Movie prime

କବର ଦେଖି ରାନ୍ଧି ଖାଆନ୍ତି ମହିଳା ଦେଖନ୍ତୁ କାହିଁକି ରଖନ୍ତି ଏମିତି ଅଜବ ରୁଚି

 
Viral news

ମହିଳାଙ୍କର ଅଜବ ନିଶା।କବର ଉପରେ ଲେଖା ଥିବା ରେସିପି ଦେଖନ୍ତି ମହିଳା।ତାକୁ ନେଇ ସ୍ଵତନ୍ତ୍ର ରୋଷେଇ କରିଥାନ୍ତି।ପ୍ରସ୍ତୁତ କରନ୍ତି ମୃ-ତ-କ ମାନଙ୍କ ପ୍ରିୟ ଖାଦ୍ୟ।

ଆଉ ସେ ସବୁ ଭୋଜନ କରନ୍ତି।ତେବେ ଯେତେବେଳେ ଜଣେ ବ୍ୟକ୍ତି ମରି ଯାଇଥାନ୍ତି କିଛି ଧର୍ମରେ ପୋତି ଦିଆଯାଇଥାଏ।

ଆଉ ଯେଉଁ ଧର୍ମରେ ସେମାନେ କବର ଦେଇଥାନ୍ତି ସେଠାରେ ଏକ କବର ତିଆରି କରାଯାଏ।ଯେଉଁଥିରେ ପଥର ଲଗାଇ ସେହି ବ୍ୟକ୍ତି ଙ୍କ ବିଷୟରେ ସୂଚନା ଲେଖା ଯାଇଥାଏ।

ଏବଂ କିଛି ସକରାତ୍ମକ ଜିନିଷ ମଧ୍ୟ ଲେଖା ଯାଇଥାଏ।କେବଳ ଏତିକି ନୁହେଁ।କିଛି ଲୋକ ସେମାନଙ୍କର ପ୍ରିୟ ଖାଦ୍ୟ ର ସମ୍ପୂର୍ଣ୍ଣ ରେସିପି ମଧ୍ୟ ସେମାନଙ୍କ ମୃ-ତ ସଂପର୍କୀୟ ଙ୍କ ସମାଧି ପଥର ରେ ଲେଖିଥାନ୍ତି।
ଯାହାଦ୍ଵାରା ଜଣେ ଏହାକୁ ପଢି ସମାନ ଖାଦ୍ୟ ରାନ୍ଧି ପାରିବେ।ସେମାନେ ବିଶ୍ୱାସ କରନ୍ତି।
କିନ୍ତୁ ଏହି ଉପାୟରେ ଦେହାନ୍ତ ହୋଇଥିବା ଲୋକମାନେ ସର୍ବଦା ଲୋକଙ୍କ ସ୍ମୃତି ରେ ଜୀବନ୍ତ ରୁହନ୍ତି।ତେବେ ଜଣେ ଆମେରିକୀୟ ମହିଳାଙ୍କୁ କବର ପଥର ଉପରେ ଥିବା ରେସିପି ବହୁତ ପସନ୍ଦ ଆସିଛି।
ସେଥିପାଇଁ ମହିଳା ଜଣଙ୍କ ଏଭଳି କବର ଖୋଜିବାରେ ଲାଗିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କିନ୍ତୁ ମହିଳା ଜଣଙ୍କ ସତରେ ଏଭଳି କରୁଛନ୍ତି ବୋଲି ଜଣାପଡିଛି।ବର୍ତ୍ତମାନ ଏହି ବିଷୟରେ ଚାରିଆଡ଼େ ସମାଲୋଚନ ମଧ୍ୟ କରାଯାଇଛି।
ଯେଉଁ କବର ଭିତରେ ରେସିପି ରହିଛି ଏବଂ ସେ ଏହାକୁ ତାଙ୍କ ଘରେ ରୋଷେଇ କରୁଛନ୍ତି ଆଉ ନିଜେ ଖାଉଛନ୍ତି।ଏହି ମହିଳା ଙ୍କ ନାମ ହେଉଛି ରୋଜି।ତାଙ୍କର ବୟସ ହେଉଛି ୩୩ ବର୍ଷ।ତାଙ୍କୁ ଏଭଳି ରେସିପି ଦେଖି ବହୁତ ପସନ୍ଦ ଆସିଲା
ଏବଂ ସେ ସବୁଦିନେ ଖୋଜି ରୋଷେଇ କରିଥାନ୍ତି ଆଉ ଖାଇଥାନ୍ତି। ଦିନେ ସେ ଯାଇଥିବା ବେଳେ ମୃ-ତ ବ୍ୟକ୍ତି ଙ୍କ କବରରେ ଏମିତି ରେସିପି ଲେଖା ଥିବାର ଦେଖିଲେ।ସେହି ଦିନଠାରୁ ରେସିପି ଦେଖି ରୋଷେଇ କରି ଚାଲିଲେ।