Movie prime

VIRAL VIDEO ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ କେମିତି କୁକୁର ମାନଙ୍କୁ ଜୀବନଠୁ ବେଶୀ ଭଲ ପାଉଛନ୍ତି ଗାଡ଼ିରେ ବସେଇ ବୁଲୋଉଛନ୍ତି

 
Special Report
ଆପଣମାନେ ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଅଜବ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ।ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭାଇରାଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କୁକୁର ମାନଙ୍କୁ ତାଙ୍କ ବାଇକ୍ ରେ ବସାଇ ଚାରିଆଡ଼େ ବୁଲାଉଛନ୍ତି।ସେହି ଦୃଶ୍ୟ ଦେଖିଲେ ଆପଣମାନେ ବହୁତ ଖୁସି ହେବେ।
କୁକୁର ହେଉଛନ୍ତି ବିଶ୍ଵସ୍ତ ପ୍ରାଣୀ।ପ୍ରାୟ ଲୋକମାନେ କୁକୁର ଙ୍କୁ ବହୁତ ଭଲ ପାଇଥାନ୍ତି। କୁକୁର ମାନଙ୍କୁ ଘରେ ମଧ୍ୟ ରଖିଥାନ୍ତି।ତାଙ୍କ ସହିତ ଖେଳିଥାନ୍ତି ବସିଥାନ୍ତି ଏବଂ ବୁଲି ଥାନ୍ତି।ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।ଯେଉଁଥିରେ ଜଣାପଡୁଛି ବ୍ୟକ୍ତି ଜଣଙ୍କ କୁକୁରଙ୍କୁ ବହୁତ ଭଲ ପାଇଥାନ୍ତି।ବ୍ୟକ୍ତିଙ୍କ ମଟର ବାଇକ୍ ରେ ତିନୋଟି କୁକୁର ନେଇ ସହର ବୁଲାଉଥିବାର ଦେଖିବାକୁ ମିଳିଛି।
ଭାଇ ରାଲ ହୋଇଥିବା ଭିଡିଓ ଟି ଜଣେ କାର ଚାଳକ ରେକର୍ଡ କରିଥିଲେ।ଏବଂ ଏହି ଦୃଶ୍ୟ ଦେଖି ବ୍ୟକ୍ତି ଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବା ସହିତ ଖୁସି ମଧ୍ୟ ହୋଇଥିଲେ।ସେହି କାର ରେ ବସିଥିବା ଜଣେ ମହିଳା ମଧ୍ୟ ଏହି ଦୃଶ୍ୟ ଦେଖି ହସୁଥିଲେ।ଏହାପରେ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଟି ପୋଷ୍ଟ କରି ଦେଇଥିଲେ।ବହୁତ ଦର୍ଶକମାନେ ଏହି ଭିଡିଓ ଦେଖି ସାରିଲେଣି।ଯିଏ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୋଟିଏ କୁକୁର ବ୍ୟକ୍ତିଙ୍କ ଆଗରେ ବସିଛି। ଆଉ ଦୁଇଟି କୁକୁର ବ୍ୟକ୍ତି ଙ୍କ ପଛପଟେ ସିଟ୍ ରେ ବସିଛନ୍ତି। ସତରେ ବହୁତ ନିଆରା ଏହି ଦୃଶ୍ୟ।ଯେତେବେଳେ ବ୍ୟକ୍ତି ଜଣଙ୍କ ଭିଡିଓ କରୁଥିଲେ ସେହି ସମୟରେ ବାଇକ୍ ଚାଳକ ଦେଖିଥିଲେ ଯେ ତାଙ୍କର ଭିଡିଓ କରୁଛନ୍ତି।ଏହାପରେ ବାଇକ୍ ଚାଳକ ଜଣଙ୍କ ସେମାନଙ୍କୁ ଦେଖି ଖୁସି ହୋଇଥିଲେ।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।