Movie prime

ଏଥର ଯଦି ଟିକେଟ ହଜିଯାଏ ତେବେ କରନ୍ତୁ ଏହିପରି କାମ ଆଉ ଅସୁବିଧାରେ ଜମା ପଡ଼ିବେନି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆପଣମାନେ ସମସ୍ତେ ତ ଟ୍ରେନ ଯାତ୍ରା କରିବାକୁ ଭଲ ପାଉଥିବେ । ଆଉ ଟ୍ରେନରେ ଯାତ୍ରା କରିଲେ ବହୁତ ଭଲ ଲାଗିଥାଏ । ଆଉ ଏହି ଟ୍ରେନ ଯାତ୍ରା ବହୁତ ଆରାମଦାୟକ ହୋଇଥାଏ । ଆଉ ଟ୍ରେନ ଯାତ୍ରା ସମୟରେ ଲୋକମାନେ ବହୁତ ଖୁସି ହୋଇଥାନ୍ତି । ଆଉ ରେଳ ଯାତ୍ରା ଶସ୍ତା ସହ ଆରାମଦାୟକ ହୋଇଥାଏ ।
ରେଳ ବିଭାଗ ପକ୍ଷରୁ ଟ୍ରେନ ଟିକେଟ ରଦ୍ଦ ଏବଂ ଆଉ ସବୁ ସୁବିଧା ବିଷୟରେ ଆପଣମାନେ ଅବଗତ ଥିବେ ।ଆଉ ଏବେ ଟ୍ରେନ ଟିକେଟକୁ ନେଇ ଆସିଛି କିଛି ଖବର । ଟ୍ରେନରେ ଯାତ୍ରା କରୁଥିବା ସମୟରେ କିଛି ଲୋକଙ୍କର ଟିକେଟ ହଜି ଯାଇଥାଏ । ଆଉ ଲୋକମାନେ ଏହି ହଜି ଯାଇଥିବା ଟିକେଟ ପାଇଁ ବହୁତ ହଇରାଣ ହୋଇଥାନ୍ତି । କାରଣ ଟିକେଟ ହଜିଗଲେ ଆଉ ମିଳେ ନାହିଁ । ଆଉ ସେଥିପାଇଁ ଅନେକ ଲୋକ ଫାଇନ ମଧ୍ୟ ଭରିଥାନ୍ତି ।
ଯଦି ଆପଣଙ୍କର କନଫର୍ମ ୱିଣ୍ଡୋ ଟିକେଟ ହୋଇଥାଏ ତାହେଲେ ଆପଣ କିଛି ଟଙ୍କା ଦେଇ ଆଉ ଏକ ଟିକେଟ କରନ୍ତୁ । ଆଉ ଆପଣ ରିଜର୍ଭଭେଶନ ଫର୍ମ ଭରନ୍ତୁ । ଯଦି ଆପଣଙ୍କର ଯାତ୍ରା ୫୦୦ କିଲୋମିଟରରୁ କମ୍ ତାହେଲେ ଆପଣ ୨୫ ପ୍ରତିଶତ ଏବଂ ଏହାଠାରୁ ଅଧିକ ହୁଏ ତାହେଲେ ୧୦ ପ୍ରତିଶତ ଚାର୍ଜ ଦେବାକୁ ହେବ । ତା ସହିତ ମିଳିବ ମେଡିକାଲ ସେବା । ଯାହାଦ୍ଵାରା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖାଯାଇଥାଏ ।
ଟ୍ରେନରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ଆପଣଙ୍କୁ ମେଡିକାଲ ସେବା ମିଳିପାରେ । ଆଉ ଆପଣଙ୍କ ଟିକେଟରେ ଆପଣଙ୍କ ସମ୍ପର୍କୀୟ ମଧ୍ୟ ଯାତ୍ରା କରିପାରିବେ । ଆଉ ଏହି ସମ୍ପର୍କରେ ଆପଣଙ୍କୁ ୨୪ ଘଣ୍ଟା ପୂର୍ବରୁ ଟିଟିଆଇ କିମ୍ବା ରେଳ ବିଭାଗର କର୍ମଚାରୀଙ୍କୁ ଜଣାଇ ଦେବା ଉଚିତ୍ । ଆଉ ଯଦି କୌଣସି ଛାତ୍ରଛାତ୍ରୀମାନଙ୍କ ବଦଳରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ନିଆଯିବ ତାହେଲେ ୪୮ ଘଣ୍ଟା ପୂର୍ବରୁ ଟିଟିଆଇ କିମ୍ବା ରେଳ ବିଭାଗର କର୍ମଚାରୀଙ୍କୁ ଜଣାଇ ଦେବା ଉଚିତ୍ ।
ଆଉ ଟ୍ରେନରେ ଯିବା ବେଳେ ଏମିତି କିଛି ଓଜନ ଅଛି ଯାହାକୁ ନେଇ ଆମେ ଟ୍ରେନରେ ଯାତ୍ରା କରିପାରିବା । ଆଉ ଏସି ଫାର୍ଷ୍ଟ କ୍ଲାସରେ ୭୦ କେଜି ଓଜନର ଜିନିଷ ନେଇପାରିବେ । ଆଉ ଏସି ସେକେଣ୍ଡ କ୍ଲାସରେ ୫୦ କେଜି ଓଜନର ଜିନିଷ ଏବଂ ଏସି ଥାର୍ଡ କ୍ଲାସରେ ୪୦ କେଜି ଓଜନର ଜିନିଷ ନେଇପାରିବେ । ସେକେଣ୍ଡ କ୍ଲାସରେ ୩୫ କିଲୋଗ୍ରାମ ଓଜନର ଜିନିଷ ବା ଲଗେଜ୍ ନେଇପାରିବେ । ଆଉ ସବୁ ଯାତ୍ରୀ ଏହି ସୁବିଧା ପାଇପାରିବେ ।