Movie prime

ମୋଦୀ ଭାରତ ପାଇଁ ନେଲେ ଏହି ବିରାଟ ପଦକ୍ଷେପ ଆପଣ ବି ଜାଣିଲେ ଖୁସି ହୋଇଯିବେ ଜାଣନ୍ତୁ କଣ ନେଲେ ନିଷ୍ପତି

 
FGHFH

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଦେଶରେ ବେକାର ସମସ୍ୟା କେତେ ବଢ଼ିବାକୁ ଲାଗିଲାଣି ଅନେକ ପିଲା ଏବେ ସବୁ ଅନେକ ଅନେକ ପାଠ ପଢ଼ି ମଧ୍ୟ ବେକାର ହୋଇ ବୁଲୁଛନ୍ତି। ଚାକିରୀ ଖୋଜୀ ଖୋଜି ନୟାନ୍ତ ହେଲେ ମଧ୍ୟ ଚାକିରୀ ଖଣ୍ଡେ ମିଳୁନାହିଁ। ଫଳରେ ଏତେ ପାଠ ପଢିବା ଦ୍ବାରା ତାହାର ଉପକାରିତା ତାଙ୍କୁ କିଛି ମଧ୍ୟ ମିଳୁ ନାହିଁ ଓ ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେଉନାହିଁ।

ତେବେ ବେକାର ସମସ୍ୟା ବଢୁଥିବା ବେଳେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ସିଂ ମୋଦି ଙ୍କ ବେକାରୀ ମାନଙ୍କ ପାଇଁ ଏକ ପ୍ଲାନ କରିଛନ୍ତି। ଯାହାକି ତାଙ୍କୁ ଆଗକୁ ବେଶ ସହାୟ କାରୀ ହେବ। ଦେଶର ସଂପୂର୍ଣ୍ଣ ଇତିହାସ କୁ ମଧ୍ୟ ଏହି ପ୍ଲାନ୍ ଟି ବଦଳାଇ ଦେବ। ଆମେ ଏବେ ସେହି ବିଷୟରେ ଆପଣଙ୍କୁ ସଂପୂର୍ଣ୍ଣ ଭାବରେ କହିବାକୁ ଯାଉଛୁ। ଯାହାକୁ ଜାଣି ଆପଣ ମାନେ ମଧ୍ୟ ଖୁସି ହୋଇଯିବେ।

NCAER ଏହା ମଧ୍ୟ କହିଛି ଭାରତରେ ବେକାରୀ ମାନଙ୍କ ସଂଖ୍ୟା ଅଧିକ ଅଟେ ତେଣୁ ଭାରତ କୁ ନୀଶ୍ଚିତ ଭାବରେ ଏକ ଇନକମ୍ ମିଳିବା ଦରକାର ଅଟେ। ତେବେ ବେକାରୀ ମାନଙ୍କ ପାଇଁ ହିଁ ଏହି ବ୍ୟବସ୍ଥା ଉପଲବ୍ଧ ହେବ । ଯାହାକି କହିବାକୁ ଗଲେ ତାହା ହେଉଛି ବେକାରୀ ଭତ୍ତା। ଏହା କେବଳ ପ୍ରତ୍ୟେକ ଗରିବ ଶ୍ରେଣୀର ବେକାର ଲୋକ ମାନଙ୍କୁ ହିଁ ପ୍ରଦାନ କରାଯିବ।

modi

ଏବେ ଆମ ଦେଶର ଇନକମ୍ କାଉନସିଲ ମଧ୍ୟ ଅଛନ୍ତି ବିବେକ ଦେବାରାୟ। ସେ କହିଛନ୍ତି ଭାରତରେ ଏବେ ପ୍ରଚୁର ପରିମାଣରେ ବେକାରୀ ମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲାଣି ସେଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି ତେଣୁ ବର୍ତ୍ତମାନ୍ ସମୟ ଆସିଯାଇଛି କି ବେକାର ମାନଙ୍କ ପାଇଁ ବେକାର ଭତ୍ତା ଲାଗୁ କରିବାର। ତେବେ ଦେଖା ଯାଉ କେବେ ଏହି ବେକାର ଭତ୍ତା ଲାଗୁ କରାଯାଉ ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.