Movie prime

ସାଥୀ ର ଦେହାନ୍ତ ପରେ କାନ୍ଦୁଛି ଶୁଆ, ଭିଡିଓ ଦେଖିଲେ ଆପଣ ବି ଭାବୁକ ହେଇଯିବେ

 
Special report
ସାଥୀ ଚାଲିଯିବା ପରେ ମଣିଷ ପରି ଭାବୁକ ହେଲା ଶୁଆ।ଭିଡିଓ ଟି ଦେଖିଲେ ଆପଣମାନେ ଭାବ ପ୍ରବଣ ହୋଇଯିବ।ଆପଣମାନେ ନିଶ୍ଚିନ୍ତ ଭାବରେ ପଶୁ ପକ୍ଷୀ ମାନଙ୍କ ର ଅନେକ ମଜାଦାର ଭିଡିଓ ଦେଖିଥିବେ।
କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ତାହାକୁ ଦେଖିଲେ ଆଖିରେ ଲୁହ ଚାଲି ଆସିବ।ଅନେକ ଲୋକମାନେ ଘରେ ଘରେ କିଛି ପଶୁ ପକ୍ଷୀ ରଖିଥାନ୍ତି।ଯେଉଁମାନେ ମଣିଷ ସହିତ ବଞ୍ଚିବା ସମୟରେ ସମ୍ବେଦନଶୀଳତା ଶିଖି ଯାଇଥାନ୍ତି।
ସେମାନଙ୍କର ହୃଦୟ ମଧ୍ୟ ଭାଙ୍ଗିଥାଏ।ନିଜ ଲୋକଙ୍କୁ ହରାଇବାର ଦୁଃଖ ସେମାନେ ଜାଣି ପାରିଥାନ୍ତି।ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଭାଇ ରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୋଟିଏ ଶୁଆ ଟିଏ ଅତ୍ୟନ୍ତ ଭାବ ପ୍ରବଣ ହୋଇଯାଉଛି।ଶୁଆଟି ନିଜର ସାଥିର ମୃ-ତ୍ୟୁ ରେ ସମ୍ପୂର୍ଣ ଭାଙ୍ଗି ପଡ଼ିଛି।
ମୃ-ତ୍ୟୁ ପରେ ଶୁଆଟି ଅସହାୟ ହୋଇ ପଡ଼ିଛି। ତା ପାଖରେ ବସି ନିଜ ଥନ୍ଟ ରେ ଆଉଁଶି ପକାଉଥିବାର ଦେଖିବାକୁ ମିଳିଛି।ସତେ ଯେମିତି କହୁଛି ଧନ ତୁ ଉଠି ଜା।
କିନ୍ତୁ ସେ ବୋଧେ ଜାଣି ନାହିଁ ତା ସାଥି ଏହି ଦୁନିଆ ଛାଡ଼ି ଆରପାରି କୁ ଚାଲି ଯାଇଛି।ଆଉ ଶୁଆଟି ଦୁଃଖରେ ଭାଙ୍ଗି ପଡ଼ିଛି।ମଣିଷ ଯେପରି ଜଣେ ନିଜ ଲୋକଙ୍କୁ ହରାଇଲେ ବହୁତ କଷ୍ଟ ପାଇଥାଏ ଠିକ୍ ସେହିପରି ଶୁଆଟି ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛି।
ଦର୍ଶକ ମାନେ ଏହି ଭିଡିଓ ଦେଖି ମଧ୍ୟ ବହୁତ ଭାବ ପ୍ରବଣ ହୋଇ ପଡିଛନ୍ତି।ଏବଂ ଶୁଆଟି ର ଭଲ ପାଇବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଭିଡିଓ ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଶୁଆଟି ସବୁ ଦିନ ପାଇଁ ଚାଲି ଯାଇଛି। ଯେତେ ଚେଷ୍ଟା କରିଲେ ମଧ୍ୟ ଉଠୁ ନଥିଲା। ତାର ଶେଷ ବିଦାୟ ପାଇଁ ପ୍ରସ୍ତୁତି ଚାଲିଛି।ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି।