Movie prime

ଏମିତି ରାଜା ଆଗରୁ କେବେ ଦେଖି ନଥିିବେ ଏମିତି ଜୀବନଶୈଳୀ ଭାଗ୍ୟରେ ଥିଲେ ମିଳେ ଦେଖନ୍ତୁ ରାଜା hassnanal ଙ୍କ ଜୀବନୀ

 
Viral news
ବର୍ତ୍ତମାନ ଏପରି ଏକ ଖବର ଆସିଛି ଯାହାକୁ ଦେଖିଲେ ଆପଣମାନେ କହିବେ ୱାହା ଲାଇଫ ହୋ ତୋ ଏସି। ସୁନରେ ଛାଉଣୀ ହୋଇଛନ୍ତି। ସାତ ହଜାର କାର।ଆଲିସନ୍ ମହଲ ଏସବୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବେଶ୍ ବିଳାସ ବେଶନରେ ଜୀବନ ଅତିବାହିତ କରୁଛନ୍ତି।ଘରଦ୍ୱାର ଗାଡ଼ି ଘୋଡ଼ା ସବୁ କିଛି ତାଙ୍କ ହାତ ପାହାନ୍ତ ରେ ରହୁଛି।
ଠିକ୍ ସେହିଭଳି ଜଣେ ଲୋକଙ୍କ ବିଷୟରେ ଦେଖିବାକୁ ମିଳିଛି।ଯାହାଙ୍କ ଜୀବନ ଶୈଳୀ ଦେଖିଲେ ଆପଣମାନେ ମଧ୍ୟ କହିବେ ୱାହା ଲାଇଫ ହୋ ତୋ ଏସି।
ତାଙ୍କର ନାମ ହେଉଛି ହସେନାଲ୍ ବୋଲିକିଃ ଇବନି ଓବାର ଅଲ୍ଲୀ ସେଫୁ ଦିନ ତୃତୀୟ।ବ୍ୟକ୍ତି ଜଣଙ୍କ ତାଙ୍କର ବିକାଶ ବେଶନ ପାଇଁ ସବୁଠାରେ ପରିଚିତ। ହସେନାଲ୍ ଙ୍କ ପାଖରେ ସାତ ହଜାର ରୁ ଅଧିକ କାର ରହିଛି।
କେବଳ କାର ନୁହେଁ ହସେନାଲ୍ ଙ୍କ ପାଖରେ ପ୍ରାଇଭେଟ୍ ଜେଟ୍ ବି ରହିଛି।ଆଉ ପ୍ଳେନ୍ ରେ ବି ସୁନା ଛାଉଣୀ କରାଯାଇଛି।ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ହସେନାଲ୍ ଙ୍କ ପାଖରେ ଯେଉଁ ସମ୍ପତି ରହିଛି ଦୁଇ ଲକ୍ଷ ୮୮ ହଜାର କୋଟି ରୁ ଅଧିକ ରହିଛି।
ହସେନାଲ୍ ବୋଲିକିଃ ଇବନି ଓବାର ଅଲ୍ଲୀ ସେଫୁ ଦିନ ତୃତୀୟ ହେଉଛନ୍ତି ସୁଲତାନ।ସେ ୨୯ ତମ ରାଜା ହୋଇଛନ୍ତି।
ଏବେ ତାଙ୍କର ବୟସ ହେଉଛି ୭୫ ବର୍ଷ।ଏବେ ସେ ବ୍ରୁନେଇ ର ପ୍ରଧାନ ମନ୍ତ୍ରୀ,ବୈଦେଶିକ ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀ ହୋଇଛନ୍ତି।ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ହସେନାଲ୍ ଙ୍କ ପାଖରେ ସୁନାର ତିଆରି ପ୍ଲେନ୍ ମଧ୍ୟ ରହିଛି।
ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏଭଳି ଜୀବନଯାପନ କରିବାକୁ ସମସ୍ତେ ଚାହିଁଥାନ୍ତି।କିନ୍ତୁ କାହା ଭାଗ୍ୟରେ ଥାଏ ଆଉ କାହାର ନଥାଏ।