Movie prime

ଭାରତର ତାରକା ହୋଟେଲ ଗୋଟିଏ ରାତିକୁ ୩୩ ଲକ୍ଷ ଟଙ୍କା ଏହା ଭିତର ସୁବିଧା ଜାଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦାମୀ ହୋଟେଲ୍ କହିଲେ କଣ ବୁଝନ୍ତି ଯେ ଉତ୍ତମ ସାଜ ସଜ୍ଜା ସହ ଉନ୍ନତ ମାନର କାରିଗରୀ କୌଶଳ ହୋଇଥିବା ଦରକାର। ହେଲେ ଏଭଳି ଉନ୍ନତ ମାନର ହୋଟେଲ୍ ଆପଣ କେବେ ହେଲେ ଦେଖିଛନ୍ତି କି? ଏବଂ ତାହା କିଭଳି ଦେଖା ଯାଏ ଆପଣ ଜାଣିଛନ୍ତି କି? ଯଦି ଜାଣି ନାହାଁନ୍ତି ତେବେ ଆମେ ଆପଣଙ୍କୁ ଆଜି ସେହି ହୋଟେଲ୍ ସମ୍ପର୍କ ରେ କହିବାକୁ ଯାଉଛୁ।
ଜୟପୁର ର ବିମାନ ବନ୍ଦରରୁ ୧୩କିମି ବ୍ୟବଧାନ ରେ ଅବସ୍ଥିତ ଥିବା ଏହି ହୋଟେଲ୍ ଟିର ନାମ ହେଉଛି“ ଦ ରାଜ୍ ପ୍ୟାଲେଶ୍ "। ଏହା କେବଳ ଭାରତର ନୁହେଁ ଆଜ୍ଞା ବରଂ ଏସିଆ ର ସବୁ ଠାରୁ ବଡ ହୋଟେଲ୍। ଆପଣ ମାନେ ଜାଣିଥିବେ କି ବିଗ୍ ସିଟି ଭାବରେ ଜଣା ଶୁଣା ହେଉଛି ଜୟ ପୁର। ନିଜ ସଂସ୍କୃତି ଓ ଐତିହାସିକ ଗୁଣ ପାଇଁ ସାରା ବିଶ୍ବ ରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଠି କରିଛି।
ଏହି ହୋଟେଲ୍ ହେଉଛି ଏକ ଅତ୍ୟାଧୁନିକ ଓ ପାରମ୍ପରିକ ନିର୍ମାଣ କଳା। ମୋଗଲ ଓ ଅତ୍ୟାଧୁନିକ କଳା କୌଶଳ ର ସମିଶ୍ରଣ ଭାରତର ଏକ ସୁନ୍ଦର୍ ରାଜ ପ୍ରାସାଦ। ଏହି ହୋଟେଲ୍ ର ସାଜସଜ୍ଜା ଓ ନିର୍ମାଣ ଶୈଳୀ ପର୍ଯ୍ୟଟକ ଙ୍କୁ ସମ୍ମୋହିତ କରିଥାଏ। ଏହି ହୋଟେଲ୍ ରେ ୭୮ ଟି ରୁମ୍ ଅଛି ଏବଂ ପ୍ରତ୍ୟେକ ରୁମ୍ ର ମାର୍ବଲ ରେ ଐତିହାସିକ କାରୁ କାର୍ଯ୍ୟ ଦେଖିବାକୁ ମିଲୁଛି।
ଏଠାରେ ଥିବା ଲୋକ ମାନେ ରୂପା ପଲଙ୍କରେ ଶୋଇବା ସହ ସୁନା ଥାଳିରେ ଖାଇବା ଖାଇ ଥାଆନ୍ତି। ଏହି ହୋଟେଲ୍ ରେ ଗୋଟିଏ ରାତି ରହିବା ପାଇଁ ଖର୍ଚ୍ଚ କରିବାକୁ ପଡେ ୧୮ ଲକ୍ଷ ଟଙ୍କା। ସେଥି ପାଇଁ ତ ଏହା ଏସିଆ ମହାଦେଶ ର ସବୁ ଠାରୁ ବଡ ହୋଟେଲ୍ କାରଣ ଅନେକ ଲୋକଙ୍କ ସ୍ବପ୍ନ ଏହି ହୋଟେଲ୍ ରେ ରହିବା ପାଇଁ।