Movie prime

ଗ୍ଲାମର ଦୁନିଆର ଲାଞ୍ଚୂଆ ଅଭିନେତ୍ରୀ ଦେଖନ୍ତୁ ଧରା ପଡ଼ିଲେ ପୁଣି ହେଲା ଜେରା

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଦୁଇ ଶହ କୋଟି ର ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ଼ ଅଭିନେତ୍ରୀ ଯ୍ୟାଙ୍କଲିନ୍ ଙ୍କୁ ଜେରା କରିବା ପରେ ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେଇ ଙ୍କୁ ଜେରା କରାଯାଉଥିବାର ଜଣାପଡିଛି। ସମନ୍ ପରେ ଅପରାହ୍ନ ରେ ଅଭିନେତ୍ରୀ ନୋରା ଫତେଇ ଓ ସେମାନଙ୍କୁ ସୁକେଶ୍ ସହ ପରିଚୟ କରାଇଥିବା ପିଙ୍କି ଦିଲ୍ଲୀପ ପୋଲିସ ଙ୍କ ଅର୍ଥନୀତିକ ପାଖରେ ହାଜର ହୋଇଥିଲେ।
ଦୁହିଁଙ୍କ ସୁକେଶ୍ ସହ ସମ୍ପର୍କ ଓ ଆର୍ଥିକ କାରବାର ନେଇ ଜେରା କରାଯାଇଥିବା ସୂଚନା ମିଳିଛି।ଏହା ପୂର୍ବରୁ ଗତକାଲି ଅଭିନେତ୍ରୀ ଯ୍ୟାଙ୍କଲିନ୍ ଙ୍କୁ ଦିଲ୍ଲୀ ପୋଲିସ ର ଇ ଓ ଡବ୍ଲୁ ଶାଖା ଜେରା କରିଥିଲେ।ତେବେ ପୁବରୁ ସେପ୍ଟେମ୍ବର ୨ ତାରିଖ ରେ ଅଭିନେତ୍ରୀ ନୋରା ଫତେଇ ଙ୍କୁ ଦିଲ୍ଲୀ ପୋଲିସ ଜେରା କରିଥିଲେ।ସୂଚନା ଅନୁସାରେ ଦୀର୍ଘ ସାତ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା।
ବିଭିନ୍ନ ତଥ୍ୟ ହାସଲ କରିଥିଲେ।ତେବେ ସୁକେଶ୍ ଙ୍କ ଅପରାଧିକ କାର୍ଯ୍ୟକଳାପ କୁ ନେଇ ଅଭିନେତ୍ରୀ ନୋରା ଫତେଇ ଜାଣି ନଥିଲେ ବୋଲି କହିଛନ୍ତି।ବର୍ତ୍ତମାନ ପୁଣିଥରେ ତାଙ୍କୁ ଦ୍ଵିତୀୟ ଥର ପାଇଁ ଅଭିନେତ୍ରୀ ନୋରା ଫତେଇ ଙ୍କୁ ଜେରା କରିଛନ୍ତି।ଗତ କାଲି ଅଭିନେତ୍ରୀ ଯ୍ୟାଙ୍କଲିନ୍ ଙ୍କ ସହିତ ପିଙ୍କି ଙ୍କୁ ମଧ୍ୟ ଜେରା କରାଯାଇଥିଲା।ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ ଉଭୟ ଯ୍ୟାଙ୍କଲିନ୍ ଓ ନୋରା ସୁକେଶ୍ ଙ୍କ ଠାରୁ ଦାମୀ କାର ଉପହାର ଭାବରେ ଗ୍ରହଣ କରିଥିଲେ।
ଏପରିକି ସୁକେଶ୍ ଙ୍କ ଠାରୁ ଯ୍ୟାଙ୍କଲିନ୍ ୬୫ ହଳ ଜୋତା,୪୭ ଟି ଡ୍ରେସ୍,୩୨ ଟି ବ୍ୟାଗ୍,୨୦ ଟି ଅଳଙ୍କାର,୫ ଟି ଘଣ୍ଟା ଏମିତି ଅନେକ ଉପହାର ନେଇଥିଲେ।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଦର୍ଶକମାନେ ଏହି ଘଟଣା ଜାଣିବା ପରେ ଦୁଇ ଜଣ ଅଭିନେତ୍ରୀ ଙ୍କୁ ଲାଞ୍ଚୁଆ ଅଭିନେତ୍ରୀ ବୋଲି କହିଛନ୍ତି।