Movie prime

ଅଦଦ୍ଭୁତ ଏହି ମନ୍ଦିର ଥରେ ଏହି ମନ୍ଦିର ର କବାଟ ଖୋଲିଲେ ବୁଡି ଯାଏ ସବୁ ଜାହାଜ ବିଶ୍ୱାସ ନହେଲେ ବି ସତ ଦେଖନ୍ତୁ ଏମିତି କାହିଁକି ହୁଏ

 
ZX

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ଏମିତି ଏକ ମନ୍ଦିର ର ରହସ୍ୟ ବିଷୟ ରେ ଜାଣିବେ ଯାହାକୁ ଶୁଣିଲେ ଆପଣ ଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ। ଏହି ମନ୍ଦିର ଟି ୩୦୦୦ ବର୍ଷ ପୁରୁଣା ମନ୍ଦିର ଏହାର ରହସ୍ୟ ଜାଣିଲେ ଆପଣ ଙ୍କ
ପାଦ ତଳୁ ମାଟି ଖସିଲା ଭଳି ଅନୁଭବ ହେବ। ଏହି ମନ୍ଦିର ଟି କେଉଁଠି ଆଉ କଣ ପାଇଁ ଏହାର କବାଟ କୁ ଖୋଲିବା ମାତ୍ର କେ ସମୁଦ୍ର ର ଯାଉ ଥିବା ଜାହାଜ ସେହି କ୍ଷଣି ପାଣି ରେ ବୁଡି ଯାଏ।

ଭାରତ ର ୫୧ ଶକ୍ତି ପୀଠ ମଧ୍ୟ ରୁ କନ୍ୟା କୁମାରୀ ଅନ୍ୟତମ କୁହାଯାଏ ଏହି ଠାରେ ସତୀ ଙ୍କ ମଝି ହାଡ଼ ଟି ପଡ଼ି ଥିଲା ମନ୍ଦିର ଟି ବହୁ ପୁରାତନ ଏହା ର କଥା ବହୁ ପ୍ରାଚୀନ ଗ୍ରନ୍ଥ ରେ ଉଲ୍ଲେଖ ରହିଛି। ଦେବୀ କନ୍ୟା କୁମାରୀ ଙ୍କ ମୂର୍ତ୍ତି ର ସ୍ଥାପନା ଭଗବାନ ପର୍ଶୁରାମ କରି ଥିଲେ ଏହି ମନ୍ଦିର ର ସ୍ଥାପତ୍ୟ କମ୍ ସେ କମ୍ ୩୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ। କିନ୍ତୁ ଇତିହାସ ଅନୁଯାୟୀ ପାଣ୍ଡିଆ ବଂଶ ର ଶାସକ ମାନେ ୮ ଶତାବ୍ଦୀ ରେ ନିର୍ମିତ କରି ଥିଲେ।

ଏହି ମନ୍ଦିର ର ସ୍ଥାପତ୍ୟ କଳା ଏହି ଶାସକ ମାନଙ୍କ
ଦେନ୍ ଅଟେ। ମନ୍ଦିର ଟି ସମୁଦ୍ର ତଟ ର କିଛି ଉପରେ ଅବସ୍ଥିତ । ଏହାର ଚାରି ପାଖରେ ଉଚ୍ଚ ଉଚ୍ଚ ଦିବାର
ଅଛି ଏହାର ଖାସିୟତ୍ ଅଛି ଯେ ଏହା ତ୍ରୀ ସମୁଦ୍ର କୂଳ ରେ ସଙ୍ଗମ ର ମଝିଆ ମଝି ରେ ଅବସ୍ଥିତ । କନ୍ୟା କୁମାରୀ ସହର ଟି ସେହି ସହର ଦେବୀ ଙ୍କ ନାମନୁସାରେ ପ୍ରସ୍ତୁତ କରାଯାଇଛି।ଏହି ମନ୍ଦିର ର ପୁର୍ବ ରେ ବଙ୍ଗଳା ର ଖଡ଼ି ଓ ଦକ୍ଷିଣ ରେ ହିନ୍ଦ୍ ମହା ସାଗର।

 ଆଉ ପଶ୍ଚିମ ରେ ଆରବ ମହା ସାଗର ଅବସ୍ଥିତ । ଏହି ସଙ୍ଗମ ଏହି ତୀର୍ଥ ସ୍ଥାନ ର ସଂଜ୍ଞା ଦେଇ ଥାଏ। ମନ୍ଦିର ର ମୁଖ୍ୟ ଦ୍ଵାର ପୂର୍ବ ଆଡେ ଯାହା କେଉଁ ଗୋଟେ ସମୟ ରେ ଖୋଲା ରହୁ ଥିଲା କିନ୍ତୁ ଏବେ ଏହାର ଦ୍ଵାର ବନ୍ଦ ଅଛି ଏହାର କାରଣ ହେଉଛି ଦେବୀ ଙ୍କ ପ୍ରତିମା ରେ ଏକ ନୋଥ ରେ ଏକ ଅମୂଲ୍ୟ ହୀରା ଲାଗିଛି ତେଣୁ ତାର ସୁରକ୍ଷା କୁ ଦୃଷ୍ଟି ରେ ରଖି ଏହି ପରି କରା ଯାଇ ଅଛି। ଏହାର ଚମକ ଏତେ ଯେ ଏହା ଅନ୍ଧାର ଗୃହ କୁ ମଧ୍ୟ ଆଲୋକିତ କରି ଦେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.