Movie prime

ଜିଭରେ ନାକକୁ ଛୁଇଁ ରେକର୍ଡ କଲେ ୧୪ ବର୍ଷୀୟ ଝିଅ ଦେଖନ୍ତୁ କେମିତି କଲେ ହାସଲ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୪ ବର୍ଷ ର ଝିଅ ଙ୍କ ଏକ ନୁଆ ରେକର୍ଡ ଦେଖିବାକୁ ମିଳିଛି ନିଜ ଜିଭରେ ନାକ କୁ ଛୁଇଁ କରିଲେ ଏକ ନୁଆ ରେକର୍ଡ। ଜିଭ କୁ ୨୨ ମିନିଟ ପର୍ଯ୍ୟନ୍ତ ନାକରେ ଲଗାଇ ରଖିଥିଲେ।
ଏବଂ ରେକର୍ଡ ମଧ୍ଯ ସୃଷ୍ଟି କରିଥିଲେ। ଆପଣ ମାନେ ଜାଣିଥିବେ କି ସମସ୍ତେ ନିଜର ଦକ୍ଷତା ବଳରେ ହିଁ ରେକର୍ଡ଼ କରିଥାଆନ୍ତି। ବିଭିନ୍ନ ଅଜବ କାମ କରି ମଧ୍ୟ କେହି କେହି ରେକର୍ଡ ହାସଲ କରି ପାରି ଥାଆନ୍ତି।
ଆପଣ ମାନେ ଏହା ମଧ୍ଯ ଜାଣିଥିବେ କି ଲୋକ ମାନେ ଏହା ମଧ୍ଯ କହିଥାନ୍ତି କି ଜିଭ କୁ ନାକ ଆଗରେ ଲଗାଇବା ବହୁତ କଷ୍ଟକର ହୋଇଥାଏ।
କିନ୍ତୁ ବାଙ୍ଗାଲୋର ର ୧୪ ବର୍ଷୀୟା ଦେବଶ୍ରୀ ଅମର ଫୋକାଲେ ଜିଭରେ ନାକ ଆଗକୁ ଛୁଇଁ ଏସିଆନ ରେକର୍ଡ କରିଛନ୍ତି।୨୨ ମିନିଟ ପର୍ଯ୍ୟନ୍ତ ଦେବଶ୍ରୀ ନାକ କୁ ଜିଭରେ ଲଗାଇ ରଖିଥିଲେ। ଏନେଇ ଏସିଆ ବୁକ୍ ଅଫ ରେକର୍ଡ ତାଙ୍କୁ ଗ୍ରାଣ୍ଡ ମାଷ୍ଟର ସାର୍ଟିଫିକେଟ ପ୍ରଦାନ କରିଛି।
ଆଗାମୀ ଦିନରେ ସେ ନିଉୟର୍କ ୱର୍ଲ୍ଡ ରେକର୍ଡ ଓ ଗ୍ଲୋବାଲି ନିଉୟର୍କ ୱର୍ଲ୍ଡ ରେକର୍ଡ ରେ ଅଂଶ ଗ୍ରହଣ କରିବେ।ଦେବଶ୍ରୀ ନିଜ ନାକ ମାଧ୍ୟମରେ ନିଜର ନାକ ର ଅଗ୍ରଭାଗ କୁ ସ୍ପର୍ଶ କରି ପାରୁଛନ୍ତି।
୨୦୨୧ ରେ ଦେବଶ୍ରୀ ଙ୍କ ମାଆ ନେଦରଲାଣ୍ଡ ରେ ଜଣେ ବ୍ୟକ୍ତି ୧୪ ମିନିଟ ୧ ସେକେଣ୍ଡ ପର୍ଯ୍ୟନ୍ତ ଜିଭରେ ନାକ ଅଗକୁ ସ୍ପର୍ଶ କରି ଗିନିଜ ୱର୍ଲ୍ଟ ରେକର୍ଡ କରିଥିବା ଏକ ପୁସ୍ତକରେ ପଢିଥିଲେ।
ଏହାପରେ ଦେବଶ୍ରୀ ଙ୍କୁ ତାଙ୍କ ମାଆ ଏହା ପାଇଁ ପ୍ରାକଟିସ କରିବାକୁ କହିଥିଲେ। ଘର ଲୋକଙ୍କ କଥା ମାନି ଦେବଶ୍ରୀ ନିୟମିତ କିଛି କିଛି ସମୟ ଧରି ଜିଭକୁ ନାକ ଆଗରେ ଲଗାଇ ରଖିବାରେ ଅଭ୍ୟାସ ମଧ୍ଯ କରୁଥିଲେ।
୨୦୨୨ ରେ ସେ ଏସିଆନ ରେକର୍ଡ ରେ ଭାଗ ମଧ୍ୟ ନେଇଥିଲେ। ଏହାପରେ ସେଥିରେ ସେ ସଫଳତା ପାଇ ସର୍ବୋଚ୍ଚ ସ୍ଥାନରେ ରହିଥିଲେ। ତେବେ ଦେବଶ୍ରୀ ଙ୍କ ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।