Movie prime

ଗରିବ ହେବାକୁ ଚାହୁଁଛନ୍ତି ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତି bill gates କରି ଦେଉଛନ୍ତି ସବୁ କିଛି ଦାନ

 
Dhani

ବିଶ୍ବର ସବୁଠାରୁ ଧନି ବ୍ୟକ୍ତି ହଉଛନ୍ତି ବିଲ୍ ଗେଟ୍ସ । ସେ ହେଉଛନ୍ତି ମାଇକ୍ରୋସଫ୍ଟ ୱାଇଣ୍ଡଜ୍ ର ଅଧୀନତା । ତାଙ୍କ ସମ୍ପତ୍ତିରୁ ଗରୀବ ଲୋକଙ୍କୁ ଦାନ କରି ସେ ଧନରୁ ହିଁ ନୁହେ ମନରୁ ବି ଧନୀ ଅଟନ୍ତି ।

ବିଲ୍ ଗେଟ୍ସ ଆମେରିକାର ସିଟେଲ୍ ସହରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର କୋଟି କୋଟି ସମ୍ପତ୍ତି ଥାଇ ମଧ୍ୟ ବିଲ୍ ଗେଟ୍ସ ଏକ ସାଧାରଣ ଜୀବନ କଟାଇଥାନ୍ତି, ସେ ନିଜର ବ୍ୟାପାର ଅପେକ୍ଷା ଗରିବ ଲୋକଙ୍କ ସେବା କାର୍ଯ୍ୟରେ ଅଧିକ ସମୟ କଟାଇଥାଆନ୍ତି ।

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର କୋଫାଉଣ୍ଡର ବିଲ୍ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାଁନ୍ତି । ଏପରିକି ସେ ଆଉ ଧନୀ ତାଲିକାରେ ବି ରହିବାକୁ ଚାହୁଁ ନାହାଁନ୍ତି । କାରଣ ତାଙ୍କର ଧନୀ ହେବାର ମୋହ ମଧ୍ୟ ସରିଯାଇଚି ।
ସେ କୋଡିଏ ଅରଫ୍ ଡ଼ଲାର୍ ଦାନ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ମୋ-ହା-ମା-ରି କୋଭିଡ ଓ ଅନ୍ୟୟ ସମସ୍ୟା ଦେଇ ଗତିକରୁଥିବା ଲୋକମାନଙ୍କୁ ସହାୟତା କରିବା ପାଇଁ ସେ ନିଜର ଫାଉଣ୍ଡେସନ୍ କୁ ଏକ ଅର୍ଥରାଶିକୁ ଦାନ କରିବା ପାଇଁ ବିଲ୍ ଗେଟ୍ସ ଘୋଷୋଣା କରିଛନ୍ତି ।
ଆମେରିକାର ବରିଷ୍ଠ ନିବେସକ ଓୟରେଲ୍ ବୋଫେଟ୍ ଗତ ମାସରେ ବିଲ୍ ଗେଟ୍ସ ଫାଉଣ୍ଡେସନ୍ କୁ ୩.୧ ଅରଫ୍ ଡଲାର୍ ଦାନ ଲାଗି ଘୋଷୋଣା କରିଛନ୍ତି । ବେସ୍ ଆଶା ରଖିଛନ୍ତି ଯେ ଅନ୍ୟ ଧନୀ ବ୍ୟକ୍ତିମାନେ ମଧ୍ୟ ଏହି ଧନରେ ସାମିଲ୍ ହେବେ ।
୨୦୨୬ ସୁଦ୍ଧା ବାର୍ଷିକ ବୋଜେଟ୍ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଗେଟ୍ସ ଫାଉଣ୍ଡେସନ୍ ଯୋଜନା କରିଛନ୍ତି । ଏହି ଅର୍ଥ ରାଶି ଶିକ୍ଷା ସୁବିଧା, ଗରିବ ଭୁକ୍ତ ଓ ସ୍ୱାସ୍ଥିୟ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ବ୍ଯବହାର କରାଯିବ।
ବିଲ ଗେଟ୍ସ ଓ ତାଙ୍କର ପୂର୍ବତନ ପତ୍ନୀ ବେଲିଣ୍ଡା ୨୦ ବର୍ଷ ପୂର୍ବେ ଏହି ଫାଉଣ୍ଡେସନ୍ ର ପ୍ରତିଷ୍ଠା କରିଥଲେ । ଉଭୟ ମିଶି ସେମାନଙ୍କର ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିଥିଲେ । 
ତେବେ ୨୦୨୧ ରେ ବିଲ୍ ଗେଟ୍ସ ଓ ବେଲିଣ୍ଡାଙ୍କ ଛାଡ଼ପତ୍ର ହୋଇଥିଲା ବିଲ୍ ଗେଟ୍ସ ବିଶ୍ବର ସବୁଠାରୁ ଚର୍ତୁଥ ଧନୀ ବ୍ୟକ୍ତି , ହେଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ଆଉ ଇଛାନାହିଁ ।
ସୋସିଆଲମିଡିଆରେ ଏକ ପୋଷ୍ଟ ସେୟାର୍ କରିଲେଖିଛନ୍ତି ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ମୁଁ ଖସିବାକୁ ଚାହୁଁଚି ଓ ଶେଷରେ ଏହି ତାଲିକାରୁ ବାଦ୍ ପଡ଼ିବାକୁ ଯାଉଛି ।
ମୋ ପଇସାକୁ ସମାଜରେ ଦାନ କରିବାକୁ ଚାହୁଁଛି, ଯେଉଁଥିରେ ଅନ୍ୟ ଲୋକଙ୍କ ଜୀବନରେ ସୁଧାର ଆସିବ । ମୁଁ ଆଶା କରୁଛି ଯେ ଅନ୍ୟୟମାନେ ମଧ୍ୟ ଏହି ଅଭିଯାନରେ ସାମିଲ୍ ହେବେ । ତେବେ ବିଲ୍ ଗେଟ୍ସଙ୍କର ଏହି ବିଷୟ ଉପରେ ଏବେ ବଢୁଛି ଚର୍ଚ୍ଚା ।