Movie prime

ଏ ଜାଗାରେ ଆଜିବି ବସି ରହିଛନ୍ତି Sesa Naga କରୁଛନ୍ତି ଗୁପ୍ତ ଧନ ର ନିଜେ ସୁରକ୍ଷା ଦେଖନ୍ତୁ କେମିତି ଏଠାରୁ କେହି ନେଇ ପାରନ୍ତି ନାହିଁ ଧନ

 
Hjjj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏକ ପାତାଳ ପୁରି ସମ୍ପର୍କ ରେ ଏକ ଘଟଣା ଶୁଣାଇ ବାକୁ ଯାଉଛୁ। ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ମହୋବା ଗ୍ରାମର। ସୁରେଶ ନାମରେ ଏକ ବାଳକ ଉତ୍ତର ପ୍ରଦେଶ ର ଲକ୍ଷ୍ନୌ ଠାରେ ରହୁଥିଲା । କିନ୍ତୁ ତାର ମାଆ ସେହି ଛୋଟ ଗ୍ରାମଟି ମହୋବା ରେ ରହୁଥିଲେ। ଗ୍ରୀଷ୍ମ ଛୁଟିରେ ସେ ତା ଅଜା ଘରକୁ ବୁଲିବାକୁ ଯାଏ। ଓ ତା ଅଜା ତାକୁ କୁହନ୍ତି ତାଙ୍କ ଗ୍ରାମରେ ଥିବା ଏକ କୂଅ ସମ୍ବନ୍ଧରେ।
କୁହାଯାଏ କି ସେ କୂଅ ଟି ପାତାଳ ପୁରୀକୁ ଯାଇଛି ଓ ତାହା ମଧ୍ୟରେ ଅନେକ ଧନ ସମ୍ପତ୍ତି ଅଛି।ଏହାପରେ ସେ ଯେତେବେଳେ ପୁନର୍ବାର ତା ଅଜା ଙ୍କ ଘରକୁ ଆସିଥିଲା ସେ ସମୟରେ ତା ଅଜାଙ୍କ ଦେହାନ୍ତ ଘଟିଲା। ଓ ସୁରେଶ ମନରେ ମଧ୍ୟ ସେ ଧନ ସଂପତ୍ତି ପ୍ରତି ଲୋଭ ମଧ୍ୟ ବଢ଼ିବାକୁ ଲାଗିଲା। ଦିନେ ସେ ସେହି କୂଅ ମଧ୍ୟକୁ ଏକ ସିଡି ମାଧ୍ୟମରେ ଗଲା ଏହାପରେ ସେଠାରେ ଏକ ବହୁତ ପ୍ରାଚୀନ ପଥର ଥୁଆ ହୋଇଥିଲା।
ସେ ପଥର ମାଧ୍ୟମ ଦେଈ ହିଁ ସେ ପାତାଳ ପୁରିକୁ ଯିବାର ମାର୍ଗ ଥିଲା ସେ ସେହି ପଥର ଉପରେ ଲେଖା ଯାଇଥିବା ଲେଖାକୁ ପଢ଼ି ପାରିଲା ନାହିଁ । ହେଲେ ତାହାକୁ ଆଡେ଼ଇ ଯେତେବେଳେ ଏକ ମଶାଲ ଧରି ଗୁମ୍ଫା ମଧ୍ୟକୁ ପ୍ରବେଶ କଲା ଦେଖିଲା ଅନେକ ନାଗ ସବୁ ତାକୁ ସେଠାରେ ଜଗି ରହିଛନ୍ତି। ସେ ସେଠାରୁ ଡରିକି ପାଳଇ ଆସିଲା ଏହାପରେ ସେ ଜାଣିବାକୁ ପାଇଲା ସର୍ପ ଗନ୍ଧକ ଫୁଲ ସମ୍ୱନ୍ଧରେ ଯାହାକୁ କି ସର୍ପ ମାନେ ଡରନ୍ତି।
ସେହି ଫୁଲ ରଖି ସେ ସେହି ଗୁମ୍ଫା ମଧ୍ୟରୁ କିଛି ସୁନା ନେଇ ପଳାଇ ଆସିଲା। ହେଲେ ଏହାର ପ୍ରଭାବ ପଡ଼ିଲା ତା ଗ୍ରାମ ଉପରେ ତାଙ୍କ ଗ୍ରାମରେ ଦୁର୍ବିପାକ ପଡ଼ିଗଲା ଏହା ପରେ ଗ୍ରାମର ମୁଖିଆ ଏକ ମିଟିଂ କରିଲେ। ସେତେବେଳେ କୁ ସୁରେଶ ଜାଣିପାରିଥିଲା ଯେ ତା ର ଚୋରି ପାଇଁ ଏଭଳି ହୋଇଛି। ଏହାପରେ ସେ ଗ୍ରାମ ବାସୀ ଙ୍କୁ ସମସ୍ତ କଥା କହିବା ପରେ ଗ୍ରାମ ବାସୀ ମନେ ଏକ ମହାନ ଋଷି ମାଧ୍ୟମରେ ସେହି ଧନ କୁ ସେଠାରେ ରଖି ଆସିଥିଲେ। ଏହାପରେ ଗ୍ରାମର ପରିସ୍ଥିତି ପୂର୍ବ ପରି ହୋଇଗଲା ତେଣୁ କଥାରେ ଅଛି ଅତ୍ୟଧିକ ଲୋଭ ଭଲ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.