Movie prime

Jio ର ସବୁଠାରୁ ଶସ୍ତା ପ୍ଲାନ୍ ଦେଖନ୍ତୁ ଏତିକି ଟଙ୍କାରେ ପାଇବେ ପୁରା ଲାଭ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ଦେଖୁଥିବେ ।
ଆଜିକା ଯୁଗର ଲୋକମାନେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଏହି ଯୁଗର ଲୋକମାନେ ଅନେକ ପ୍ରକାରର ସିମ ବ୍ୟବହାର କରିଥାନ୍ତି । ଲୋକମାନେ ଏୟାରଟେଲ, ଟାଟା ଡୋକୋମ, ବିଏସନାଲ, ଜିଓ ଏବଂ ଆଇଡିଆ ଆଦି ଅନେକ ସିମ ବ୍ୟବହାର କରିଥାନ୍ତି । 
ଆଉ ଅନେକ ଲୋକ ଜିଓ ସିମ ବ୍ୟବହାର କରିଥାନ୍ତି । ଜିଓ ସିମର ଚାହିଦା ଆଉ ତାହାର ପ୍ଲାନ୍ ଗୁଡ଼ିକ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଲୋକମାନେ ସବୁବେଳେ ଅନେକ ପ୍ଲାନ୍ ଆଉ ତାଙ୍କ ବଜେଟ ଅନୁଯାୟୀ ଥିବା ପ୍ଲାନ୍ ଗୁଡ଼ିକୁ ପସନ୍ଦ କରିଥାନ୍ତି ।
ଏବେ ସୋସିଆଲ ମିଡିଆରେ ଆମେ ଏହି ସିମକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବା । ଏହି ଭିଡିଓରେ ଏହି ପ୍ଲାନ୍ ସବୁ ଉଲ୍ଲେଖ କରାଯାଇଛି । ଆସିଗଲା ଜିଓର ସବୁଠାରୁ ଶସ୍ତା ପ୍ଲାନ୍ । 
ଏହି ପ୍ଲାନ୍ ହେଉଛି ଥରେ ରିଚାର୍ଜ୍ କରିଲେ ୩୩୬ ଦିନ ଯିବ । ବାରମ୍ବାର ରିଚାର୍ଜରୁ ଆପଣମାନେ ମୁକ୍ତି ପାଇପାରିବେ । ଏହି ପ୍ଲାନ୍ ହେଉଛି ଜିଓର ସବୁଠାରୁ ଭଲ ଆଉ ଶସ୍ତା ପ୍ଲାନ୍ । ଥରେ ରିଚାର୍ଜ କରିବାକୁ ପଡ଼ିବ ଆଉ ବର୍ଷ ସାରା ଏହାର ଲାଭ ଉଠାଇ ପାରିବେ ।
ଏହି ଯୋଜନା ହେଉଛି ଥରେ ରିଚାର୍ଜ କରିଲେ ବର୍ଷ ସାରା ଟେନସନ୍ ନଥାଏ । ଟେଲିକମ୍ କମ୍ପାନୀ ଜିଓ ଏହାର ପ୍ଲାନ୍ ଯୋଗାଉଛି । ଟେଲିକମ୍ କମ୍ପାନୀ ଜିଓ ଏହା ଜିଓ ଫୋନ ପାଇଁ ଆଣିଛି । ଏହି ଯୋଜନାର ମୂଲ୍ୟ ହେଉଛି ୮୯୯ ଟଙ୍କା । 
ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ୩୩୬ ଦିନର ବୈଧତା ମିଳୁଛି । ଆଉ ଏହାସହ ଅନେକ ସୁବିଧା ବି ମିଳୁଛି । ଉପଭୋକ୍ତାମାନେ ୨୮ ଦିନ ପାଇଁ ୨ ଜିବି ଡାଟା ପାଆନ୍ତି ।
ମୋଟ ଉପରେ ଆପଣ ୨୪ ଜିବି ଡାଟା ପାଇବେ । ଏହି ପ୍ଲାନର ଦୈନିକ ମୂଲ୍ୟ ଖର୍ଚ୍ଚ ୨ ଟଙ୍କା ହେବ । ଆଉ ଆପଣମାନେ ଏହି ସେବାରେ ଅନଲିମିଟେଡ କଲ୍ ସୁବିଧା ପାଇପାରିବେ ।
ଆଉ ଯଦି ଆପଣ ଜିଓ ମୋବାଇଲ ନ ଚଲାଇ ଅନ୍ୟ ସ୍ମାର୍ଟ ଫୋନ ବ୍ୟବହାର କରିଛନ୍ତି ତାହେଲେ ଆପଣଙ୍କୁ ୩୩୬ ଦିନ ପାଇଁ ୨୫୪୫ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ।