କଣ ହେଲା ଯେତେବେଳେ ହେଲା ମା ରାକ୍ଷସୀ ଦେଖନ୍ତୁ ଅଶରିରୀ ପ୍ରବେଶ ରେ ଅବସ୍ଥା ହେଲା ଏମିତି
Sep 24, 2022, 12:32 IST

ବର୍ତ୍ତମାନ ଏପରି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ।ଅନେକ ଲୋକ ଅଛନ୍ତି ଯେଉଁମାନେ ବର୍ତ୍ତମାନ ସମୟରେ ଭୂତ ଅଛନ୍ତି ବୋଲି ବିଶ୍ୱାସ ରଖିଥାନ୍ତି। ପ୍ରାୟ ବ୍ୟକ୍ତି ମାନେ ବିଶ୍ୱାସ କରି ନଥାନ୍ତି।କାରଣ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଭୂତ କୁ ନିଜ ଆଖିରେ ଦେଖିଛନ୍ତି ନଚେତ ତାଙ୍କ ସହିତ ଏମିତି କିଛି ଘଟିଥାଏ ଯାହାକି ସେ ଭୁଲି ପାରନ୍ତି ନାହିଁ।
କ୍ୟାମେରା ରେ ବି ଭୂତଙ୍କ ସହିତ ଜଡିତ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ।ସେହି ଭିଡିଓ ଯଦି ଦେଖିଦେବେ ତାହେଲେ ଆପଣ ମାନେ ଭୟଭୀତ ହୋଇଯିବେ।ଏପରି କିଛି ଭୂତଙ୍କ ସହିତ ଜଡିତ ଘଟଣା କ୍ୟାମେରା ରେ ରେକର୍ଡ ହୋଇଛି।
୧- ଜଣେ ଯୁବକ ଘରେ ସୋଇଥିବା ସମୟରେ ଝରକା ର ପରଦା ଆପେ ଆପେ ଖୋଲି ଯାଇଥିଲା।ଏବଂ ଝରକା ପାଖରେ କେହି ଜଣେ ଘର ଭିତରକୁ ଦେଖୁଥିଲା।ପ୍ରଥମେ ଲାଗୁଥିଲା ଯେ କେହି ଜଣେ ମଣିଷ ଦେଖୁଥିଲେ।କିନ୍ତୁ ଏହାପରେ ଝରକା ପାଖରେ ଯିଏ ଛିଡ଼ା ହୋଇଥିଲେ ସେ ଝରକା ରୁ ଘର ଭିତରକୁ ଚାଲି ଆସିଥିଲେ।ଏବଂ ଅଦୃଶ୍ୟ ହୋଇଯାଇଥିଲା।ଯୁବକ ଜଣଙ୍କ ଘୋଡେଇ ହୋଇ ସୋଇଥିବା କମଳ କୁ ଟାଣି ଥିଲା।କିନ୍ତୁ ଏହାପରେ ହଠାତ୍ କ୍ୟାମେରା ବନ୍ଦ ହୋଇଯାଇଥିଲା।
୨ - ଦୁଇ ଜଣ ଯୁବକ ଘରେ ଜଣେ ଖଟ ଉପରେ ସୋଇଥିଲେ ଆଉ ଜଣେ ତଳେ ସୋଇଥିଲେ।କିନ୍ତୁ ହଠାତ୍ ଦେଖିବାକୁ ମିଳିଥିଲା ଯେ ଯୁବକଙ୍କ ଘରର କବାଟ ଆପେ ଆପେ ଖୋଲି ଯାଇଥିଲା।କୌଣସି ଅଦୃଶ୍ୟ ବ୍ୟକ୍ତି ଘରେ ପଶି ଯାଇଥିଲା।ଏବଂ ତଳେ ସୋଇଥିବା ଯୁବକର ଗୋଡ଼କୁ ଟାଣି ଥିଲେ।ସେହି ସମୟରେ ଯୁବକଙ୍କ ନିଦ ଭାଙ୍ଗି ଯାଇଥିଲା।ଯୁବକ ଜଣଙ୍କ ଏହାଦେଖି ବହୁତ ଭୟ କରିଥିଲେ।
୩ - ଜଣେ ବିଦେଶୀ ଯୁବତୀ ଭିଡିଓ କରୁଥିବା ସମୟରେ ହଠାତ୍ ଏକ ଅଦୃଶ୍ୟ ଶକ୍ତି ଘରେ ପଶି ଯାଇଥିଲା ଏବଂ ଘରର ଲାଇଟ୍ ମଧ୍ୟ ସେହି ସମୟରେ ଚାଲି ଯାଇଥିଲା।ଯୁବତୀ ଜଣଙ୍କ ବହୁତ ଡରି ଯାଇଥିଲେ।ଏବଂ ବାହାରକୁ ଚିତ୍କାର କରି ଚାଲି ଆସିଥିଲେ।