Movie prime

କେନ୍ଦ୍ର ସରକାର ଦେଉଛନ୍ତି ସମସ୍ତ ନାଗରିକ ଙ୍କୁ ନିଶା ମୁକ୍ତି ସାର୍ଟିପିକେଟ ଦେଖନ୍ତୁ ଏହିପରି ଭାବରେ କରିବେ ଆବେଦନ ମାଗଣାରେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁ ମାନେ କି ନିଶା ସେବନ କରନ୍ତି ନାହିଁ। ଏଵେକା ସମୟରେ ଯଦି ଜଣେ ସାଧାରଣ ଲୋକ କହିବ କି ସେ ନିଶା ସେବନ କରେ ନାହିଁ ତେବେ ତା କଥାକୁ କେହି ହେଲେ ମଧ୍ୟ ବିଶ୍ଵାସ କରିବେ ନାହିଁ। କାରଣ ଆଜିକା ସମୟରେ ପ୍ରାୟତଃ ସମସ୍ତେ ନିଶା ସେବନ କରିଥାଆନ୍ତି।
ତେବେ ଆପଣ ଯଦି ନିଶା ସେବନ କରୁ ନାହାଁନ୍ତି ତେବେ ସରକାର ଙ୍କ ତରଫ ରୁ ଏକ ସାର୍ଟିଫିକେଟ ମିଳିବ। ଏବଂ ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ସାର୍ଟିଫିକେଟ ଆପଣ ମାନେ କିଭଳି ପାଇ ପାରିବେ। ଏଥି ପାଇଁ ଆପଣଙ୍କୁ ଏକ ୱେବ୍ ସାଇଟ୍ କୁ ଯିବାକୁ ପଡିବ ସେହି ୱେବସାଇଟ ରେ ଲେଖା ଥିବ କି “Say Yes to life and no to d-r-u-g-s"। ସେଠାରେ କ୍ଲିକ୍ କଲା ପରେ
ଆସୁଥିବା ସମସ୍ତ ଅପ୍ସନ୍ କୁ ଆପଣଙ୍କୁ ପୂରା କରିବା କୁ ପଡ଼ିବ। ନିଜ ନାଆଁ ଓ ଆଧାର କାର୍ଡ ଅନୁଯାୟୀ ଆପଣଙ୍କ ଡେଟ୍ ଅଫ ବର୍ଥ ମଧ୍ୟ ଦେବେ ଏହାପରେ ସେଥୀରେ ଯାହା ଯାହା ମାଗିଥିବ ତାହା ମଧ୍ୟ ଆପଣ ମାନେ ପୂରଣ କରିବେ। ଏହାପରେ ଆପଣ ଆପଣଙ୍କ ଭାଷା ମଧ୍ୟ ସିଲେକ୍ଟ କରିବେ। ଏହାପରେ ସେଠାରେ ଏକ ଶପଥ ମଧ୍ଯ ଆସିବ। ଯାହାକୁ କି ଆପଣ ମାନଙ୍କୁ ପଢ଼ିବାକୁ ପଡ଼ିବ।
ଏହାପରେ ନିଜ ମୋବାଇଲ୍ କୁ ଏକ ଓଟିପି ଆସିବ ଏବଂ ସେହି ଓଟିପି ଦେବା ପରେ ସେଠାରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ସେଠାରେ ମଧ୍ଯ ଆପଣଙ୍କ ସାର୍ଟିଫିକେଟ ଆସିଯିବ ଯାହା ଦ୍ବାରା ଆପଣ ମାନେ ମଧ୍ୟ ସାବ୍ୟସ୍ତ ହୋଇ ପାରିବେ କି ଆପଣ ମାନେ ନିଶା ସେବନ କରନ୍ତି ନାହିଁ। ଏବଂ ଏହି ସାର୍ଟିଫିକେଟ କୁ ନିଶା ସେବନ କରୁ ନଥିବା ଲୋକ ମାନେ ହିଁ ପାଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.