Movie prime

ବିରାଟ କୋହଲି ଙ୍କୁ ଆସିଲା ବଡ ଉପହାର ଦେଖନ୍ତୁ ଉପହାର ଟି କଣ

 
Viral News
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବାଲିରେ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି ଅଙ୍କା ଯାଇଛି। ମରୁଭୂମିରେ ବିରାଟଙ୍କ ପ୍ରତିଛବି ଅତିସୁନ୍ଦର ଭାବରେ ଅଙ୍କା ଯାଇଛି।
ସ୍ୟାଣ୍ଡସ୍କିଚ୍ ଆର୍ଟିଷ୍ଟ ଦେଇଛନ୍ତି ବିରାଟ କୋହଲିଙ୍କୁ ଏକ ଏପରି ଉପହାର ଯାହା ବଲୁଚିସ୍ତାନରୁ ଆସିଛି। କିନ୍ତୁ ଯେଉଁ ଆର୍ଟିଷ୍ଟ ଏହାକୁ ବନେଇଛନ୍ତି ସେ ଖୁସି ହୋଇଯାଇଛନ୍ତି ବିରାଟ କୋହଲିଙ୍କ ପ୍ରୋଫମାନ୍ସରେ। 
ଆଉ ବହୁତ ସାରା ଭଲ ପାଇବା ଦେଇ ବନେଇଛନ୍ତି ଏହି ପ୍ରତିମୂର୍ତ୍ତିଟିକୁ।ସ୍ୟାଣ୍ଡସ୍କିଚ୍ ଆର୍ଟିଷ୍ଟ ଯିଏ କି ବଲୁଚିସ୍ତାନର ଅଟନ୍ତି, ସେ ବିରାଟ କୋହଲିଙ୍କ ଏକ ଜୀବନ୍ତ ପ୍ରୋଟ୍ରେଟ୍ ତିଆରି କରିଛନ୍ତି ମରୁଭୂମିର ବାଲିରେ।
ଆଉ ତା ସହିତ ମଧ୍ୟ ଲେଖିଛନ୍ତି ପ୍ରେମ ପୂର୍ବକ ଏହି ଗିଫ୍ଟଟି ହେଉଛି ବିରାଟ କୋହଲିଙ୍କ ପାଇଁ। ବିରାଟ କୋହଲି ବର୍ତ୍ତମାନ ନିଜ ପ୍ରୋଫମାନ୍ସ ଏଭଳି କରିଛନ୍ତି ଯାହାର ଯାଦୁ ସମସ୍ତଙ୍କ ଉପରେ ଖେଳିଯାଇଛି। 
ଆଉ ବିରାଟ କୋହଲିଙ୍କ ଏହି ପ୍ରୋଫମାନ୍ସରେ ବଲୁଚିସ୍ତାନର କ୍ରିକେଟର ମଧ୍ୟ ନିଜର ପ୍ରେମ ପଠାଇଛନ୍ତି ବଲୁଚିସ୍ତାନରୁ।
ଟି-ଟୱଣ୍ଟି ୱାଲ୍ଡ଼ କପରେ ଅଷ୍ଟ୍ରେଲିଆ ସହ ଚାଲିଥିବା ମ୍ୟାଚରେ ବର୍ତ୍ତମାନ ଭାରତ ସେଥିରେ ନିଜର ପ୍ରଦର୍ଶନ ବହୁତ ଉଚ୍ଚକୋଟିର କରିଛି। ଆଉ ଯେଉଁ ଭଳି ଭାବେ ଭାରତ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଚାଲିଛି। 
ଏବଂ ବିରାଟ କୋହଲି ଯେଉଁ ଭଳି ଭାବେ ପ୍ରୋଫମାନ୍ସ ଦେଇଚାଲିଛନ୍ତି ତାହା ବିରାଟ କୋହଲିଙ୍କୁ ବର୍ତ୍ତମାନ ପୃଥିବୀରେ ଜଣେ ବେଷ୍ଟ ବ୍ୟାଟମ୍ୟାନସ୍ ରୂପେ ଅଭିହିତ କରୁଛି। ବିରାଟ କୋହଲି ଏବେ ନିଜର ପ୍ରୋଫମାନ୍ସଙ୍କୁ ଟପ୍ ରେ ରଖିଛନ୍ତି।
ଆଉ ଯେଉଁଥି ପାଇଁ ବିରାଟଙ୍କୁ ମିଳୁଛି ଏତେ ସାରା ଭଲ ପାଇବା। ତେବେ ବିରାଟଙ୍କ ଫ୍ୟାନ ମାନେ ଏହି ସୁନ୍ଦର ଚିତ୍ରଟିକୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଏବଂ ଇଣ୍ଟରନେଟ୍ ରେ ଏହି ଚିତ୍ରଟି ଏବେ ଧମାଲ ମଚାଉଛି।