Movie prime

Mahadev ଙ୍କ ବାହାନ ନନ୍ଦୀ କୁ ଜୀବନ୍ତ ଅବସ୍ଥାରେ ଦେଖି ଦୌଡ଼ି ପଳାଇଲେ ବୈଜ୍ଞାନିକ ଦେଖନ୍ତୁ ଏହି ଦୃଶ୍ୟ ଜାଣି ପାରିବେ ମହାଦେବ ଙ୍କ ଶକ୍ତି କେତେ ତୀବ୍ର

 
dvrg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭଗବାନ ଶିବ ଙ୍କ ବାହାନ ହେଉଛନ୍ତି ବୃଷବ ରାଜ୍ ନନ୍ଦୀ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେହି ନନ୍ଦୀ ଏବେ ମଧ୍ୟ ଜୀବିତ ବେଅବସ୍ଥାରେ ଅଛନ୍ତି ଆଜ୍ଞା ହଁ ଆପଣ ଯାହା ଶୁଣିଲେ ତାହା ହେଉଛି ସତ୍ୟ। ତାଙ୍କ ମୂର୍ତ୍ତି ଏବେ ଧିରେ ଧିରେ ବଡ଼ ହେବା ପାଇଁ ଲାଗୁଛି। 

ଆନ୍ଧ୍ରପ୍ରଦେଶ ର କୁରୁନୁଲ ଜିଲ୍ଲାରେ ଅବସ୍ଥିତ ଅଛି ଉମାମହେଶ୍ୱର ମନ୍ଦିର ଯାହାର ମହିମା ସମ୍ପର୍କ ରେ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଏପରି ଦୁଇଟି ଗୁମ୍ଫା ଅଛି ଯେଉଁଠାରେ ୠଷି ଅଗସ୍ଥ୍ୟା ଘୋର ତପସ୍ୟା କରି ଭଗବାନ ଶିବ ଙ୍କୁ ପ୍ରସନ୍ନ କରିଥିଲେ। ଏଠାରେ ୠଷି ଅଗସ୍ଥ୍ୟା ଭଗବାନ ଭେଙ୍କଟେଶ୍ଵର ଙ୍କ ମୂର୍ତ୍ତି ତିଆରି କରୁଥିଲେ।

ଠୋକର ଖାଇବା ଦ୍ବାରା ତାଙ୍କ ଏକ ଆଙ୍ଗୁଠି ଭଙ୍ଗୀ ଯିବାରୁ ପୂରା ମୂର୍ତ୍ତିଟି ସଂପୂର୍ଣ୍ଣ ଭାବରେ ଭଙ୍ଗୀ ଯାଇଥିଲା। ଏହାପରେ ଅଗସ୍ଥ୍ୟା ୠଷି ଦୁଃଖୀ ହୋଇ ଘୋର ତପସ୍ୟା କରି ଭଗବାନ ଶିବ ଙ୍କୁ ପ୍ରସନ୍ନ କଲେ ଓ ଭଗବାନ ଶିବ ବର ସ୍ୱରୂପ ସେଠାରେ ତାଙ୍କର ଏକ ଅର୍ଦ୍ଧ ନାରିଶ୍ୱେର ମନ୍ଦିର ସ୍ଥାପନା ପାଇଁ ଅନୁମତି ମଧ୍ୟ ଦେଇଦେଲେ। ଏହାପରେ ସେ ଏଠାରେ ଭଗବାନ ଶିବ ଙ୍କ ବାହାନ ନନ୍ଦୀ ଙ୍କୁ ମଧ୍ୟ ସ୍ଥାପନ କଲେ।

ହେଲେ ସବୁ ଠାରୁ ବଡ ଆଶ୍ଚର୍ଯ୍ୟ ର କଥା ଏହାକି ନନ୍ଦୀ ଙ୍କ ଏହି ମୂର୍ତ୍ତି ଏବେ ମଧ୍ୟ ଧୀରେ ଧୀରେ ବଢ଼ି ବାକୁ ଲାଗୁଛି। ବୈଜ୍ଞାନିକ ମାନେ ଏହାକୁ ମଧ୍ୟ ଅନୁସନ୍ଧାନ କରି ଜାଣି ସରିଲାଣି କି ଏହି ମୂର୍ତ୍ତି ପୂର୍ବ ଅପେକ୍ଷା ବଢ଼ିବାରେ ଲାଗୁଛି ଓ ଏହାର କୌଣସି ବୈଜ୍ଞାନିକ କାରଣ ମଧ୍ୟ ନାହିଁ। ଏହା କେବଳ ମହାଦେବ ଙ୍କ କୃପା ଅଟେ।