Movie prime

ବର୍ତ୍ତମାନ ପର୍ଯ୍ୟନ୍ତ ଯାଉନି କଲା ଗୋରା ଭେଦ ଭାବ ଗୋରା ପିଲା ଜନ୍ମ ହେଲେ ସାଙ୍ଗେ ସଙ୍ଗେ ମାରିଦେବେ ଏହି ଲୋକେ ଦେଖନ୍ତୁ ଏ ଭୟଙ୍କର ଜାଗା ସମସ୍ତେ ଏଠାକୁ ଯିବାକୁ ୧୦ ଥର ଭାବନ୍ତି

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସାରା ଦୁନିଆରେ ଅନେକ ପ୍ରକାରର ନ୍ୟୁଜ୍ ଦେଖୁଥିବେ । ବା ଅନେକ ପ୍ରକାରର ଘଟଣା ବିଷୟରେ ଜାଣି ପାରୁଥିବେ ।
ଆଉ ଏହିସବୁ ଘଟଣା ବହୁତ ଦରକାରୀ ଅଟେ । ଆଉ ଅନେକ ପ୍ରକାରର ଏମିତି ଘଟଣା ଘଟୁଛି ଯାହା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଆଉ ଆଜିକା ସମାଜରେ ଜନଜାତିମାନେ ବହୁତ ଉନ୍ନତି କଲେଣି ।
ଆଉ ଆଜିକା ଦୁନିଆରେ ଅନେକ ଜନଜାତି ରହିଛି । କିଛି ଜନଜାତି ସମାଜ ସହିତ ତାଳ ଦେଇ ଆଧୁନିକତା ଅପଣାଇଲେଣି । କିନ୍ତୁ ଆଉ କିଛି ଜନଜାତି ସେମିତି ରହିଯାଇଛନ୍ତି ।
ଏହି ଘଟଣା ହେଉଛି ଆମ ଦେଶର ଆଣ୍ଡମାନ ନିକୋବର ଦ୍ଵୀପପୁଞ୍ଜ ଅଞ୍ଚଳର ଜାରୁଆ ଜନଜାତି ବିଷୟରେ । ୫୫ ହଜାର ବର୍ଷରୁ ଏହି ଦ୍ଵୀପରେ ଏହି ଜନଜାତିମାନେ ବାସ କରୁଛନ୍ତି । 
ଏମାନେ ଭାରତ ମହାସାଗର ଟାପୁରେ ରହି ଆସୁଛନ୍ତି । ଏହି ଜନଜାତିର ପ୍ରାୟ ସମସ୍ତ ଲୋକଙ୍କ ରଙ୍ଗ କଳା ଅଟେ । ଏମାନଙ୍କ ମଧ୍ୟରେ କିଛି ଅଜବ ପ୍ରଥା ଆଉ ପରମ୍ପରା ପ୍ରଚଳିତ ଅଛି ।
ଏହି ଜନଜାତିର ପରମ୍ପରା ହେଲା ଏହି ଜନଜାତିମାନଙ୍କ ମଧ୍ୟରୁ ଯଦି କାହାର ଗୋରା ଛୁଆ ଜନ୍ମ ହୁଏ ତାହେଲେ ତାଙ୍କୁ ମୃ-ତ୍ୟୁ ଦଣ୍ଡ ଦିଆଯାଇଥାଏ । ଏହି ଜନଜାତିମାନଙ୍କର ଗୋରା ରଙ୍ଗକୁ ନେଇ ଏକ ପ୍ରକାରର ଘୃଣା ଭାବ ରହିଛି । 
ଗୋରା ପିଲା ଜନ୍ମ ହେବା ମାତ୍ରକେ ତାକୁ ମାରି ଦିଅନ୍ତି । ଆଉ ଏମାନେ ବିଶ୍ବାସ କରନ୍ତି କି ଗୋରା ପିଲା ଅନ୍ୟ ଜାତିର ସନ୍ତକ ବୋଲି । ଏହି ଜାରୁଆ ଜନଜାତିରେ କଳା ପିଲା ଜନ୍ମ ହେବା ବାଧ୍ୟତାମୂଳକ ଅଟେ ।
ଏହି ଜନଜାତିର ମହିଳାମାନଙ୍କୁ ପଶୁ ରକ୍ତ ପିଇବାକୁ ଦିଆଯାଏ । ଯାହାଦ୍ଵାରା ଛୁଆର ରଙ୍ଗ କଳା ହୋଇଥାଏ ବୋଲି ସେମାନେ ବିଶ୍ବାସ କରନ୍ତି । ଏମାନେ ଏତେ ଅନ୍ଧ ବିଶ୍ବାସୀ ଯେ ଗୋରା ପିଲା ଜନ୍ମ ହେଲା ମାତ୍ରକେ ତାର ବାପା ତାକୁ ମାରିଦିଏ ।