ଖତରନାଖ ଶାଶୁଙ୍କ ଖତରନାଖ କାମ ଜାଣିଲେ ଆଶ୍ଚର୍ୟ୍ଯ ହେବେ ବୋହୂ ସହ ଶା-ରୀରିକ ସମ୍ପର୍କ ରଖିବାକୁ ....
Aug 17, 2022, 12:28 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ କେତେ ଯେ ଘଟଣା ଘଟୁଛି ତାହା ଭାବନା ବାହାରେ । ସମାଜରେ ବିଭିନ୍ନ ପ୍ରକାରର ଘଟଣା ଘଟୁଛି । ଆଉ ନାନାଦି ପ୍ରକାରର ଖବର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଜିକା ଯୁଗରେ ବି ଲୋକମାନେ ଗୁଣୀ ଗାରିଡି ଉପରେ ବିଶ୍ବାସ କରୁଛନ୍ତି ଯାହାକି ବିଲକୁଲ ବି ଏହି ସମାଜ ପାଇଁ ଠିକ୍ ନୁହେଁ । ଏହି ସମାଜରେ ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ସେତେ ଅଧିକ ଅପସଂସ୍କାର ବଢ଼ି ଚାଲିଛି ।
ଆଉ ଏହି ଗୁଣୀ ଗାରିଡି, ଝଡ଼ା ଫୁଙ୍କା ଆଦିରେ ଲୋକମାନେ ଏହି ବୈଜ୍ଞାନିକ ଯୁଗରେ ମଧ୍ୟ ବିଶ୍ଵାସ କରୁଛନ୍ତି ଯାହାକି ଏକ ଅର୍ଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଉ ଏମିତି ଗୁଣୀ ଗାରିଡିକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଆଉ ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ଜଳେଶ୍ଵର ଅଞ୍ଚଳର ଜଣେ ଯୁବତୀ ଚମରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ପାରିବାରିକ କଳହ ଆରମ୍ଭ ହୋଇଯାଇଥିଲା ।
ଆଉ ଏହାପରେ ଯୁବତୀଙ୍କ ଶାଶୁ ଜଣେ ମୁସଲମାନ ଗୁଣିଆ ସହିତ ବୋହୂର ଅନିଚ୍ଛା ସତ୍ତ୍ବେ ଶା-ରୀ-ରି-କ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ଆଉ ଶାଶୁଙ୍କ ଉପସ୍ଥିତିରେ ବୋହୂ ଜଣକ ଲଗାତାର ୮୦ ଦିନ ଗୁଣିଆ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ । ଆଉ ବୋହୂକୁ ଶାଶୁ ଗୋଟିଏ ଘରେ ବନ୍ଦ କରି ତାନ୍ତ୍ରିକ ସହ ସମ୍ପର୍କ ରଖିବାକୁ ବାଧ୍ୟ କରେ । ଆଉ ଏମିତି କରିବାକୁ ଶାଶୁ ବୋହୂକୁ କହିଥିଲେ । ଆଉ ଏହିକଥା କାହା ଆଗରେ ନ କହିବା ପାଇଁ ବୋହୂକୁ ଶାଶୁ ଧମକ ମଧ୍ୟ ଦେଇଥିଲେ । ଆଉ ଏହି ଘଟଣା ସମ୍ପର୍କରେ ବୋହୂ ଜଣକ ଡରିଯାଇ କାହାକୁ କିଛି କୁହନ୍ତି ନାହିଁ ।
ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ଏହିକଥା କହିବା ପରେ ତାଙ୍କ ସ୍ଵାମୀ କହିଥିଲେ ମାଆ ଯାହା କହୁଛନ୍ତି ସେୟା କର । ଗୋଟିଏ ଦିନ ତାଙ୍କ ଶାଶୁ ତାଙ୍କର ବାପଘରକୁ ଯାଇଥିଲେ ଆଉ ସେହି ସମୟରେ ଯୁବତୀ ଜଣକ ତାଙ୍କ ପରିବାରାଲୋକଙ୍କୁ ସବୁକଥା କହିଥିଲେ । ଆଉ ତାପରେ ତାର ବାପଘରଲୋକେ ଥାନାରେ ଅଭିଯୋଗ କରିଥିଲେ ଆଉ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଆଉ ଏବେ ତାଙ୍କ ଶାଶୁ ଗିତାରାଣୀ ଜେନା, ତାଙ୍କ ସ୍ଵାମୀ ନୀଳମଣି ଜେନା ଏବଂ ଗୁଣିଆ ସେଖ ତରଙ୍ଗକୁ ଗିରଫ କରିବା ପାଇଁ ଦାବି ହୋଇଛି ।