Movie prime

ମାରୁତି ଲଞ୍ଚ କଲା ହାଇବ୍ରିଡ କାର ଦେଖନ୍ତୁ କଣ ରହିଛି ଏହା ଭିତରେ ବିଶେଷତ୍ଵ

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଇଚ୍ଛା କରୁଛନ୍ତି। ତେବେ ଆପଣଙ୍କ ପାଇଁ ରହିଛି ଭଲ ଖବର। କାରଣ ଆମେ ଆଜି ଆପଣଙ୍କୁ ଏମିତି SUV କାର ବିଷୟରେ କହିବାକୁ ଯାଉଛୁ ଯାହାର ଫିଚର୍ ଖୁବ୍ ଆକର୍ଷଣୀୟ ରହିଛି। ଭାରତରେ ବର୍ତ୍ତମାନ ଅନେକ ସେଗ୍‌ମେଣ୍ଟର ଗାଡ଼ି ଆସୁଛି, ଏଥିପାଇଁ ଛୋଟ ବଡ଼ ସବୁ କାର କମ୍ପାନୀ ଲାଗିଛନ୍ତି।
କମ୍ପାନୀ ଗ୍ରାହକଙ୍କର ଆବଶ୍ୟକତାକୁ ଆଖିରେ ରଖି ନୂଆ ନୂଆ ଗାଡ଼ି ଲଞ୍ଚ କରୁଛନ୍ତି। ମାରୁତି ସୁଜୁକିଠାରୁ ଆରମ୍ଭକରି ରେନୋ ଭଳି କମ୍ପାନୀ ପାଖରେ ଅନେକ ନୂଆ ନୂଆ ମଡେଲର ଗାଡ଼ି ଦେଖିବାକୁ ମିଳିବ। ମାରୁତି ସୁଜୁକି ବ୍ରିଜା ଏବେ ଏକ ନୂଆ ରୂପରେ ଆସୁଛି। ଜବରଦସ୍ତ ଲୁକ୍‌ ସହିତ ନୂଆ ଫିଚର୍‌ସ ସହିତ ଆସୁଛି। ଏହି ହାଇବ୍ରିଡ ଗାଡ଼ିର ସୁବିଧା ବି ବହୁତ ଅଛି ତେଣୁ ଆପଣ ମାନେ ଏହି ଗାଡ଼ିକୁ ମଧ୍ୟ କିଣି ପାରିବେ। 
ଏହି ଗାଡ଼ିର ଡିଜାଇନ ପାଇଁ ସମସ୍ତଙ୍କ ମନକୁ ଆକୃଷ୍ଟ କରିପାରିଛି। ଏହା ଛଡ଼ା ଏଥିରେ ସ୍ପେସ୍‌ ବି ବହୁତ ଭଲ ମିଳିଥାଏ। ଏଥିରେ ଅନେକ ପ୍ରକାର ଆଡ୍‌ଭାନ୍ସଡ ଫିଚ୍‌ର୍ସ ଅଛି। ଏହି ଗାଡ଼ି ଏବେ ନୂଆ ଅବତାରରେ ଆସିବା ସହିତ ସମସ୍ତଙ୍କର ପସନ୍ଦ ବି ଆସିଛି। ଏଥିରେ ସୁନ୍ଦର ଡିଜାଇନ ସହିତ ପ୍ରିମିୟମ କ୍ୱାଲିଟି ଏହି ଗାଡ଼ିକୁ ଆହୁରି ସୁନ୍ଦର କରୁଛି। ଏହି ଗାଡ଼ି ସହରାଞ୍ଚଳ ପାଇଁ ବହୁତ ଲାଭଦାୟକ ହେବ। 
ଏହାର ଡିଜାଇନ ସହରାଞ୍ଚଳକୁ ଅଖିରେ ରଖି ତିଆରି ହୋଇଛି। ଏହି ହାଇବ୍ରିଡ କାରଟି କିଛି ସମୟ ଇଲେକ୍ଟ୍ରିରେ ଚାଲିପାରିବ ଏବଂ କିଛି ସମୟ ଇଞ୍ଜିନରେ ମଧ୍ୟ ଚାଲିପାରିବ। ଏହି ହାଇବ୍ରିଡ କାରଟିକୁ ଏବେ ଏବେ ମାରୁତି ଲଞ୍ଚ କରିଛି। ଏଥିରେ ଏକ୍ସଲ ୬ ରହିବ ଆଉ ଇଗନିସ ମଧ୍ୟ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.