ୍ତି ।
ଭାରତୀୟ ରେଳବାଇ ହେଉଛି ଦୁନିଆର ଚତୁର୍ଥ ସବୁଠୁ ରେଳ ଡିଟର ଭାବରେ ଜଣାଶୁଣା । ଦେଶର ଅନେକ ସ୍ଥାନକୁ ଯିବାଆସିବା ପାଇଁ ଲୋକମାନେ ଟ୍ରେନରେ ଯାଇଥାନ୍ତି । ଟ୍ରେନ ଏକ ଉତ୍ତମ ସେବା ଯୋଗାଇଥାଏ ।
ଟ୍ରେନ ଯାତ୍ରା ବହୁତ ସୁବିଧା ଜନକ ଅଟେ । ଟ୍ରେନ ଯାତ୍ରା ମଧ୍ୟ ସୁଲଭ ଜନକ ଅଟେ । ଟ୍ରେନରେ ଜେନେରାଲ, ସ୍ଲିପର ଆଉ ଏସି ଭଳି ତିନିପ୍ରକାରର ସୁବିଧା ରହିଥାଏ ।
ନିଜ ସୁବିଧା ଅନୁସାରେ ଆପଣ ଜେନେରାଲ କି ସ୍ଲିପର କି ଏସି ଟିକେଟ କରି ଅନେକ ଯାତ୍ରାକୁ ଯାଇପାରିବେ ।
କିନ୍ତୁ ଆପଣ କଣ ଏଭଳି ଏକ ଟ୍ରେନ ବିଷୟରେ ଶୁଣିବେ ଯେଉଁଠାରେ ମାଗଣାରେ ଆପଣ ଯାତ୍ରା କରିପାରିବେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ ।
ଏହି ଟ୍ରେନ ମାଗଣାରେ ଯାତ୍ରା କରାଇଥାଏ । ଏହି ଟ୍ରେନ ଏକ ବିଶେଷ ରୁଡ଼ରେ ଚାଲିଥାଏ । ଏହା ହେଉଛି ଭାକ୍ରାନଙ୍ଗଲ ଟ୍ରେନ । ଏହା ଭାକ୍ରା ଆଉ ନଙ୍ଗଲ୍ ମଧ୍ୟରେ ଚାଲିଥାଏ ।
ଭାକ୍ରାନଙ୍ଗଲ ଡ୍ୟାମ ଖୁବ୍ ପ୍ରସିଦ୍ଧ । ଏହି ଡ୍ୟାମ ଦେଖିବାକୁ ଅନେକ ଲୋକ ଆସିଥାନ୍ତି । ଏହି ଟ୍ରେନ ୧୩ କିଲୋମିଟର ଯାତ୍ରା କରିଥାଏ । ଏହି ଟ୍ରେନରେ ମାଗଣାରେ ଯାତ୍ରା କରାଇଥାଏ ।
ଯେଉଁ ଟ୍ରେନ ଭାକ୍ରାନଙ୍ଗଲ ଡ୍ୟାମ ଦେଖିବାକୁ ଆସିଥାନ୍ତି ସେମାନଙ୍କୁ ମାଗଣାରେ ଯାତ୍ରା କରିବାକୁ ପଡ଼ିଥାଏ । ଏହି ଟ୍ରେନ ଲୋକମାନଙ୍କୁ ଅନେକ ସୁବିଧା ଯୋଗାଉଛି ।