Movie prime

ଓଡିଶାରୁ ଏକମାତ୍ର ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର କିଶୋର ସାର ଙ୍କୁ ହେଲା ଡାକରା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ରାଷ୍ଟ୍ରପତି ପୁରସ୍କାର ବିଷୟରେ ଜାଣିଥିବେ । ଆଉ ଏହି ସମ୍ମାନ ଏକ ବହୁତ ବଡ ସମ୍ମାନ । ଆଉ ଏହି ପୁରସ୍କାର ପାଇଲେ ଜୀବନ ଗର୍ବିତ ହୋଇଥାଏ । ଆଉ ଏମିତି ଅନେକ ପୁରସ୍କାର ଅଛି ଯାହା ପାଇଲେ ଆପଣ ଆଉ ଆପଣଙ୍କ ପରିବାର ମଧ୍ୟ ଗର୍ବିତ ହୋଇଥାଏ । ଆଉ ଏମିତି ଏକ ପୁରସ୍କାର ବହୁତ ବଡ ଆଉ ଉଚ୍ଚ ଅଟେ । ଆଉ ଏମିତି ଏକ ପୁରସ୍କାର ପାଇଲେ ନିଜେ ଆଉ ପରିବାର ଗର୍ବିତ ହୋଇଥାଏ ।
ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ସମ୍ମାନୀୟ ରାଷ୍ଟ୍ରପତି ପୁରସ୍କାର ଜଣେ ଶିକ୍ଷକଙ୍କୁ ମିଳୁଛି । ଆଉ ସେହି ଶିକ୍ଷକ ଜଣଙ୍କ ନାମ ହେଉଛି ଈଶ୍ୱର ଚନ୍ଦ୍ର ନାୟକ । ଏହି ଶିକ୍ଷକ ଜଣକ ନିମାପଡ଼ା ଅଞ୍ଚଳର । ଆଉ ସେ ଜଣେ ବହୁତ ଭଲ ବ୍ୟକ୍ତିତ୍ଵ ଅଛନ୍ତି । ଆଉ ସେ ୧୧ଟି ପୁସ୍ତକ ଲେଖିଛନ୍ତି । ଆଉ ତାଙ୍କର ଅନେକ
ବହି ନେସନାଲ ଆଉ ଇଣ୍ଟର ନେସନାଲ ମଧ୍ୟ ହୋଇଛି ।
ଆଉ ସେ ପିଲାମାନଙ୍କ ପାଇଁ ବହୁତ କିଛି କରିଛନ୍ତି । ସେ ସବୁବେଳେ ପିଲାମାନଙ୍କର ହିତ ପାଇଁ କାର୍ଯ୍ୟ କରିଥାନ୍ତି । ଆଉ ସେ ଜଣେ ମହାନ୍ ବ୍ୟକ୍ତିତ୍ଵ ଅଟନ୍ତି । ତାଙ୍କ ପାଖକୁ ବା ତାଙ୍କୁ ଦେଖା କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଆସିଥିଲେ । ସେ ଅନେକ ପୁସ୍ତକ ପିଲାମାନଙ୍କର ଭଲ ଉଦ୍ଦେଶ୍ୟରେ ଲେଖିଛନ୍ତି । ଆଉ ତାଙ୍କର ଏକ ପୁସ୍ତକ ବହୁତ ଖ୍ୟାତି କମାଇଛି । ଆଉ ସେ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦେଉଛନ୍ତି ।
ତାଙ୍କ ଗାଁ ରେ ଏକ କ୍ଳବ୍ ଘରେ କମ୍ପ୍ୟୁଟର ଆଉ ଲାଇବ୍ରେରି କରିଛନ୍ତି । ଆଉ ସେ ୨ ଟି କମ୍ପ୍ୟୁଟର ସେଠାରେ ରଖିଛନ୍ତି । ଆଉ ପଞ୍ଚମ ଶ୍ରେଣୀରୁ କମ୍ ପିଲାମାନେ ଇ କମ୍ପ୍ୟୁଟର ଶିଖିଲେ । ଆଉ ଏହା ସମ୍ଭବ ହୋଇଛି ଏହି ଶିକ୍ଷକଙ୍କ ପାଇଁ । ଆଉ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଏହା ଦେଖି ଖୁସି ହୋଇଥିଲେ । ଆଉ ଏକ ଘର କରିବା ପାଇଁ ଅନୁଦାନ ମଧ୍ୟ ଦେଇଥିଲେ । ଆଉ ଏହି ଶିକ୍ଷକ ଜଣକ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଉ ସେଥିପାଇଁ ନିମାପଡ଼ା ଆଜି ଗର୍ବିତ ।