Movie prime

ବାହାହେଇ ହେଲିକପ୍ଟର କାରରେ ଶଶୁର ଘରକୁ ବିଦା ହେଲେ କନ୍ୟା ଦେଖନ୍ତୁ ଏହି ଦୃଶ୍ୟ

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆମ ରାଜ୍ୟ, ଆମ ପଡ଼ୋଶୀ ରାଜ୍ୟ ଆଦିର ଅନେକ ଖବର ଶୁଣିବାକୁ ମିଳୁଛି ।
ସୋସିଆଲ ମିଡିଆ ପ୍ଳାଟଫର୍ମ ଆମକୁ ଅନେକ କଥା ଜଣାଇଥାଏ । ଏବେ ବିହାର ରାଜ୍ୟକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ବିହାର ରାଜ୍ୟରେ ଏଭଳି ଏକ କାରକୁ ମୋଡ଼ିଫାୟ କରାଯାଇଛି ଯାହାକୁ ନେଇ ଏବେ ସେ ରାଜ୍ୟରେ ବିବାହ କରୁଥିବା ଲୋକମାନେ ବହୁତ ଖୁସି ଅଛନ୍ତି । ଏବେ ଏହି ଖବରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ଜାଣିଥିବେ ଯଦି କାହାର ବିବାହ ହୁଏ ତାହେଲେ ସେମାନେ ସବୁବେଳେ କିଛି ଅଲଗା ଢଙ୍ଗରେ ବାହାଘର ହେଉ ବା ବରଯାତ୍ରୀ ଆଣିବାକୁ ଚାହିଁଥାଆନ୍ତି । ସମସ୍ତେ ଚାହିଁଥାନ୍ତି କି ସେମାନେ ତାଙ୍କ ବିବାହରେ ଅଲଗା କିଛି କରନ୍ତୁ ଆଉ ଯାହାକୁ ଲୋକମାନେ ଦେଖନ୍ତୁ ଆଉ ବହୁତ ପସନ୍ଦ କରନ୍ତୁ ।
ସେହିଭଳି ଏକ ନିଆରା ଢଙ୍ଗରେ ବିହାର ରାଜ୍ୟରେ ଏକ ସ୍ଥାନରେ ବିବାହ କରି ସାରିଥିବା ଝିଅଟି ତାର ଶାଶୁଘରକୁ ଯାଉଛି । ଏହା ଦେଖିଲେ ଆପଣ ମଧ୍ୟ ବହୁତ ଖୁସି ହୋଇଯିବେ । ବିବାହ ସମୟରେ ସମସ୍ତେ ଚାହିଁଥାଆନ୍ତି ତାଙ୍କ ବର ଏକ ଅଲଗା ପ୍ରକାରରେ ବରଯାତ୍ରୀ ଆଣୁ ।
ଆପଣମାନେ ସମସ୍ତେ ଜାଣିଥିବେ ପୁଅ ବରଯାତ୍ରୀ ଆଣିଲେ ସେ ବିଭିନ୍ନ ମଡେଲର କାରରେ ବସି ଆସିଥାଏ । ଆଉ ଏବେ ଯୁଗ ସହ ସବୁ କିଛି ବଦଳି ଗଲାଣି । ଏବେ ଲୋକମାନେ ହେଲିକପ୍ଟରରେ ବିବାହ କରିବାକୁ ଯାଉଛନ୍ତି । ଆଉ ଏହି ବିହାର ରାଜ୍ୟରେ ଗୋଟିଏ ବାହାଘର ଥିଲା ।
ଆଉ ଏହି ବିବାହରେ ପୁଅ ଏଭଳି ଏକ ଗାଡ଼ିରେ ଯାଇଥିଲା ଯାହା ଦେଖିଲେ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଛି । ଆଉ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି । ଏହି ବ୍ୟକ୍ତି ଜଣକ କାର ହେଲିକପ୍ଟରରେ ବର ବେଶ ଧରି ବସିଥିଲେ । ଏହି ହେଲିକପ୍ଟର କାରରେ ଝିଅଟି ତାର ଶାଶୁଘରକୁ ଆସିଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏବେ ଏହି କାର ହେଲିକପ୍ଟରର ଚାହିଦା ବହୁତ ପରିମାଣରେ ବଢି ଯାଇଛି ।ଏହି କାରକୁ ବନାଇବାକୁ ୮ ମାସ ସମୟ ଲାଗିଲା । ଏକ ନାନୋ କାର ଉପରେ ହେଲିକପ୍ଟର ଭଳି ପଙ୍ଖା ଡିଜାଇନ୍ କରାଯାଇଛି ।ଏହି କାର ପାଇଁ ସେଠାକାର ଲୋକମାନଙ୍କର ଚାହିଦା ଅଧିକ 
ଏହି କାର ୭୦ ଲକ୍ଷ ଟଙ୍କାରେ କିଣିଲେ ଜଣେ ବ୍ୟକ୍ତି । ଏହି ଗାଡ଼ି ଯିଏ ବିବାହରେ ନେବ ସେ ପୂର୍ବରୁ ବୁକିଂ କରିବା ଆବଶ୍ୟକ । ଏହି ଗାଡ଼ି ଦିନକୁ ୭ ହଜାର ଟଙ୍କା ଭଡ଼ା ନେଉଛି । ଏହି ଗାଡ଼ି ପାଇଁ ବିହାର ଏବଂ ଅନ୍ୟ ରାଜ୍ୟର ମଧ୍ୟ ଚାହିଦା ରହିଛି । ଏହି କାର ବିହାର ରାଜ୍ୟର ବାହାଘରରେ ଯାଉଛି ଏବଂ ଏହାସହ ଅନ୍ୟ ରାଜ୍ୟର ବିବାହରେ ମଧ୍ୟ ଯାଉଛି ।