Movie prime

ଗୋଟିଏ ଦିନରେ ହରାଇଲେ ୭୭ ହଜାର କୋଟି ସହିଲେ ବିରାଟ କ୍ଷତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଭିଡିଓ ଦେଖିପାରିବେ ।ଆଉ ଏବେ ଆମାଜନ ଆପ ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଆଉ ଏହି ଆମାଜନର ସିଇଓଙ୍କୁ ନେଇ ଏବେ କିଛି ଖବର ସାମ୍ନାକୁ ଆସିଛି । ଆଉ ଆମେ ଏହି ଭିଡିଓରେ ଏହି ଘଟଣା ବିଷୟରେ ଜାଣିପାରିବା ।
ଆମାଜନର ସିଇଓ ଜେଫ ବେଜୋସ ଦିନକରେ ୯୩୦୦ କୋଟି ଡ଼ଲାର କ୍ଷତି ସହିଛନ୍ତି ବୋଲି ଜଣାପଡିଛି ।୮୪୦ କୋଟି ଡଲାରର କ୍ଷତି ସହିଲେ ଏଲନ୍ ମସ୍କ । ଆମେରିକା ସେୟାର ବଜାରରେ ମଙ୍ଗଳବାର ଦିନ ଏହି ଖବର ଆସିଥିଲା । ଆଉ ସୁନାମିର ୧୦ ବିଲିଅନଙ୍କ ମଧ୍ୟରୁ ୮ ଜଣ ବିଲିଅନଙ୍କର ପଇସା ଭାସି ଯାଇଛି ।
ଆଉ ସବୁଠାରୁ ବଡ଼ କ୍ଷତି ହୋଇଛି ଆମାଜନର ସିଇଓ ଜେଫ ବେଜୋସଙ୍କର । ତାଙ୍କର ଅନେକ ଡଲାର ସୁନାମିରେ ଭସାଇ ନେଇଛି । ଆଉ ଏବେ ଏହି ଘଟଣା ସବୁ ଆଦେ ଚର୍ଚ୍ଚାର ବିଷୟ ପାଲଟିଛି । ଆମାଜନର ସିଇଓ ସବୁଠାରୁ ଅଧିକ ଆଉ ତାପରେ ଆଉ ସବୁ ବିଲିଅନ ମଧ୍ୟ ଯେମିତିକି ଟେଷ୍ଟଳନ ମୁଖ୍ୟ, ଫେସବୁକ୍ ମୁଖ୍ୟ, ଗୁଗଲର ମୁଖ୍ୟ ଆଉ ଏମିତି ଅନେକ ଲୋକ ଅନେକ ଟଙ୍କା ହରାଇଛନ୍ତି ।
ଗୋଟିଏ ଦିନରେ ଏହି ଆମେରିକୀୟ ଧନୀମାନେ ମିଶି ୯୩୦୦ କୋଟି ଡ଼ଲାର ଟଙ୍କା କ୍ଷତି ସହିଛନ୍ତି ।ଆମେରିକା ଇତିହାସରେ ଏହି ଘଟଣା ନବମ ଥର ପାଇଁ ଘଟିଛି ।ଆଉ ଏହି ଘଟଣାରେ ଆମେରିକା ଅଧିକ ପ୍ରଭାବିତ ହୋଇଛି । ଆଉ ଏହି ମୁଖ୍ୟମାନେ ତାଙ୍କ ସେୟାର ବିକ୍ରି କରିବାକୁ ଭବିଛନ୍ତି । ଆଉ ଏହିସବୁ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଆଉ ଭାରତର ଆଦାନୀ ଆଉ ଅମ୍ବାନୀଙ୍କର ସେୟାର ବଢ଼ିଛି ।