Movie prime

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କ ରୋଷେଇୟା ମାନଙ୍କ ଦରମା କେତେ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Viral News

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ହେଉଛନ୍ତି ମୁକେଶ ଅମ୍ବାନୀ।ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ତେବେ ଅମ୍ବାନୀ ଆଣ୍ଟିଲିଆ ରେ ବସବାସ କରନ୍ତି।

ଯାହା ବିଶ୍ଵର ସବୁଠାରୁ ମହଙ୍ଗା ଘର ଭିତରେ ଅନ୍ୟତମ।ତାଙ୍କ ଘରେ ସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପ୍ରାୟ ୬୦୦ ଜଣ କର୍ମଚାରୀ କାମ କରିଥାନ୍ତି।ଏଥିରୁ ଯିଏ କେହି ବି ଅନୁମାନ କରି ପାରୁଥିବେ ଯେ ଅମ୍ବାନୀ ସେମାନଙ୍କୁ ମାସିକ କେତେ ଦରମା ଦେଉଥିଵେ।

ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ।ମୁକେଶ ଅମ୍ବାନୀ ଙ୍କ ଘରେ କାମ କରୁଥିବା ଜଣେ ସାଧାରଣ କର୍ମଚାରୀ ଙ୍କ ବେତନ ବି ଢେର ଅଧିକା।ବେତନ ରେ କର୍ମଚାରୀ ଙ୍କ ଜୀବନ ବୀମା ଓ ପିଲାଙ୍କ ଶିକ୍ଷା ଫତା ମଧ୍ୟ ସାମିଲ୍ ହୋଇଥାଏ।
ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ କଥାଟି ବାସ୍ତବରେ ସତ ଅଟେ।ଅମ୍ବାନୀ ଙ୍କ ଘରେ କାମ କରୁଥିବା କର୍ମଚାରୀ ମଧ୍ୟରୁ ଦୁଇ ଜଣଙ୍କ ର ପିଲା ଏବେ ଆମେରିକା ରେ ରହି ପାଠ ପଢନ୍ତି।
ମୁକେଶ ଅମ୍ବାନୀ ଙ୍କ ଘରେ ଯିଏ ରୋଷେଇ କରନ୍ତି ତାଙ୍କୁ ଏତେ ବେତନ ଦେଇଥାନ୍ତି ଯେ ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ରୋଷେଇ କରୁଥିବା କର୍ମଚାରୀଙ୍କ ଦରମା ମାସିକ ପାଖାପାଖି ଦୁଇ ଲକ୍ଷ ଟଙ୍କା ଅଟେ।
ମୁକେଶ ଅମ୍ବାନୀ ଙ୍କ ସରଳତା ସମସ୍ତଙ୍କୁ ବେଶ୍ ଭଲ ଲାଗେ ଏବଂ ସେ ଶାକାହାରୀ ଅଟନ୍ତି।ତାଙ୍କୁ ତାଙ୍କର ଘର ତିଆରି ଗୁଜୁରାତି ଖାଦ୍ୟ ଖାଇବାକୁ ଭଲ ଲାଗିଥାଏ।
ମୁକେଶ ଅମ୍ବାନୀ ଯୁଶ୍ ପିଇ ତାଙ୍କ ଦିନ ଆରମ୍ଭ କରନ୍ତି।ମଧ୍ୟାହ୍ନ ଭୋଜନ ରେ ସୁପ୍ ଆଉ ସାଲାଡ଼ ଖାଇବାକୁ ଭଲ ପାଇଥାନ୍ତି।
ସେହିପରି ସେ ରାତ୍ରି ଭୋଜନରେ ସାଧା ରୁଟି ଆଉ ଡାଲି ଖାଇଥାନ୍ତି।ମୁକେଶ ଅମ୍ବାନୀ ଙ୍କ ସ୍ତ୍ରୀ ନୀତା ଅମ୍ବାନୀ ମଧ୍ୟ ବେଶ୍ ଜଣାଶୁଣା।ତାଙ୍କ ଡ୍ରେସ୍ ପିନ୍ଧା ଷ୍ଟାଇଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତି।ଏବଂ ବଲିଉଡ଼ ଅଭିନେତ୍ରୀ ମାନେ ମଧ୍ୟ ଦିୱାନା ଅଟନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.