Movie prime

ଜିସାନ କ୍ରେଡିଟ କାର୍ଡ କୁ ନେଇ ଆସିଲା ବଡ ଅପଡେଟ ଦେଖନ୍ତୁ କେମିତି କରିବେ ଆବେଦନ

 
Special Report
ଆର୍ ବି ଆଇ ତରଫରୁ କିସାନ କ୍ରେଡିଟ କାର୍ଡ କୁ ନେଇ ବହୁତ ବଡ଼ ଘୋଷଣା କରାଯାଇଛି।ଆପଣମାନେ ଜାଣିଥିବେ ୧୯୯୮ ମସିହାରେ କୃଷକ ମାନଙ୍କ ପାଇଁ କିସାନ କ୍ରେଡିଟ କାର୍ଡ ଘୋଷଣା କରାଯାଇଥିଲା।ଏହାକୁ ପୁଣିଥରେ ୨୦୨୦ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀ ସଂଶୋଧିତ କରି ପୁଣିଥରେ କିସାନ କ୍ରେଡିଟ କାର୍ଡ ର ଶୁଭାରମ୍ଭ କରିଥିଲେ।ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।
ସରକାର ଙ୍କ ର ଲକ୍ଷ ଥିଲା ଯେ ଆମ ଦେଶରେ ଥିବା କୃଷକ ଭାଇ ମାନେ କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ଯେ କୌଣସି ବ୍ୟାଙ୍କ ରୁ କମ ସୁଧରେ ଆଉ କମ୍ ଦିନରେ ସେମାନେ ଲୋନ ଆଣିପାରିବେ।ସେଥିପାଇଁ ଚାଷୀ ମାନଙ୍କ ପାଇଁ କିସାନ କ୍ରେଡିଟ କାର୍ଡ ଆରମ୍ଭ କରାଯାଇଥିଲା।ପୁଣି କିଛି ଦିନ ପରେ କିସାନ କ୍ରେଡିଟ କାର୍ଡ କୁ ଆପ୍ଲାଏ କରିବା ବନ୍ଦ କରାଯାଇଥିଲା।କୌଣସି ଚାଷୀ ଭାଇ ମାନେ କିସାନ କ୍ରେଡିଟ କାର୍ଡ ଆପ୍ଲାଏ କରି ପାରିଲେ ନାହିଁ।
କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ଆର ବି ଆଇ ତରଫରୁ ଘୋଷଣା କରାଯାଇଛି।ପୁଣିଥରେ କିସାନ କ୍ରେଡିଟ କାର୍ଡ କୁ ଲାଗୁ କରାଯିବ। ଯାହାକୁ ଏହା ପ୍ରଥମେ ତାମିଲନାଡୁ ଓ ମଧ୍ୟ ପ୍ରଦେଶ ରେ କିସାନ କ୍ରେଡିଟ କାର୍ଡ ର ମିଶନ ଅନୁସାରେ କାମ କରାଯିବ। ପୁଣି ଏହାକୁ ଧୀରେ ଧୀରେ ସମଗ୍ର ରାଜ୍ୟରେ ମଧ୍ୟ ଲାଗୁ କରାଯିବ।ତାହା ସହିତ ଆଗରୁ ଚାଷୀ ମାନଙ୍କୁ କିସାନ କ୍ରେଡିଟ କାର୍ଡ ପାଇବା ପାଇଁ ଚାରି ସପ୍ତାହ ଲାଗୁଥିଲା।
କିନ୍ତୁ ବର୍ତ୍ତମାନ ଏହାକୁ କମ୍ କରା ଯାଇଛି।ଚାରି ସପ୍ତାହ ବଦଳରେ ଦୁଇ ସପ୍ତାହ କରାଯାଇଛି। ଚାଷୀ ଭାଇ ମାନେ ଏହା ଶୁଣି ବହୁତ ଖୁସି ହୋଇଛନ୍ତି।ଜଣେ ଚାଷୀ କିସାନ କ୍ରେଡିଟ କାର୍ଡ ପାଇ ପାରିବେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।