Movie prime

ରୋଷେଇ ଘରୁ ବାହାରୁଛି ସୁନା ଭିଡିଓ ଦେଖିଲେ ଆଶ୍ଚର୍ୟ୍ଯ ହେଇଯିବେ ଦେଖନ୍ତୁ ଏହି VIRAL NEWS

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ରୋଷେଇ ଘରୁ ବାହାରୁଛି ସୁନା।ଏକଥା ଯିଏ ଶୁଣିବେ ସେ ଆଶ୍ଚର୍ଯ୍ୟ ହୋଇଯିବେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରୋଷେଇ ଘରୁ କିପରି ସୁନା ବାହାରୁଛି।ରୋଷେଇ ଘରେ ସମସ୍ତେ ରୋଷେଇ କରୁଥାନ୍ତି।ରୋଷେଇ ଘରେ ଯଦି କିଛି ଖୋଜିବା ତାହେଲେ ସମସ୍ତଙ୍କୁ ସଉଦା ପତ୍ର, ପରିବା,ଫଳମୂଳ ଏସବୁ ଜିନିଷ ମିଳିଥାଏ।
କିନ୍ତୁ ଏଠାରେ ଶୁଣିବାକୁ ମିଳିଛି ଯେ ରୋଷେଇ ଘରୁ ସୁନା ବାହାରୁଛି।ୟୁନାଇଟେଡ୍ କିଙ୍ଗଡମ ରେ ରହୁଥିବା ଜଣେ ଦମ୍ପତି ରାତାରାତି କୋଟିପତି ହୋଇ ଯାଇଛନ୍ତି ତାହା ଦେଖିବାକୁ ମିଳିଛି।କଥାରେ ଅଛି ଦେବା ବାଲା ଯେତେବେଳେ ଦେଇଥାଏ ସେତେବେଳେ ଛପର ଫାଡିକି ଦେଇଥାଏ।ଏମିତି ଏକ ଲୋକ କଥା ରହିଛି। ଆଉ ସେହି କଥା ୟୁନାଇଟେଡ୍ କିଙ୍ଗଡମ ରେ ରହୁଥିବା ଦମ୍ପତି ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ମଣିଷ ର ଭାଗ୍ୟ ରାତାରାତି କେତେବେଳେ ବଦଳି ଯାଇଥାଏ ତାହା ଏମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।ଦମ୍ପତି ଜଣଙ୍କ ନିଜ ଘରକୁ ଯେଉଁଠି ଭାଙ୍ଗି ଯାଇଥିଲା ସେଠାରେ ଏକ ନୂଆ ଡିଜାଇନ୍ କରୁଥିଲେ।ତେବେ ସେହି ସମୟରେ ଯେତେବେଳେ ଖୋଳା ଖୋଳି କରିଥିଲେ ସେତେବେଳେ ଘରର ଚଟାଣ କୁ ଖୋଳିଲା ବେଳକୁ କୋଟି କୋଟି ଟଙ୍କାର ସେମାନେ ସ୍ଵର୍ଣ୍ଣ ମୂନ୍ଦ୍ରା ପାଇଛନ୍ତି।ପୁରୁଣା କାଳର ମୁଦ୍ରା ସବୁ ସେମାନେ ପାଇଛନ୍ତି।
ରୋଷେଇ ଘର ଚଟାଣ ଙ୍କୁ ଖୋଳିବା ପରେ ତା ଭିତରୁ ସୁନାର ମୁଦ୍ରା ଦେଖିବାକୁ ମିଳିଛି।ଗୋଟିଏ ମୁନ୍ଦ୍ରା ପାଇବା ପରେ ଦମ୍ପତି ଆହୁରି ଖୋଳି ଥିଲେ।ମାଟି ଯେତେ ଖୋଳି ଚାଲିଲେ ସେତେ ସୁନା ମୁଦ୍ରା ମିଳିଥିଲା।ଏହି ମୁଦ୍ରା ସବୁ ୪୦୦ ବର୍ଷର କାଳର ବୋଲି ଜଣାପଡିଛି। ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.