Movie prime

ରାସ୍ତା ଉପରେ ବାଘ ଆକ୍ରମଣ ଏ ଭିଡିଓ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଅଛି ବୋଲି ଆମେ ଆମ ଦେଶ ଛଡା ଅନେକ ଦେଶମାନଙ୍କର, ରାଜ୍ୟ ମାନଙ୍କର ଏବଂ ଅନେକ ଅଞ୍ଚଳରେ କଣ ଘଟଣା ଘଟୁଛି ଆଉ ଏହାର କାରଣ ଆଉ କେତେବେଳେ ଘଟିଲା ଏମିତି ସବୁ ବିଷୟରେ ଟିକ ନିକ୍ ଖବର ଆପଣମାନେ ଜାଣି ପାରୁଛନ୍ତି । ଏବେ ଏକ ଘଟଣା ଘଟଣା ଆସିଛି କର୍ଣ୍ଣାଟକ ରାଜ୍ୟରୁ । ଆପଣମାନେ ଜାଣିଛନ୍ତି କି ବାଘ କେତେ ଯେ ଖତରନାକ । 
ବାଘ ଏଭଳି ଏକ ବନ୍ୟ ଜନ୍ତୁ ଯାହାକୁ ଦେଖିଲେ ସମସ୍ତେ ଭୟ କରିଥାନ୍ତି । ଆଉ ବାଘକୁ ସବୁବେଳେ ଆପଣମାନେ ଦୂରରୁ ଦେଖିଥିବେ । କିନ୍ତୁ ଆପଣମାନେ କେବେ ଜାଣିଛନ୍ତି କି ଯଦି ବାଘ ଜନଗହଳି ଭିତରକୁ ଆସେ ତାହେଲେ ଏହାର ପରିଣତି କଣ ହେବ । ଥରେ ଭାବନ୍ତୁ ଯଦି ବାଘ ଆପଣ ରହୁଥିବା ବା ବୁଲୁଥିବା ଅଞ୍ଚଳକୁ ଆସିଯାନ୍ତି ତାହେଲେ କଣ ହେବ । ଲୋକମାନେ ଭୟର ସହ ଜୀବନ ଅତିବାହିତ କରିବେ । ଲୋକମାନେ ରାତିରେ ମଧ୍ୟ ଶୋଇପାରିବେ ନାହିଁ । ଭୟରେ ଜୀବନ ନିର୍ବାହ କରିବେ। 
ଏବେ ଏକ ଘଟଣା ସାମ୍ନାକୁ ଆସିଛି ଏହି ବାଘକୁ ନେଇ । କଲରା ପତରିଆ ବାଘ ବିଷୟରେ ତ ଆପଣମାନେ ଜାଣିଥିବେ । ଆଉ ଏହି ବାଘକୁ ଫଟୋ ବା କୌଣସି ଚିଡ଼ିଆଖାନାରେ ଦେଖିଥିବେ । ଯଦି ଏହି ହିଂସ୍ର ପ୍ରାଣୀ ସାମ୍ନାକୁ ଆସେ ତାହେଲେ କୋକନଙ୍କର କଣ ଯେ ହେବ । କର୍ଣାଟକ ରାଜ୍ୟର ମହେଶୋର୍ ଅଞ୍ଚଳରେ ଏହି କଲରା ପତରିଆ ବାଘ୍ ବୁଲୁଥିବାର ଆପଣମାନେ ଦେଖିପାରିବେ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । 
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ସେହି ଅଞ୍ଚଳରେ ସବୁକିଛି ଠିକ୍ ଥିଲା । ହଠାତ୍ ସହର ଭିତରକୁ ଏକ କଲରା ପତରିଆ ବାଘ ପଶି ଆସିଲା । ଆଉ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲା । ସେଠାକାର ଲୋକମାନେ ତାକୁ ସେଠାରୁ ଯିବା ପାଇଁ ଘଉଡାଇ ଥିଲେ । କିନ୍ତୁ ବାଘ ଯିବ କଣ ସେ ଲୋକଙ୍କୁ ଆକ୍ରମଣ କରିଛି । ବାଘ ନିଜେ ଦୌଡିଲା, ଆଉ ଲୋକଙ୍କୁ ଆକ୍ରମଣ କରିଲା । ବାଇକରେ ଯାଉଥିବା ବ୍ୟକ୍ତିଙ୍କୁ ବାଘ ଗୋଡ଼ାଇ ଥିଲା । ଆଉ ତାଙ୍କୁ ତଳେ ପକାଇ ଆକ୍ରମଣ କରିଥିଲା । ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ । ଏବେ ସେଠାରେ ଭୟର ବାତାବରଣ ଅଛି ।