Movie prime

ମାଂସ ଖାଉଥିବା ଗଛ ଆପଣ ବି ଆଗରୁ କେବେ ଦେଖି ନଥିିବେ, ଦେଖନ୍ତୁ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ପୃଥିବୀରେ ବିଭିନ୍ନ ପ୍ରକାରର ଜିବ ଜନ୍ତୁ ଓ ବିଭିନ୍ନ ପ୍ରକାରର ଉଦ୍ଭିଦ ମଧ୍ୟ ଅଛି।
ହେଲେ ଆପଣ ମାନେ ଜାଣିଛନ୍ତି କି ଏଭଳି ବି ବୃକ୍ଷ ମାନେ ଅଛନ୍ତି ଯେଉଁ ମାନେ କି ଜୀବ ମାନଙ୍କୁ ନିଜର ଖାଦ୍ୟ ଭାବରେ ଗ୍ରହଣ କରି ଥାଆନ୍ତି। ସେମାନଙ୍କୁ ମାଂସହାରୀ ଉଦ୍ଭିଦ ବୋଲି କୁହାଯାଇ ଥାଏ।
ଏହା ଶୁଣି ଆପଣଙ୍କୁ ମଧ୍ଯ ଆଶ୍ଚର୍ଯ୍ୟ ଲାଗୁଥିବ କି ଗୋଟେ ଗଛ କିଭଳି ମଂଶାହାରି ହୋଇ ପାରିବ।
ଏହି ପ୍ରଜାତିର ଗଛ ମାନେ ମୂଷା , ଝିଣ୍ଟିକା ଓ ଅନେକ ପ୍ରଜାତିର ଜୀବ ଜନ୍ତୁ ମାନଙ୍କୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। ଏହା ବୈଜ୍ଞାନିକ ମାନେ ମଧ୍ୟ ସ୍ଥିର କରିଛନ୍ତି କି
ଏଭଳି ବୃକ୍ଷ ମାନଙ୍କ କବଳରେ ଆପେ ଆପେ ଜୀବଜନ୍ତୁ ମାନେ ପଡି ନଥାନ୍ତି ବରଂ ତାଙ୍କର ଶିକାର କରାଯାଇ ଥାଏ। କିଛି ବୈଜ୍ଞାନିକ ମାନେ କୁହନ୍ତି କି ଆଜକୁ ପ୍ରାୟ ଅନେକ ବର୍ଷ ତଳେ ଗଛ ଲତା ସବୁ ଏକ ପ୍ରକାରର ହିଁ ଥିଲେ।
ମାଟି ଆଉ ପାଣି ରୁ ସେମାନଙ୍କୁ ଜରୁରୀ ପୋଷାକ ତତ୍ତ୍ଵ ମିଳୁଥିଲା। କିନ୍ତୁ ଜଳବାୟୁ ର ପରିବର୍ତ୍ତନ ଯୋଗୁଁ ଗଛ ଲତା ଗୁଡିକରେ ମଧ୍ଯ ଧୀରେ ଧୀରେ ପରିବର୍ତ୍ତନ ଦେଖା ଦେଲା।
ତାଙ୍କର ପୋଷଣ ଠିକ୍ ଭାବରେ ନହେବା ରୁ ସେମାନେ ଖାଦ୍ୟ ଖାଇବା ପାଇଁ ଅନ୍ୟ ଏକ ଉପାୟ କୁ ବାଛି ନେଲେ। ଏହା ଠିକ ସେହିପରି ଯେପରି ଡ଼ାକ୍ତର ରୋଗାକ୍ରାନ୍ତ ଲୋକ ମାନଙ୍କୁ ଖାଦ୍ୟ ଖାଇବା ପାଇଁ କହିଥାନ୍ତି।
ଏହାପରେ ପରେ ପରେ ଗଛ ମାନେ ଛୋଟ ଛୋଟ ଜୀବଜନ୍ତୁ ଖାଇବା ଆରମ୍ଭ କରିଲେ। ଏହିଭଳି ଅନେକ ପ୍ରକାରର ଗଛ ମଧ୍ଯ ସୃଷ୍ଠି ହେଲା ଯେଉଁ ମାନେ ଛୋଟ ଛୋଟ କୀଟ ପତଙ୍ଗ କୁ ଖାଇ ନିଜର ପେଟ ପୋଷିବା ଆରମ୍ଭ କରିଦେଲେ।
ଏହାପରେ ଧୀରେ ଧୀରେ ସେମାନେ ବଡ଼ ବଡ ଶିକାର କରିବା ମଧ୍ଯ ଆରମ୍ଭ କରିଦେଲେ। ଏବଂ ଏଭଳି ଉଦ୍ଭିଦ ଆମ ପୃଥିବୀରେ ଆଜି ମଧ୍ଯ ରହିଛି।